Posted inଫୁରସତ

ଚାଇନାର ଏହି ମହିଳାଙ୍କୁ ଶୁଭି ନ ଥାଏ ପୁରୁଷଙ୍କ କଥା

ଅନେକ ସମୟରେ ଆପଣ ଭିନ୍ନ ଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ। ଯେଭଳି କି କମ୍‌ ଶୁଭୁଥିବା ଓ ଗନ୍ଧ ବାସ୍ନା ବାରିପାରୁୁ ନ ଥିବା ବ୍ୟକ୍ତି। ତେବେ ଏପରି ଜଣେ ମହିଳାଙ୍କ ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯାହାଙ୍କୁ ପୁରୁଷଙ୍କ କଥା ଶୁଭି ନ ଥାଏ। ଚାଇନାର ଚେନ୍‌ ନାମ୍ନୀ ଏହି ମହିଳା ଏପରି ରୋଗରେ ପୀଡ଼ିତ ଅଛନ୍ତି କି ତାଙ୍କୁ ପୁରୁଷଙ୍କ କଥା ଶୁଭୁନାହିଁ। ମହିଳାଙ୍କ କହିବା ଅନୁଯାୟୀ ରାତିରେ ତାଙ୍କ କାନରେ ଘଣ୍ଟି ବାଜିଲା ଭଳି ଏକ ଶବ୍ଦ ହୋଇ ବାନ୍ତି ହେବା ପରେ ତାଙ୍କୁ ଶୁଣିବାରେ ସମସ୍ୟା ହେଲା। ଡାକ୍ତରଙ୍କ ପରାମର୍ଶ ନେବା ପରେ ସେ ଲୋ ଫ୍ରିକୁଏନ୍ସ ଶବ୍ଦ ଶୁଣିପାରିବେନି ବୋଲି ଜାଣିବାକୁ ପାଇଥିଲେ। ପୁରୁଷଙ୍କ ସ୍ବର ଲୋ ଫ୍ରିକୁଏନ୍ସିର ହୋଇଥିବାରୁ ତାଙ୍କୁ ଶୁଭାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri