ଜଙ୍କ୍‌ଫୁଡ୍‌ରେ ସୋନମ୍‌ଙ୍କ ପ୍ରିୟ ଗୁପ୍‌ଚୁପ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଫିଟ୍‌ ରହିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତି ଅଭିନେତ୍ରୀମାନେ। ମାତ୍ର ଏବେ ବଲିଉଡ୍‌ ଫ୍ୟାଶନ୍‌ ଡିଭା ତଥା ସୁପରଫିଟ୍‌ ସୋନମ୍‌ କପୁର ଭାରତରେ ମିଳୁଥିବା ଜଙ୍କ୍‌ଫୁଡ୍‌ ସବୁଠାରୁ ଭଲ ବୋଲି କହିଛନ୍ତି। ଏପରିକି ସେ ଗୁପ୍‌ଚୁପ୍‌ ଖାଇବାକୁ ଭଲ ପାଉଥିବା କହିଛନ୍ତି।

ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ, ତେବେ ବିବାହ ପରେ ସୋନମ୍‌ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଅଧିକ ସମୟ ବିତାଉଛନ୍ତି। ଆଗାମୀ ଦିନରେ ତାଙ୍କ ଅଭିନୀତ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ ରିଲିଜ୍‌ ହେବ। ଏଥିରେ ସଲ୍‌ମାନ ଓ ସଞ୍ଜୟ କପୁର ମଧ୍ୟ କାମ କରୁଛନ୍ତି। ଏହା ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ...

ବିଗ୍‌ବସ୍‌ର ନୂଆ ଲଭବାର୍ଡ !

ବମ୍ବେ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ବହୁଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌ ଓଟିଟି ୨’। ଘରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବନ୍ଧୁତା ସହ ପ୍ରେମର ଝଲକ...

ଏହି ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି କେରଳ ପୋଲିସ। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଏର୍ଣ୍ଣାକକୁଲମ...

‘ମେଁ ଅଟଳ ହୁଁ’ର ପ୍ରଥମ ପୋଷ୍ଟର ରିଲିଜ୍‌

ସମଗ୍ର ଦେଶ ୨୫ ଡିସେମ୍ବର ଅର୍ଥାତ୍‌ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ତାଙ୍କ...

ଜାହ୍ନବୀଙ୍କ ମୁଭିକୁ ମିଳିଲା ରିଲିଜ ଡେଟ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ ଜାହ୍ନବୀ କପୁର ଓ ରାଜକୁମାର ରାଓ ଖୁବଶୀଘ୍ର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ହରର କମେଡି ଥ୍ରିଲର ମୁଭି ରୁହି ପରେ...

ପ୍ରେମରେ ପଡ଼ିଛନ୍ତି ରୁଦ୍ର

ଅଭିନେତା ରୁଦ୍ର ପାଣିଗ୍ରାହୀ ଏବେ ପ୍ରେମରେ ପଡ଼ିଯାଇଛନ୍ତି। ପୁଣି କାହା ସହ ରୋମାନ୍ସ ଚାଲିଛି ଜାଣନ୍ତି ? ବଙ୍ଗୀୟ ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କ ସହ। ହେଲେ...

ଲକ୍‌ଡାଇନ୍‌ ଯୋଗୁ ଏମିତି ନିଷ୍ପତ୍ତି ନେଲେ ଦୀପିକା-ରଣବୀର

ମହାରାଷ୍ଟ୍ରରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଅର୍ଥାତ୍‌ ୧୪ ଏପ୍ରିଲରୁ...

ମା’ ହେଲେ ଶ୍ରେୟା

ବଲିଉଡ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର ଶ୍ରେୟା ଘୋଷାଲ ଓ ସ୍ବାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟ ଶନିବାର ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଶ୍ରେୟା ମା’ ହେବା...

Advertisement
Archives

Model This Week