ଚାଇନାର ଭିକାରି କ୍ୟୁଆର୍‌ କୋଡ୍‌ ସହାୟତାରେ ମାଗୁଛନ୍ତି ଭିକ

ବେଜିଂ,୧୩।୭: ଭାରତରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜୋର୍‌ସୋର୍‌ରେ ଜାରି ରହିଛି। ତେବେ ଚାଇନାର ଭିକାରି ମଧ୍ୟ ଏ କ୍ଷେତ୍ରରେ ବେଶ୍‌ ଆଗୁଆ ରହିଛନ୍ତି। ସେମାନେ ଭିକ ମାଗିବା ପାଇଁ କ୍ୟୁଆର୍‌ କୋଡ୍‌ର ବ୍ୟବହାର କରୁଛନ୍ତି। ଚାଇନାରେ କ୍ୟାସ୍‌ଲେସ୍‌ ବା ବିନା ନଗଦ କାରବାର ପ୍ରତିଟି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି। ଲୋକଙ୍କ ପାଖରେ ନଗଦ ନ ଥିବାରୁ ଏଠାକାର ଭିକାରି କ୍ୟୁଆର୍‌ କୋଡ୍‌ ଦ୍ୱାରା ଏପରି କରୁଛନ୍ତି। ଏଠାକାର ଭିକାରି ଏବେ ଅଧିକ ସଂଖ୍ୟାରେ ମୋବାଇଲ୍‌ ପେମେଣ୍ଟ୍‌କୁ ଗ୍ରହଣ କରିଛନ୍ତି। ମାତ୍ର ଏହାଦ୍ୱାରା ଭିକ ଦେଉଥିବା ଲୋକଙ୍କ ତଥ୍ୟକୁ ଭିକାରିମାନେ ଅନ୍ୟ ସଂସ୍ଥାକୁ ବିକ୍ରି କରୁଥିବା କୁହାଯାଉଛି। ତଥ୍ୟ ପିଛା ଭିକାରି ୭ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ସୂଚନାଯୋଗ୍ୟ, ୧୯୯୪ରେ ଜାପାନରେ ପ୍ରଥମେ କ୍ୟୁାର୍‌ କୋଡ୍‌ ସିଷ୍ଟମ୍‌ର ବ୍ୟବହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମଦ୍ୟପାନ କରି ଚାଲିଗଲା ୭ ଜୀବନ, ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

କାମ୍ବୋଡିଆ,୨।୧୨- କାମ୍ବୋଡିଆର କାମ୍ପୋଙ୍ଗ ଚେନାଙ୍ଗ ପ୍ରଦେଶରେ ଥିବା ଏକ ଗ୍ରାମରେ ବିଷାକ୍ତ ମଦ ପିଇ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୩୦ରୁ ଊର୍ଦ୍ଧ୍ୱ...

ଟୁଇଟରକୁ ଟକ୍କର ଦେବ ବ୍ଲୁସ୍କାଏ

ଓ୍ବାଶିଂଟନ୍‌, ୩୧।୧୦: ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ଟୁଇଟର କିଣିବା ପରେ ଏକାଧିକ ଟପ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ଚାକିରିରୁ ବାହାର କରିଦେଇସାରିଲେଣି। ଟିଇଟରକୁ ଏକ ନୂଆ...

ମାସ୍କ ନ ପିନ୍ଧିବାରୁ ଭାରତୀୟ ମହିଳାଙ୍କୁ ମାଡ଼

ସିଙ୍ଗାପୋର,୧୦।୫: ଭାରତୀୟଙ୍କ ପ୍ରତି ଘୃଣା ଅପରାଧର ଏକ ଘଟଣା ସାମ୍ନାକୁ ଆସିଛି ସିଙ୍ଗାପୋରରୁ। ମାସ୍କ ନ ପିନ୍ଧିବାରୁ ଜଣେ ୫୫ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ...

ସାମ୍ନାକୁ ଆସିଲା ଏକ ସର୍ଭେ ରିପୋର୍ଟ: ବୋରିସ ସବୁଠୁ ଖରାପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ସେ ଦେଶର ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ଏକ...

ଶିଶୁକନ୍ୟାକୁ ବଳାତ୍କାର: ନାବାଳକଙ୍କୁ ମିଳିଲା ଏମିତି ଦଣ୍ଡ, ଯାହା ସମସ୍ତଙ୍କୁ କଲା ଚକିତ

ଜାକର୍ତ୍ତା,୨୭ା୧୧: ଇଣ୍ଡୋନେସିଆର ୧୯ ବର୍ଷୀୟ ନାବାଳକ ଜଣେ ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଏମିତି ଦଣ୍ଡ ପାଇଲେ ଯେଉଁଥିରେ ସେ ଚେତାଶୂନ୍ୟ ହୋଇଗଲେ। ପରେ ତାଙ୍କର...

ମୂଳ ଭାରତୀୟ ଆରଓ ଖାନ୍ନା ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା…

ଓ୍ବାଶିଂଟନ,୧୪।୧ : ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ ଆରଓ ଖାନ୍ନା କହିଛନ୍ତି ଯେ ସେ କାଲିଫର୍ନଆରୁ ସିନେଟ ପାଇଁ ପ୍ରାର୍ଥୀ ହୋଇପାରନ୍ତି। ତାଙ୍କ ଘୋଷଣା ପରେ ଡେମୋକ୍ରାଟିକ...

ମଙ୍ଗଳବାର ସୂର୍ଯ୍ୟ ପରାଗ: ଭାରତକୁ ହେବନି ଦୃଶ୍ୟମାନ

ଓ୍ବାଶିଂଟନ,୧।୭: ମଙ୍ଗଳବାର ଦକ୍ଷିଣ ପାସିଫିକ୍‌ ଏବଂ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ସୂର୍ଯ୍ୟ ପରାଗ ହେବ। ତେବେ ଏହା ଭାରତକୁ ଦୃଶ୍ୟମାନ ହେବନି। ଭାରତୀୟ ସମୟ...

ପଞ୍ଜାବରେ ପୈତୃକ ଗାଁ

ଇସଲାମାବାଦ,୧୨ା୪: ଭାରତର ପଞ୍ଜାବ ପ୍ରଦେଶ ସହ ଶେହବାଜ୍‌ ଶରିଫ୍‌ଙ୍କ ସଂଯୋଗ ରହିଛି। ଅମୃତସର ନିକଟ ଜତି ଉମ୍‌ରା ଗ୍ରାମ ଶେହବାଜ୍‌ ଓ ଭାଇ ନଓ୍ବାଜ ଶରିଫ୍‌ଙ୍କ...

Advertisement
Archives

Model This Week