ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଶିକ୍ଷକ ଗିରଫ

ବ୍ରହ୍ମପୁର ଅଫିସ,୨୬ା୯-ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ସେ ହେଲେ ପ୍ରିୟ ରଞ୍ଜନ ପାଣିଗ୍ରାହୀ ଓ ତାଙ୍କ ଘର ଗୋଷାଣୀନୂଆଗଁା ବୋଲି ଗୋଷାଣୀନୂଆଗଁା ଥାନାଧିକାରୀ ସୁମିତ ସୋରେନ କହିଛନ୍ତି। ମାମଲା ନଂ.୯୫/୧୯ରୁଜୁ କରାଯାଇଥିବା ବେଳେ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୋରେନ୍‌ କହିଛନ୍ତି। ଶିକ୍ଷକଙ୍କ ଠାରୁ ଏକ ଲ୍ୟାପ୍‌ଟପ୍‌ ଜବତ କରି ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି। ସେ ବିଜ୍ଞାନ ଶିକ୍ଷକ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

ଛତ୍ରପୁର,୨୯।୧୨(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା...

ଖୁରରେ ଆକ୍ରମଣ, ଯୁବକ ଗୁରୁତର

ଦିଗପହଣ୍ଡି,୧୧ା୧୨(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେ. ସାମନ୍ତରାପୁର ଗାଁରେ ମଙ୍ଗଳବାର ନିରଞ୍ଜନ ରେଡ୍ଡୀଙ୍କୁ ଖୁରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲା ପାଇ ପୋଲିସ ଘଟଣାର...

ବୁଗୁଡ଼ା ବ୍ଲକର ୨୦ ଅତିଶୟ ସମ୍ବେଦନଶୀଳ ବୁଥ୍‌

ବୁଗୁଡ଼ା,୧୪ା୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତର ମୋଟ ୨୮୭ ଟି ବୁଥ୍‌ ମଧ୍ୟରୁ ୧୪ ପଞ୍ଚାୟତର ୨୦ ବୁଥ୍‌...

ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

ବ୍ରହ୍ମପୁର ଅଫିସ, ୮।୭-ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ...

ଡ୍ୟୁଟିରେ ଥିବାବେଳେ ଛତ୍ରପୁର ବ୍ଲକ ଜେଇଙ୍କୁ କରୋନା: ଜାଣନ୍ତୁ କିପରି ହେଲେ ଆକ୍ରାନ୍ତ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ଜେଇ ଜୟସେନ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନା ମୁକାବିଲା ଡ୍ୟୁଟିରେ ଥିବାବେଳେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି...

ଚର୍ଚ୍ଚରେ ରଶି ଲଗାଇଲେ ଫାଦର

ଗୋପାଳପୁର,୪ା୭: ଗୋପାଳପୁର ହିଲ୍‌ଟପ ରୋଡରେ ଥିବା ସେଣ୍ଟ ଭିନ୍‌ସେଣ୍ଟ ଚର୍ଚ୍ଚର ଫାଦର ପ୍ରଦୀପ ସରେନ(୩୦) ଆତ୍ମହତ୍ୟା କରିଛନ୍ତି। ଗୋପାଳପୁର ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୯/୨୧) ରୁଜୁ...

ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଅତୁଳନୀୟ: ପୂର୍ତ୍ତ ବିଭାଗ ମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇସ୍ପାତ, ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ...

ପିଡି ଦାୟିତ୍ୱ ନେଲେ ନୀଳମାଧବ

ଛତ୍ରପୁର,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର...

Advertisement
Archives

Model This Week