Advertisement

ଚାଇନାରେ ୫.୨ ତୀବ୍ରତାର ଭୂକମ୍ପ

ବେଜିଂ,୧୩।୧୦: ଚାଇନାର ଗୁଆଂଗ୍ସି ଜୁଆଙ୍ଗ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୨। ଏହାର ସୂଚନା ଚାଇନା ଭୂକମ୍ପ ନେଟଓ୍ବର୍କ କେନ୍ଦ୍ର ଦେଇଛି। ଏପର୍ଯ୍ୟନ୍ତ ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଚାଇନା, ଇଣ୍ଡୋନେସିଆ ଓ ଜାପାନ ଭଳି ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇ ନ ଥିବାରୁ ବିଶେଷ ଧରଣର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱ ଲକ୍‌ଡାଉନ୍‌ରେ ଥିବା ବେଳେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି ଚାଇନା

ବେଜିଂ,୨୬।୩: ସାରା ବିଶ୍ୱରେ ପ୍ରାୟ ୨୦ ପ୍ରତିଶତ ଜନସଂଖ୍ୟା କେରାନା ଭାଇରସ୍‌ ଯୋଗୁ ଏବେ ଲକ୍‌ଡାଉନ୍‌ରେ ରହିଛନ୍ତି। ମହାମାରୀ କରୋନାକୁ ରୋକିବା ପାଇଁ ଲୋକମାନେ ଘର...

ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହର ଛିନ୍‌ଛତ୍ର...

ଭାରତରେ ଅପପୁଷ୍ଟି କମୁଛି

ଜାତିସଂଘ,୧୫ା୭: ଭାରତରେ ୧୦ ବର୍ଷ ମଧ୍ୟରେ ଅପପୁଷ୍ଟିରେ ପୀଡ଼ିତଙ୍କ ସଂଖ୍ୟା ୬ କୋଟି ହ୍ରାସ ପାଇଛି। ଅନ୍ୟପକ୍ଷରେ ବୟସ୍କଙ୍କଠାରେ ମେଦବହୁଳତା ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ...

ୟୁରୋପରେ ଅସହ୍ୟ ଗରମ, ୧୭୦୦ ଲୋକଙ୍କ ମୃତ୍ୟୁ, ତରଳିଗଲା ଟ୍ରେନ୍ ସିଗନଲ!

ବ୍ରୁସେଲସ୍‌,୨୧ ।୭: ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିଛି । ବେଳକୁ ବେଳ ଗରମ ବଢିବାରେ ଲାଗିଥିବାରୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ...

ଜୀବସତ୍ତା ପାଇଁ ମଙ୍ଗଳ ସମର୍ଥ ଥିଲା

ନ୍ୟୁୟର୍କ, ୨୪।୧୧(ପି.ଟି.): ମଙ୍ଗଳ ଗ୍ରହରେ ପାଖାପାଖି ୪୦୦ କୋଟି ବର୍ଷ ପୂର୍ବେ ବଡ଼ ଧରଣର ବନ୍ୟା ଆସିଥିଲା। ଏହି ବନ୍ୟା ଗାଲେ କ୍ରାଟର (ଶୁଷ୍କ ହ୍ରଦ)ରେ...

ଚାଇନାର ବ୍ରେନ୍‌ ଡ୍ରେନ୍‌ ଯୋଜନା, ତାଇଓ୍ବାନ ଇଞ୍ଜିନିୟରଙ୍କୁ ଅଧିକ ଦରମାରେ ଦେଉଛି ନିଯୁକ୍ତି…

ବେଜିଂ, ୫।୫ : ପଡୋଶୀ ଦେଶଙ୍କୁ ହଇରାଣ କରିବା ପାଇଁ ଚାଇନା ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାଏ। ତାଇଓ୍ବାନକୁ ସମସ୍ୟାରେ ପକାଇବା ଲାଗି ଚାଇନା...

ଜାପାନରେ ଭୂକମ୍ପ ଝଟ୍‌କା

ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି...

ଇସ୍ରାଏଲ୍‌ ବୋମାମାଡ଼ରେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ନିହତ

ଗାଜା,୧୩।୧୧: ଇସ୍ରାଏଲ୍‌ ବୋମାମାଡ଼ରେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ଅଲ୍‌-ଅଟ୍ଟା ନିହତ ହୋଇଛନ୍ତି। ଗାଜା ଅଞ୍ଚଳରେ ଇସ୍ରାଏଲ୍‌ ମିଳିତ ସୈନ୍ୟ ବାହିନୀ ପକ୍ଷରୁ ପ୍ରବଳ...

Advertisement
Archives

Model This Week