ଚନ୍ଦ୍ରକୁ ମଙ୍ଗଳର ଅଂଶ କହି ଟ୍ରମ୍ପ ହଟହଟା

ସାନ୍‌ ଫ୍ରାନ୍ସିସ୍କୋ,୯ା୬(ଆଇଏଏନ୍‌ଏସ୍‌): ମହାକାଶ ଓ ବ୍ରହ୍ମାଣ୍ଡ ସମ୍ପର୍କରେ ନିଜର ଅଜ୍ଞତାକୁ ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଚନ୍ଦ୍ର ମଙ୍ଗଳ ଗ୍ରହର ଅଂଶବିଶେଷ ବୋଲି କହି ସେ ଅନ୍ୟମାନଙ୍କୁ ହସର ଖୋରାକ ଯୋଗାଇଛନ୍ତି। ଏକ ଟୁଇଟ୍‌ରେ ଶୁକ୍ରବାର ରାତିରେ ସେ କହିଛନ୍ତି ଯେ, ଆମେ ଯେତେ ଅର୍ଥ ଖର୍ଚ୍ଚ କରିଛୁ, ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) କେବଳ ଚନ୍ଦ୍ରକୁ ଯିବା ବିଷୟ କହିବା ଅନୁଚିତ। ତାହା ଆମେ ୫୦ ବର୍ଷ ତଳେ କରିସାରିଛୁ। ନାସା ମଙ୍ଗଳ (ଚନ୍ଦ୍ର ଯାହାର ଅଂଶବିଶେଷ) ଭଳି ବଡ଼ ସଫଳତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ସୋସିଅଲ ମିଡିଆରେ ଟ୍ରମ୍ପ୍‌ଙ୍କ ଏଭଳି ବିବୃତି ବିଶ୍ୱବ୍ୟାପୀ ଟ୍ରୋଲ ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ଚାକିରି ହରାଉଛନ୍ତି ଶହେ: ସୃଷ୍ଟି ହେଉଛି ମାତ୍ର ୧୦ ନିଯୁକ୍ତି ସୁଯୋଗ

ଓ୍ବାଶିଂଟନ,୩।୧୦: ପ୍ରତିଟି କ୍ଷେତ୍ରରେ ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ର ପ୍ରଭାବ ଦେଖିବାକୁ ମିଳୁଛି। ଏହା ଯୋଗୁ ସ୍ବାସ୍ଥ୍ୟ ସେବା, ଆର୍ଥିକ କ୍ଷେତ୍ର, ଅନ୍‌ଲାଇନ୍‌ ଶପିଂ ସମେତ ବହୁ...

ସାପୁଆ କେଳାଙ୍କ ନାଗେଶ୍ୱରୀ ଧ୍ୱନୀ ପିଲାଙ୍କ ମସ୍ତିଷ୍କ ବିକାଶ କରେ: ରିପୋର୍ଟ

ଜେନେଭା,୩୦।୫: ଭାରତରେ ସାପୁଆ କେଳା ସାପ ଖେଳ ସମୟରେ ବଜାଉଥିବା ନାଗେଶ୍ୱରୀ ଧ୍ୱନୀ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏନେଇ ଜେନେଭା ବିଶ୍ୱ...

ଓ୍ବାଗନର ଗ୍ରୁପ୍‌ ରୁଷିଆ କମାଣ୍ଡରଙ୍କୁ ବନ୍ଧକ କଲା, ପୁଟିନଙ୍କ ଚିନ୍ତା ବଢ଼ିଲା…

ମସ୍କୋ,୬।୬ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସୈନ୍ୟବାହିନୀରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୱାଗନର୍‌ ଗ୍ରୁପ ଏବଂ ରୁଷିଆର ସେନା ମଧ୍ୟରେ ପୂର୍ବରୁ...

କୈଳାସ ମାନସରୋବର ତୀର୍ଥଯାତ୍ରା ଖର୍ଚ୍ଚ ଦୁଇଗୁଣା: ‘ଘାସ କ୍ଷୟକ୍ଷତି ଚାର୍ଜ’ ୨୪ ହଜାର ଟଙ୍କାକୁ ବୃଦ୍ଧି କଲା ଚାଇନା…

ବେଜିଂ,୧୧।୫ : ତିନି ବର୍ଷ ବନ୍ଦ ହେବା ପରେ ଚାଇନ ସରକାର ନେପାଳ-ଚାଇନା ସୀମାରେ କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ଅନେକ ପଏଣ୍ଟ ଖୋଲିଛନ୍ତି। ତେବେ...

ଆମେ ଜଳବାୟୁ ନ୍ୟାୟ ଚାହୁଁ

ବ୍ରସେଲ୍ସ, ୧୧।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି, ଯାହାର ପ୍ରଭାବରେ ଅତ୍ୟଧିକ ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ବନ୍ୟା...

୨୦୨୩ରେ ପୁଟିନଙ୍କ ଓ୍ବାର ଗେମ୍‌ : ବ୍ରିଟେନ ସାମୁଦ୍ରିକ ସୀମା ଅତିକ୍ରମ କରିବ ରୁଷିଆ ଯୁଦ୍ଧପୋତ…

ମସ୍କୋ/ଲଣ୍ଡନ,୩୧।୧୨ : ରୁଷିଆର ବିନାଶକାରୀ ଆଣବିକ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ବ୍ରିଟେନ ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ। ଏହି ଯୁଦ୍ଧ ଜାହାଜରେ ଥିବା କ୍ଷେପଣାସ୍ତ୍ରଗୁଡିକ ଘଣ୍ଟା ପ୍ରତି...

ସୌଦି ମହିଳାଙ୍କୁ ମିଳିଲା ସ୍ବାଧୀନତା

ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ...

ୟୁରୋପକୁ ବ୍ୟାପୁଛି କରୋନା ଭାଇରସ୍‌

ଲଣ୍ଡନ/ବେଜିଂ/ନୂଆଦିଲ୍ଲୀ, ୨୭ା୨: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ କ୍ରମଶଃ ୟୁରୋପୀୟ ଦେଶଗୁଡ଼ିକୁ ବ୍ୟାପିବାରେ ଲାଗିଛି। ତେବେ ଭୟ କରିବାର କିଛି ନାହିଁ ବୋଲି...

Advertisement
Archives

Model This Week