Posted inଫୁରସତ

ଚମତ୍କାରୀ ପାହାଡ଼ : ଏଠାରେ ଲୁଚି ରହିଛି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌

ଭାରତରେ ଏମିତି ଏକ ପାହାଡ଼ ରହିଛି ଯେଉଁଠି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌ ଲୁଚି ରହିଛି। ଏହି ପାହାଡ଼ ହରିୟାଣାରେ ରହିଛି। ଆରାବଳୀ ପର୍ବତଶୃଙ୍ଗ ନିକଟରେ ଥିବା ଧୋସି ପାହାଡ଼ ହେଉଛି ଏହି ଚମତ୍କାରୀ ପାହାଡ଼। ଉକ୍ତ ପାହାଡ଼ ସହିତ ଆୟୁର୍ବେଦର ରହସ୍ୟ ଯୋଡ଼ି ହୋଇରହିଛି।

ଏହି ପାହାଡ଼ ଉପରେ ଏକ ଔଷଧିୟ ବୃକ୍ଷ ରହିଛି ଯାହାର ନାଁ କାୟାକଳ୍ପ। ଇଏ ଏମିତି ଏକ ଔଷଧ ଯାହାକୁ ସେବନ କଲେ ତ୍ୱଚାରେ ଚମକ ଆସିବା ସହ ଯୁବାବସ୍ଥା ଦୀର୍ଘଦିନ ପର୍ଯ୍ୟନ୍ତ ଅତୁଟ ରହେ। ଏହାକୁ ଚ୍ୟବନପ୍ରାସ ମଧ୍ୟ କୁହାଯାଏ। ଆରାବଳୀ ପର୍ବତଶୃଙ୍ଗର ଶେଷଭାଗ ଉତ୍ତର-ପଶ୍ଚିମ ଦିଗରେ ଧୋସୀ ହେଉଛି ଏକ ଶୁପ୍ତ ଜ୍ୱଳାମୁଖୀ ପାହାଡ଼।

ଏହା ଜ୍ୱଳାମୁଖୀ ହୋଇଥିଲେ ମଧ୍ୟ ହଜାରେ ବର୍ଷ ଭିତରେ କେବେ ବି ବ୍ଲାଷ୍ଟ ହୋଇନାହିଁ। ଏହି ପାହାଡ଼ ଦକ୍ଷିଣ ହରିୟାଣା ଏବଂ ଉତ୍ତର ରାଜସ୍ଥାନର ସୀମା ମଧ୍ୟରେ ରହିଛି। ଏହି ପାହାଡ଼ ଉପରେ ବସି ମହାନ୍‌ ବ୍ୟକ୍ତିମାନେ ବେଦ ମଧ୍ୟ ଲେଖିଛନ୍ତି।

ମହାଭାରତର ମହାକାବ୍ୟ ଅନୁସାରେ ଏହି ପାହାଡ଼ର ଉତ୍ପତ୍ତି ତ୍ରେତୟା ଯୁଗରେ ହୋଇଥିଲା। ପ୍ରାୟ ୫୧୦୦ବର୍ଷ ପୂର୍ବେ ପାଣ୍ଡବମାନେ ଅଜ୍ଞାତବାସରେ ଏଠାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri