ଚାହୁଁଛନ୍ତି କି ଉଜ୍ଜ୍ୱଳ ତ୍ୱଚା: ତରଭୁଜ, କଦଳୀ ଲଗାଇ ବଢ଼ାନ୍ତୁ ମୁଁହର ସୌନ୍ଦର୍ଯ୍ୟ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏଥିରେ ଥିବା ପୋଷକତତ୍ୱ ଶରୀରକୁ ସୁସ୍ଥ ରଖିବା ସହିତ ଶକ୍ତି ଯୋଗାଇଥାଏ। ଏହା ଶରୀରରେ ଜଳୀୟଅଂଶର ମାତ୍ରା ବଢ଼ାଇବା ସହିତ ତ୍ୱଚାକୁ ମଧ୍ୟ ଉଜ୍ଜ୍ୱଳ ରଖିଥାଏ। ଏଥିସହ ଖରା ଯୋଗୁ ଉପୁଜୁଥିବା ଚର୍ମ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ତେବେ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନିମ୍ନଲିଖିତ ଉପାୟ ଅବଲମ୍ବନ କରିପାରିବେ।

ତରଭୁଜ-କଦଳୀ ଫେସ୍‌ପ୍ୟାକ୍‌
ଏହି ପ୍ୟାକକୁ ପ୍ରସ୍ତୁତ କରିବା ପାଇଁ କଦଳୀକୁ ଚକଟି ସେଥିରେ ତରଭୁଜ ରସ ମିଶାନ୍ତୁ । ଏହାକୁ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ କିମ୍ବା ୩ ଥର ଲଗାଇବା ଫଳରେ ମୁହଁରୁ ଦାଗ ଲିଭିବା ସହିତ ଗୋରା ଦେଖାଯାଇଥାଏ।

ତରଭୁଜ – କ୍ଷୀର ଫସ୍‌ପ୍ୟାକ୍‌
କ୍ଷୀର ସବୁ ସମୟରେ ତ୍ୱଚା ପାଇଁ ଲାଭ ଦାୟକ ହୋଇଥାଏ। ତରଭୁଜରେ କ୍ଷୀର ମିଶାଇ ଏହାର ମିଶ୍ରଣକୁ ବ୍ୟବହରେ କରନ୍ତୁ। ମୁହଁ ଉଜ୍ଜ୍ୱଳ ଦେଖାଯିବ। ଗରମ ଜନିତ ତ୍ୱଚା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଖାଲି ତରଭୁଜ ରସକୁ ମଧ୍ୟ ମୁହଁରେ ମାରି ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

ମୁହଁକୁ ସ୍କ୍ରବ କରିବା ପାଇଁ ମଧ୍ୟ ତରଭୁଜ ରସରେ ବେସନ ମିଶାଇ ସ୍କ୍ରବ କରନ୍ତୁ। ମୁହଁ ଚିକ୍କଣ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟପାଇଁ ଭୋଗିବାକୁ ପଡୁଛି କି ଦୁଃଖ: ଏପରି ପରିସ୍ଥତି ଉପୁଜିଲେ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶହ ଶହ ବର୍ଷ ପୂର୍ବରୁ ଯେପରି ଥିଲା ଆଜି ବି ତାହା ସେମିତି ରହିଛି। ଜୀବନକୁ ସଫଳ ଏବଂ ସୁଖମୟ କରିବା...

ଏହି ୪ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ରହିବ ଡିସେମ୍ବର: ଆର୍ଥିକ କ୍ଷେତ୍ରରେ ହେବେ ମାଲାମାଲ..

ବର୍ଷ ୨୦୨୦ର ଶେଷ ମାସ ଅର୍ଥାତ ଡିସେମ୍ବର ଆରମ୍ଭ ହୋଇଛି। ଅନେକ ରାଶି ପାଇଁ ଏହି ମାସଟି ଖାସ ରହିବ। ବିଶେଷକରି କର୍କଟ, ସିଂହ, ମକର...

ବେଦାଗ ଗୋରା ତ୍ୱଚା ପାଇଁ

ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍‌ ହେବା...

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ...

ହ୍ବାଇଟ୍‌ ବିଚ୍‌ ହେଭେନ୍‌

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଉପକୂଳରେ ଥିବା ହ୍ବିଟ୍‌ସଣ୍ଡେ ଦ୍ୱୀପରେ ରହିଛି ହ୍ବାଇଟ୍‌ ବିଚ୍‌ ହେଭେନ୍‌ । ୭ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବେଳାଭୂମିରେ ପ୍ରାୟ ୯୮...

ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନର ଅଭାବ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଚାଣକ୍ୟ। ସେ ଜଣେ କୁଶଳ ରାଜନୀତିଜ୍ଞ, ସଫଳ ଅର୍ଥଶାସ୍ତ୍ରୀ ଥିଲେ। ତାଙ୍କର ସବୁ ବିଷୟରେ ଜ୍ଞାନ ଥିବା କୁହାଯାଏ।...

ବାସ୍ତୁ ଅନୁସାରେ ବଗିଚା

ଘରର ପରିବେଶକୁ ନିର୍ମଳ ଆଉ ସୁସ୍ଥ ରଖିବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବଗିଚା। ଆଉ ଯଦି ଏହି ବଗିଚାର ସବୁ ଜିନିଷକୁ ବାସ୍ତୁ...

ନୂଆ ଟ୍ରେଣ୍ଡ୍‌ରେ ଟେରାକୋଟା ଜୁଏଲେରି

ନାରୀ ମାନଙ୍କ ମଧ୍ୟରେ ଜୁଏଲେରିର ଚାହିଦା ସବୁବେଳେ ସବୁ ସମୟରେ ରହିଆସିଛି। ତେଣିକି ସେ ସୁନା, ରୁପା, ହୀରା, ମୋତି, ମାଣିକ୍ୟରେ ତିଆରି ଜୁଏଲେରି ହେଉ...

Advertisement
Archives

Model This Week