ଚାଇନାକୁ ପୁଣି ଫେରିଲା କରୋନା: ଜିନଫାଦି ବଜାର ହେଲା ବନ୍ଦ

ବେଜିଂ, ୧୪।୬: କରୋନା ସଂକ୍ରମଣ ପୁଣି ଥରେ ଚାଇନାକୁ ଫେରିଛି। ବେଜିଂରେ ୫୩ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏଠାକାର ବୃହତ ସମୁଦ୍ରଜାତ ଖାଦ୍ୟ ପଦାର୍ଥ ବଜାର ଜିନଫାଦିକୁ ସାମୟିକ ଭାବେ ବନ୍ଦ କରିବା ଲାଗି ରବିବାର ନିର୍ଦ୍ଦେଶ ଜାରି ହୋଇଛି। ସଂକ୍ରମିତମାନେ ଏହି ବଜାରରେ କାମ କରୁଥିବା କୁହାଯାଉଛି। କେତେକ ଅଞ୍ଚଳକୁ ଲକ୍‌ଡାଉନ୍‌ କରାଯାଇଥିବା ବେଜିଂ ମ୍ୟୁନିସପାଲଟି ପ୍ରବକ୍ତା ଜୁ ହେଜିଆନ୍‌ ସୂଚନା ଦେଇଛନ୍ତି। ଲୋକଙ୍କୁ ସଚେତନ କରାଯିବା ସହିତ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ସମସ୍ତ ପ୍ରୟାସ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପ୍ରଥମ କରୋନା ସଂକ୍ରମିତ ପୁଣିଥରେ କରୋନା କବଳରେ

ଥିରୁଭାନନ୍ତପୁରମ,୧୩ ।୭: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସମୟ କ୍ରମେ ଏହା କମ୍ ହେବାରେ ଲାଗିଛି । ହେଲେ କିଛି ରାଜ୍ୟରେ ଏବେବି...

୧୧ ଦିନରେ ଲକ୍ଷେ ୩୪ ହଜାର

ନୂଆଦିଲ୍ଲୀ, ୨୧।୬:ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଲଗାତାର ୧୧ ଦିନ ଧରି ଦେଶରେ ହାରାହାରି ୧୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ବର୍ଷକରେ କରୋନା ଟିକା ନେଇ ୯ ଜଣଙ୍କ ମୃତ୍ୟୁ, କୋଭିଶିଲ୍ଡ ନେଇ ୮-କୋଭାକ୍ସିନ ଯୋଗୁ ଜଣେ…

ନୂଆଦିଲ୍ଲୀ, ୨୧।୪ : କରୋନା ଟିକା ନେବା ପରେ ଘଟିଥିବା ପାର୍ଶ୍ୱ ପ୍ରତିକ୍ରିୟା  ଘଟଣାଗୁଡ଼ିକ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ କମିଟି (ଏଇଏଫ୍‌ଆଇ) ଅନୁଯାୟୀ, ଫେବୃଆରୀ...

ରୁଷିଆ ଅରବପତିଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

କିଭ୍‌,୨୯୩: ରୁଷୀୟ ଅରବପତି ରୋମାନ ଆବ୍ରାମୋଭିଚ୍‌ ଏବଂ ୟୁକ୍ରେନ୍‌ର ଦୁଇ ଶାନ୍ତି ପ୍ରତିନିଧିଙ୍କୁ କିଭ୍‌ରେ ବିଷ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଶାନ୍ତି ଆଲୋଚନାକୁ ଭଣ୍ଡୁର...

ଭାରତରେ ବିରୋଧ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କଲା ଜାତିସଂଘ…

ଜେନେଭା, ୧୬।୬ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କରିଛନ୍ତି। ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଭାରତରେ କୌଣସି...

ଛେଣ୍ଡିପଦାରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଝାଡଖଣ୍ଡ ଅଞ୍ଚଳର ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ଆଇସିୟୁରେ ଏସି ବ୍ୟବହାର ଯୋଗୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଡାକ୍ତର!

ନୂଆଦିଲ୍ଲୀ,୨୦ ।୧୦: କରୋନା ମହାମାରୀ ଏବେ ତା’ର କାୟା ବିସ୍ତାର କରି ଚାଲିଛି । ଆଗକୁ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ଶୀତଋତୁ ଆସୁଥିବାରୁ କରୋନା ଆହୁରି...

୧୯ ଜିଲାରୁ ୧୨୯ ପଜିଟିଭ୍‌: କେନ୍ଦ୍ରାପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ୧୨୯ ନୂଆ ପଜିଟିଭ୍‌ ୧୯ ଜିଲାର। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା...

Advertisement
Archives

Model This Week