ଚିନ୍ତା ବଢ଼ାଉଛି ପଡୋଶୀ ଗଞ୍ଜାମ ଜିଲା:  କନ୍ଧମାଳର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି

ଫୁଲବାଣୀ ଅଫିସ, ୧୦ା୫- କରୋନା ସଂକ୍ରମଣରେ ଗଞ୍ଜାମ ଜିଲା ରେକର୍ଡ ଭାଙ୍ଗିଛି। ସୁରଟରେ ଥିବା ପ୍ରବାସୀ ଓଡିଆ ଫେରିବା ପରେ ସେମାନଙ୍କ ମଧ୍ୟରୁ ୮୯ଜଣ ସଂକ୍ରମିତ ଥିବା ଜଣାପଡିଥିଲା। ପଡୋଶୀ କନ୍ଧମାଳକୁ ଯେପରି ଗଞ୍ଜାମରୁ କେହି ନ ଆସି ପାରିବେ ସେଥିପାଇଁ ଜିଲାର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି। ଜିଲାର ୯ଟି ସୀମାକୁ ସିଲ୍‌ କରାଯାଇ ଜୋରଦାର ଚେକିଂ ଚାଲିଛି। କନ୍ଧମାଳ ଗ୍ରୀନ୍‌ ଜୋନରେ ଥିବାରୁ ଜିଲା ଭିତରେ କଟକଣାକୁ କିଛିଟା କୋହଳ କରାଯାଇଛି। ମାତ୍ର ଗଞ୍ଜାମ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ କନ୍ଧମାଳ ଲୋକଙ୍କର ଅଧିକ ପରିଚିତ ଅବା ଆତ୍ମୀସ୍ବଜନ ଗଞ୍ଜାମରେ ରହିଛନ୍ତି ।
ଏଥିସହ ଗଞ୍ଜାମର ବହୁ ଲୋକ ମଧ୍ୟ କନ୍ଧମାଳ ଜିଲାରେ ଅଛନ୍ତି। ଯିବା ଆସିବା ପ୍ରାୟତଃ ଲାଗି ରହିଛି। ବର୍ତମାନ ଜିଲାପାଇଁ ବିପଦ ସାଜିଛନ୍ତି ଜିଲା ବାହାରୁ ଆସୁଥିବା ଲୋକ। କାରଣ ଏମାନଙ୍କର ଟା୍ରଭେଲ ହିଷ୍ଟ୍ରି ମିଳିବା କଷ୍ଟକର ହେଉଛି।
ଜିଲାପାଳ ଡ଼. ବୃନ୍ଦା ଡ଼ି ଏକ ସ୍ବତନ୍ତ୍ର ପଦକ୍ଷପ ସ୍ବରୁପ କଳିଙ୍ଗା, ଚକାପାଦ, ରାଇକିଆ ଆଦି ପ୍ରବେଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହିତ ସ୍ବତନ୍ତ୍ର ଭାବେ ୪ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦେଇଛନ୍ତି। ଜିଲାରେ ଥିବା ସୁଡ୍ରୁକୁମ୍ପା ପୋଷ୍ଟ ପାଇଁ ଡ଼େପୁଟି କଲେକ୍ଟର ରତ୍ନାକର କାଣ୍ଡି, ଖଜୁରିପଡ଼ା ପାଇଁ ଅତିରିକ୍ତ ତହସିଲଦାର ମନୋଜ କୁମାର ପାଢୀ, କଳିଙ୍ଗା ପୋଷ୍ଟ ପାଇଁ ଅତରିକ୍ତ ତହସିଲଦାର ଜି.ଉଦଗିରି ରାକେଶ କୁମାର ପାତ୍ର, ଚକାପାଦ ଚାଞ୍ଚେଡ଼ାପଲ୍ଲି ପାଇଁ ଅତିରିକ୍ତ ତହସିଲଦାର ରାଇକିଆ ଆଦିଙ୍କ ସମେତ ଅନ୍ୟ ପୋଷ୍ଟ ଗୁଡିକରେ ଅନ୍ୟାନ୍ୟ ଅଧିକାରୀ ଯାଞ୍ଚ ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri