Advertisement
Posted inଜାତୀୟ

ଚାଷୀଙ୍କୁ ବାକିରେ ମିଳିବ ପେଟ୍ରୋଲ, ଡିଜେଲ୍‌: ଫସଲ ଅମଳ ପରେ ହେବ ଟଙ୍କା ପୈଠ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ବାକିରେ ଆବଶ୍ୟକ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯିବ। ଫସଲ ଅମଳ ହେବା ପରେ ଚାଷୀ ଏଥିପାଇଁ ଆବଶ୍ୟକ ଟଙ୍କା ପୈଠ କରିବେ। ଏଥିପାଇଁ ରାଜ୍ୟ ସରକାର ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସହିତ ବୁଝାମଣା କରିଛନ୍ତି। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସରକାରୀ ଜମିରେ ରିଟେଲ ଆଉଟ୍‌ଲେଟ୍‌ ଖୋଲି ଚାଷୀଙ୍କୁ ଚାଷ ଲାଗି ଆବଶ୍ୟକ ଇନ୍ଧନ ଯୋଗାଇବ ବୋଲି ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ବା ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ଟି ରିଟେଲ ଆଉଟ୍‌ଲେଟ୍‌ ଖୋଲା ଯିବାର ଯୋଜନା ରହିଛି। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ଏଭଳି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରା ରାମକ୍ରିଷ୍ଣାଙ୍କୁ ଜାମିନ

ନୂଆଦିଲ୍ଲୀ, ୨୮ା୯: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ରିଲୋକେଶନ ମାମଲାରେ ଏହାର ପୂର୍ବତନ ସିଇଓ ଚିତ୍ର ରାମକ୍ରିଷ୍ଣା ଏବଂ ଏନ୍‌ଏସ୍‌ଇର ପୂର୍ବତନ ଅଧିକାରୀ ଆନନ୍ଦ ସୁବ୍ରମଣ୍ୟମଙ୍କୁ...

ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ

ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ...

ଭିସ୍ତାରା ଯାତ୍ରୀବାହୀ ବିମାନରେ ତ୍ରୁଟି: ସିଙ୍ଗିଲ୍‌ ଇଞ୍ଜିନ୍‌ରେ କଲା ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୬।୭: ଆଜିକାଲି ଦେଶରେ ବିମାନର ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ବ୍ୟାଙ୍କକରୁ ଦିଲ୍ଲୀ ଫେରୁଥିବା ଭିସ୍ତାରା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ (UK-122...

ବିଶ୍ୱବିଦ୍ୟାଳୟ ନାମଲେଖାରେ ହେବ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ !

ନୂଆଦିଲ୍ଲୀ,୨୬।୧୨: ଏଣିକି ବିଶ୍ୱବିଦ୍ୟାଳୟ ନାମଲେଖା ସମୟରେ ଶିକ୍ଷାର୍ଥୀଙ୍କ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ କରାଯିବ। ଫଳରେ କଟ୍‌ଅଫ୍‌ ମାର୍କ ନେଇ ଶିକ୍ଷାର୍ଥୀଙ୍କ ଉପରେ ବୃଦ୍ଧି ପାଉଥିବା ଚାପରୁ ମୁକ୍ତି...

ଫଡ଼ନବିଶଙ୍କୁ ସାମ୍‌ନାରେ ସମାଲୋଚନା: ମହାରାଷ୍ଟ୍ରରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ଜିରୋ ଭିଜିବିଲିଟିରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ସଦୃଶ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଛି। ରାଜ୍ୟ ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ପଦ୍ମଶ୍ରୀ ଫେରାଇଲେ ପଞ୍ଜାବୀ କବି ସୁର୍‌ଜିତ

ନୂଆଦିଲ୍ଲୀ, ୮।୧୨: କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଖ୍ୟାତନାମା ପଞ୍ଜାବୀ କବି ଡ. ସୁର୍‌ଜିତ ପାଟର ପଦ୍ମଶ୍ରୀ ପୁରସ୍କାର ଫେରାଇଦେବାକୁ ସୋମବାର ଘୋଷଣା କରିଛନ୍ତି। ସେ...

ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…

ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ...

ବିଧାୟକଙ୍କ ପେନ୍‌ସନ୍‌କୁ ନେଇ ମାନ୍‌ଙ୍କ ବଡ଼ ନିଷ୍ପତ୍ତି

ଚଣ୍ଡିଗଡ଼,୨୫।୩: ଶାସନ ଭାର ସମ୍ଭାଳିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଇତିମଧ୍ୟରେ ଶୁକ୍ରବାର ବିଧାୟକଙ୍କୁ ନେଇ...

Advertisement
Archives

Model This Week