ଚେତାବନୀକୁ ବେଖାତିର: ଏକଛତ୍ରବାଦୀ ଶାସକ କିମ୍‌ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ୍‌,୨୫।୭: ଅନ୍ତର୍ଜାତୀୟ ଚେତାବନୀକୁ ବେଖାତିର କରିଛି ଉତ୍ତର କୋରିଆ। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଗୁରୁବାର ପୁଣି ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛନ୍ତି। ଏହା ଆକାଶ ମାର୍ଗରେ ୪୩୦ କିଲୋମିଟର ଅତିକ୍ରମ କରିଥିବା କୁହାଯାଉଛି। ଗତ ଅଢ଼େଇ ମାସ ମଧ୍ୟରେ କିମ୍‌ ଏହାକୁ ମିଶାଇ ଏଭଳି ଦୁଇ ଥର ପରୀକ୍ଷଣ କରିଛନ୍ତି। ଦକ୍ଷିଣ କୋରିଆ-ଆମେରିକା ମଧ୍ୟରେ ହେଉଥିବା ମିଳିତ ଯୁଦ୍ଧାଭ୍ୟାସକୁ ଦୃଷ୍ଟିରେ ରଖି କିମ୍‌ ଏଭଳି କରିଥିବା କୁହାଯାଉଛି। ମିଳିତ ଯୁଦ୍ଧାଭ୍ୟାସ ଦ୍ୱାରା ଉତ୍ତରକୋରିଆ-ଆମେରିକା ସମ୍ପର୍କରେ ପ୍ରଭାବ ପଡ଼ିବାର ଆଶଙ୍କା ଥିବା କିମ୍‌ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମେ ୯ରେ କିମ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବୋଟ୍‌ରୁ ୬୦୦ କୋଟିର କୋକେନ୍‌ ଜବତ

ନୂଆଦିଲ୍ଲୀ,୨୨ା୫: ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ଗୁଜରାଟ ଉପକୂଳରେ ଏକ ପାକିସ୍ତାନୀ ବୋଟ୍‌କୁ ପିଛା କରି ସେଥିରୁ ୬୦୦ କୋଟି ଟଙ୍କା ମୂଲ୍ୟର କୋକେନ୍‌ ଜବତ...

ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

ପ୍ୟାରିସ,୫ ।୩: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଫାଇନାନସିୟାଲ ଟାସ୍କ ଫୋର୍ସ, ଏଫଏଟିଏଫ ଶୁକ୍ରବାର ବୈଠକର ଶେଷ ଦିନରେ ତା’ର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନକୁ ନେଇ...

ଦିନକୁ ଦେଢ ଲିଟର କଫି ପିଉଥିବା ଏହି ଶିଶୁ କନ୍ୟା

ଶିଶୁମାନେ କଫି ପିଇବା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଇଣ୍ଡୋନେସିଆର ଏକ ଶିଶୁ କନ୍ୟା ୧୪ ମାସ ବୟସରେ ଦିନକୁ ଦେଢ ଲିଟର...

ଟେକ୍ସାସରେ ୪ ଭାରତୀୟ ମହିଳାଙ୍କୁ ଗାଳି ଦେଇ ଗିରଫ ହେଲେ ନିଶାସକ୍ତ ମହିଳା

ଟେକ୍ସାସ,୨୬ ।୮: ଆମେରିକାରେ ଜଣେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳଛି । ତାଜା ସୂଚନା ଅନୁଯାୟୀ, ଟେକ୍ସାସ ସହରରେ ୪ ଭାରତୀୟ-ଆମେରିକୀୟ ମହିଳାଙ୍କ...

ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ...

ଇନଷ୍ଟାଗ୍ରାମ ଡାଉନ୍‌

ନ୍ୟୁୟର୍କ,୯।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ସକାଳେ ଡାଉନ୍‌ ହୋଇଯାଇଛି। ପ୍ରାୟ ୪୬,୦୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍‌ ବୋଲି ଆଉଟେଜ୍‌ ଟ୍ରାକିଂ ୱେବସାଇଟ ଡାଉନ...

ରୁଷିଆ-ଜର୍ମାନୀ ପାଇପ ଲାଇନରେ ଲିକ୍‌, କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ଇୟୁ…

ମସ୍କୋ/ବର୍ଲିନ, ୨୮।୯ : ରୁଷିଆରୁ ଜର୍ମାନୀ ପର୍ଯ୍ୟନ୍ତ ଥିବା ଗ୍ୟାସ ପାଇପଲାଇନରେ ଲିକ ହେବାର ଖବର ମିଳିଛି। ଏନେଇ ୟୁରୋପୀୟ ସଂଘ(ଇୟୁ) କଡ଼ା ଚେତାବନୀ ଦେଇଛି।...

କଦଳୀର ଦାମ୍‌ ୮୫ଲକ୍ଷ ଟଙ୍କା

ଟଙ୍କାଏ କି ଦୁଇ ଟଙ୍କା ନୁହେଁ ବରଂ ୮୫ଲକ୍ଷ ଟଙ୍କାର କଦଳୀ ଖାଇ ଏବେ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏହାକୁ ଖାଇବା ପରେ...

Advertisement
Archives

Model This Week