ଚାଇନାକୁ ଫେରୁଛି କରୋନା: ବେଜିଂର କିଛି ଅଞ୍ଚଳ ଲକ୍‌ଡାଉନ

ବେଜିଂ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ସାରିଛି। କିଛିଦିନ ତଳେ ଚାଇନାରେ କରୋନା ସଂକ୍ରମଣ କମ୍‌ ହୋଇଯାଇଥିବା ଦୃଷ୍ଟିରୁ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଥିଲା। ହେଲେ ଶନିବାର ପୁଣିଥରେ ବେଜିଂରେ ୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବ ପରେ ଏଠାକାର କିଛି ଅଞ୍ଚଳକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦକ୍ଷିଣ ବେଜିଂର ଫେଙ୍ଗତାଇ ଜିଲାରେ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ନିକଟରେ ଥିବା ମାଂସ ମାର୍କେଟରୁ ଏହା ବ୍ୟାପିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏବେ କରୋନା ସଂକ୍ରମଣରେ ସାରା ବିଶ୍ୱରେ ୪ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୭୭ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆମେରିକାର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବଦ୍ଧାଞ୍ଚଳ ହେଲା ନୋଡାଲ ଉଚ୍ଚ ବିଦ୍ୟାଳୟ

ପାଟଣା,୨୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ବୁଧବାର କେନ୍ଦୁଝର ଜିଲାପାଳ ଆଶୀଷ ଠାକ୍‌ରେ ଆବଦ୍ଧାଞ୍ଚଳ ଭାବେ...

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ...

ହିଲ୍‌ ଷ୍ଟେଶନରେ ବଢ଼ିଲା କରୋନା ଭୟ: କେମ୍ପଟି ଫଲ୍‌ରେ ଲାଗୁ ହେଲା କଡ଼ା ନିୟମ

ମସୁରୀ,୯।୭: କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣ ଆସିବା ମାତ୍ରେ ହିଁ କିଛି ଲୋକ ଛୁଟି କାଟିବାକୁ ହିଲ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ସେଠାରେ ଲଗାତର ଲୋକଙ୍କ ଭିଡ଼...

କରାଚିରେ ଜରୁରୀ ଅବତରଣ କଲା ଭାରତର ଚାର୍ଟର ବିମାନ

ଇସଲାମାବାଦ,୧୬ ।୮: ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତରୁ ୧୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ସୋମବାର ପାକିସ୍ତାନର କରାଚି ସହରରେ ଥିବା ଜିନ୍ନା...

ଗଣେଶ ମନ୍ଦିର ଉପରେ ଆକ୍ରମଣ, ୨୨ଙ୍କୁ ଦଣ୍ଡାଦେଶ, ୬୨ ଅଭିଯୁକ୍ତ ଖଲାସ …

ଇସଲାମାବାଦ, ୧୨।୫ : ଗତ ବର୍ଷ ପଞ୍ଜାବ ପ୍ରଦେଶର ଏକ ଗଣେଶ ମନ୍ଦିର ଉପରେ ହୋଇ୍‌ଥିବା ଆକ୍ରମଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ୨୨...

ଶାହଜହାଁପୁରରୁ ଶିକୋଗୋର ଯାତ୍ରା

ଶାହଜହାଁପୁର,୧୭।୫: ବିବାହ ଏଭଳି ଏକ ବନ୍ଧନ ଯାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ ବୋଲି କୁହାଯାଏ। କିଏ କେଉଁଠି, ଆଉ କାହା ସହ ବିବାହ କରିବ...

ଆଜି ରାଜ୍ୟରେ ୧୦୦ ତଳେ କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୪।୨(ବ୍ୟୁରୋ): ଗୁରୁବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ଦୈନିକ ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା କମୁଛି…

ନୂଆଦିଲ୍ଲୀ, ୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week