ଚାଇନାର ଚିନ୍ତା ବଢ଼ିଲା: ଏଫ୍‌-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା

ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍‌-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି ଦେଇଛି। ଏଥିପାଇଁ ୮ ବିଲିୟନ୍‌ ଡଲାର ଚୁକ୍ତି ହୋଇଥିବା କୁହାଯାଉଛି। ଏହି ଦ୍ୱିପାକ୍ଷିକ ଚୁକ୍ତିକୁ ଆମେରିକା ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସବୁଜ ସଙ୍କେତ ମିଳିଥିବା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ସ ମାଇକ୍‌ ପମ୍ପିଓ ସୂଚନା ଦେଇଛନ୍ତି। ଏହାଦ୍ୱାରା ତାଇଓ୍ବାନର ସାମରିକ ଶକ୍ତି ବୃଦ୍ଧି ପାଇବ। ତେବେ ଏହା ଯୋଗୁ ଚାଇନା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ଼ କଲେ ପାକିସ୍ତାନୀ ବିକ୍ଷୋଭକାରୀ

ଲଣ୍ଡନ,୪।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରକୁ କେତେକ...

ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ଆକ୍ରମଣ କଲା ବିଲେଇ, ପରେ ଘଟିଲା ଏମିତି…

ଖାର୍ତୁମ,୪।୩: ସୁଡାନର ଏକ ଯାତ୍ରୀବାହୀ ବିମାନକୁ ଅଜବ କାରଣ ପାଇଁ ଜରୁରୀ ଅବତରଣ କରାଯାଇଛି। ଏହି ବିମାନର କକ୍‌ପିଟ୍‌ରେ ଏକ ବିଲେଇ ପଶି ଆସି ପାଇଲଟଙ୍କୁ...

ନିଜ ସୈନ୍ୟଙ୍କ ଉପରେ ଜାଣିଶୁଣି ଆକ୍ରମଣ ଷଡ଼ଯନ୍ତ୍ର ରଚୁଛି ରୁଷିଆ…

ଓ୍ବାଶିଂଟନ,୧୫।୧: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ କରିଛି। ଏହା ଅନ୍ତର୍ଗତ ରାଷ୍ଟ୍ରପତି ବ୍ଲାଡମୀର ପୁଟିନ୍‌ ସରକାର ବାହାନା ଖୋଜୁଛନ୍ତି...

ଇମ୍ରାନ ଖାନ୍‌ ପାକିସ୍ତାନ ପାଇଁ ବିପଦ, ବିଦେଶ ଯିବା ଉପରେ ଲାଗୁ ରୋକ

ଇସାଲାମାବାଦ,୨୭।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସବୁଆଡୁ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଛି। ଏଥିପାଇଁ...

ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀଙ୍କ ଆକ୍ରମଣ, ୮ ଯବାନ ସମେତ ୧୪ ମୃତ…

ଔଗାଡୋଗୁ,୨୩।୧୧ : ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀ ଦୁଇଟି ପୃଥକ ପୃଥକ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।...

ନୋବିତା-ଶିଜୁକା ବିବାହ: ସୋସିଆଲ୍‌ ମିଡ଼ିଆରେ ଟପ୍‌ ଟ୍ରେଣ୍ଡ୍‌

ଟୋକିଓ, ୨୦।୧: ଛୋଟ ପିଲାଙ୍କ ପ୍ରିୟ ଧାରାବାହିକ ଡୋରେମନ୍‌ରେ ନଟ୍‌ଖଟ୍‌ ବାଳକ ନୋବିତା ଏବେ ବାଲ୍ୟବାନ୍ଧବୀ ଶିଜୁକାଙ୍କୁ ବିବାହ କରିବେ। ଏହାକୁ ନେଇ ଡୋରେମନ୍‌ ଦେଖୁଥିବା...

କରୋନାଭାଇରସ୍‌ରେ ସଂକ୍ରମିତ ମା’ ଜନ୍ମଦେଲେ ସୁସ୍ଥ ସନ୍ତାନ

ବେଜିଂ,୧୧।୨: ଚାଇନାରେ କରୋନାଭାଇରସ୍‌ ଏବେ ମହାମାରୀର ରୂପ ନେଲାଣି। ଚାଇନା ସହ ଅନ୍ୟ ଦେଶଗୁଡିକରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ...

ରୁଷିଆ ସୀମାରେ ୟୁକ୍ରେନ୍‌ ସୈନ୍ୟ

କିଭ୍‌/ମସ୍କୋ, ୧୬ା୫: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍‌ରେ ବେଶୀ କିଛି ହାସଲ କରିବାର ଆଶା...

Advertisement
Archives

Model This Week