ଚୁପ୍‌ ବସିଥିବା ଶିଶୁଙ୍କୁ ଦେଖି ଚମକି ପଡିଲେ ମା’

କୁଆଲାଲମପୁର,୫।୧୦: ମାଲେସିଆ ମିଡିଆର ସୂଚନା ଅନୁଯାୟୀ, ଦୁଇଟି ଶିଶୁକନ୍ୟା କିଛି ସମୟ ଧରି ଚୁପ୍‌ ହୋଇ ବସିଥିବା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପିଲାଙ୍କ ମା’ ସେଠାକୁ ଯାଇ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଶିଶୁକନ୍ୟା ଦୁଇଟି ଚୁପ୍‌ଚାପ୍‌ ବସି ଅସରପା ଖାଉଥିଲେ। ଯାହାକୁ ଦେଖିବା ପରେ ତାଙ୍କ ମା’ ଆଶ୍ଚର୍ଯ୍ୟ ହେବା ସହ ଜୋରରେ ପାଟି କରିଥିଲେ। ତେବେ ସେହି ସମୟର ଦୃଶ୍ୟକୁ ଶିଶୁଙ୍କ ମା’ ନିଜ କ୍ୟାମେରାରେ ଉଠାଇବା ସହ ଏହାକୁ ଫେସବୁକରେ ଅପଲୋଡ କରିଦେଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଖୁବ୍‌ କମେଣ୍ଟ ମଧ୍ୟ ମିଳୁଛି। ସବୁଠାରୁ ବଡ କଥା ହେଲା ଉକ୍ତ ମହିଳାଙ୍କ ଘରେ ଆଦୌ ଅସରପା ନ ଥିବା ସେ ପ୍ରକାଶ କରିଛନ୍ତି। କାରଣ ସେ ଦୁଇଦିନ ପୂର୍ବରୁ ଘର ସଫା କରିଥିବା ବେଳେ ଘରୁ ଗୋଟିଏ ହେଲେ ଅସରପା ମିଳି ନ ଥିବା ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା...

ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା।...

ଏଣିକି କରୋନାର ସ୍ଥାୟୀ ଚିକିତ୍ସା, ବୈଜ୍ଞାନିକମାନେ ଦେଲେ ପ୍ରତିଶ୍ରୁତି

ଓ୍ବାଶିଂଟନ,୧୩ା୧୧: କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ୨ ବର୍ଷ ଧରି ତା’ର କାୟା ବିସ୍ତାର କରିଚାଲିଛି। ଟିକାକରଣ ଯୋଗୁ ଏହା କିଛିମାତ୍ରାରେ କମିଛି। ମାତ୍ର...

୨ ବର୍ଷରେ ୬୫୦ ପିଲାଙ୍କ ପୋଷାକ କାଢ଼ି ତଲାସୀ ନେଇଛି ଲଣ୍ଡନ ପୋଲିସ…

ଲଣ୍ଡନ, ୮।୮ : ଦେଶରେ ନିଶା କାରବାର ରୋକିବା ଲାଗି ଲଣ୍ଡନ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ୨ ବର୍ଷରେ ୬୦୦ରୁ ଅଧିକ...

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଇନ୍ଧନ ପଠାଇଲା ଭାରତ…

କଲୋମ୍ବୋ/ନୂଆଦିଲ୍ଲୀ, ୧୫।୨ : ଶକ୍ତି ସଙ୍କଟ ସହିତ ସମସ୍ୟାରେ ପଡ଼ିଥିବା ଶ୍ରୀଲଙ୍କାର ସହାୟତା ପାଇଁ ଭାରତ ମଙ୍ଗଳବାର ୪୦ ହଜାର ଟନ୍‌ ଇନ୍ଧନ ପଠାଇଛି। ଶ୍ରୀଲଙ୍କାରେ...

ପରାଜୟ ସ୍ୱୀକାର କରନ୍ତୁ ଟ୍ରମ୍ପ: ମେଲାନିଆ

ୱାଶିଂଟନ,୯ ।୧୧: ଆମେରିକାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ବିଜୟ ଲାଗ କରିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ହାରି ଯାଇଛନ୍ତି । ହେଲେ...

ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ...

ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ...

Advertisement
Archives

Model This Week