ଚାଇନା ରାଷ୍ଟ୍ରପତିଙ୍କ ଭଳି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଇମ୍ରାନ

ବେଜିଂ,୯।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ସେ ଚାଇନା ରାଷ୍ଟ୍ରପତିଙ୍କ କାମକୁ ଅନୁସରଣ କରିବାକୁ ଚାହୁଁଛନ୍ତି। କାରଣ ଚାଇନା ଯେମିତି ଭ୍ରଷ୍ଟାଚାର ମାମଲାରେ ପ୍ରାୟ ୫ ଶହ ବ୍ୟକ୍ତିଙ୍କୁ ଜେଲ ପଠାଇଛି ସେହିଭଳି ଭ୍ରଷ୍ଟାଚାରୀଙ୍କୁ ସେ ଜେଲଦଣ୍ଡ ଦେବାକୁ ଚାହୁଛନ୍ତି। ବେଜିଂଠାରେ ଅନ୍ତରାଷ୍ଟ୍ରୀୟ ବ୍ୟାପାରକୁ ପ୍ରୋତ୍ସାହନ ଦେବାଲାଗି ଚାଇନା ପରିଷଦକୁ ସମ୍ବୋଧନ ଦେବା ଅବସରରେ ଏମିତି କହିଛନ୍ତି ଇମ୍ରାନ। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ମୂଳ ଲକ୍ଷ୍ୟ ହେଲା ଭଷ୍ଟ୍ରାଚାର ବିରୋଧରେ କାର୍ଯ୍ୟ କରିବା। ଇମ୍ରାନ ମଧ୍ୟ ଏମିତି କରିବାକୁ ଇଚ୍ଛା ପ୍ରବାଶ କରିଛନ୍ତି। କାରଣ ଗତ ୫ବର୍ଷ ମଧ୍ୟରେ ଚାଇନା ରାଷ୍ଟ୍ରପତି ୪ଶହ ମନ୍ତ୍ରୀସ୍ତରର ବ୍ୟକ୍ତିଙ୍କୁ ମଧ୍ୟ ଜେଲ ପଠାଇଛନ୍ତି। ଇମ୍ରାନ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନରେ ନିବେଶ କରିବା ସବୁଠାରୁ ବଡ ଜଟିଳ କାମ। କାରଣ ପାକିସ୍ତାନରେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଭ୍ରଷ୍ଟାଚାର।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଶକ୍ତିଶାଳୀ ହେବେ ଜିନ୍‌ପିଙ୍ଗ୍‌

ବେଜିଂ, ୧୬।୧୦: ଚାଇନାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶି ଜିନ୍‌ପିଙ୍ଗ୍‌ଙ୍କୁ ମନୋନୀତ ହେବା ନିମନ୍ତେ ସମର୍ଥନ ଦେବା ପାଇଁ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି।...

ରୋଷେଇ ଭଲ ନ ହେଲେ ମହିଳାଙ୍କୁ ଜାଳି ଦିଆଯାଉଛି

କାବୁଲ,୨୧।୮ : ତାଲିବାନ ଫାଇଟରଙ୍କ ପାଇଁ ସ୍ବାଦିଷ୍ଟ ରୋଷେଇ ନ କରିପାରିବାରୁ ମହିଳାଙ୍କୁ ଜାଳି ଦିଆଯାଉଛି। ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଏଭଳି ଘଟଣା ଘଟୁଥିବା କହିଛନ୍ତି ପୂର୍ବତନ...

ରୁଷିଆକୁ କାଉଣ୍ଟର କଲା ୟୁକେନ୍‌

କ୍ୱିଭ୍‌,୧୮।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଲଗାତର ୨୩ ଦିନ ହେବ ଜାରି ରହିଛି। ଉଭୟ ଦେଶ ପରସ୍ପରକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର...

ଥାଇଲାଣ୍ଡରେ ଗଞ୍ଜେଇ ବୈଧ

ବ୍ୟାଙ୍କକ୍‌, ୧୦ା୬:ଥାଇଲାଣ୍ଡ ଗଞ୍ଜେଇ ବ୍ୟବହାରକୁ ଗୁରୁବାର ବୈଧ ଘୋଷଣା କରିଛି। ଏପରି କରିବାରେ ଥାଇଲାଣ୍ଡ ଏସିଆ ମହାଦେଶର ପ୍ରଥମ ଦେଶ ହୋଇଛି। ଗଞ୍ଜେଇ ଚାଷ ଏବଂ...

ଭୁଲ୍‌ ଦିଗରେ ଯାଉଛି ବିଶ୍ୱ

ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍‌ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ...

ଲକ୍ଷଣ ନ ଥିବା ବ୍ୟକ୍ତିଙ୍କର ବି ହେବ କରୋନା ଟେଷ୍ଟ: ଟ୍ରମ୍ପ ସରକାର

ୱାଶିଂଟନ,୧୯ ।୯: ବିଶ୍ୱରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆମେରିକା ଏହି କ୍ଷେତ୍ରରେ ଏବେବି ସବୁଠାରୁ ଆଗରେ ରହିଛି । ଏହାକୁ...

କଲମ୍ବିଆରେ ହେଲିକପ୍ଟର କ୍ରାସ, ରାଷ୍ଟ୍ରପତି କହିଲେ କେହି ନାହାନ୍ତି ଜୀବିତ

ବୋଗୋଟା,୨୦ ।୩: ସାଉଥ ଆମେରିକା ଦେଶ କଲମ୍ବିଆରେ ରବିବାର ଏକ ସେନା ହେଲିକପ୍ଟର କ୍ରାସ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରେ ଥିବା ୪...

କରୋନା ଭାଇରସକୁ ନେଇ ଟ୍ରମ୍ପଙ୍କ କାମକୁ ପ୍ରଶଂସା କରିଛନ୍ତି ମୋଦି!

ୱାଶିଂଟନ,୧୪ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ସେ କରୋନା ଭାଇରସକୁ ନେଇ ଯେଉଁସବୁ କାମ କରିଛନ୍ତି ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week