ଚନ୍ଦନଗଛ କାଟିନେଲେ ଦୁର୍ବୃତ୍ତ

ଦେବଗଡ଼, ୨୮ା୪(ସ୍ବ.ପ୍ର.): ସହରର ୬ ନଂ ଓ୍ବାର୍ଡସ୍ଥିତ ରଙ୍ଗିଆଗୁଡ଼ାରୁ କେହି ଦୁର୍ବୃତ୍ତ ଚନ୍ଦନଗଛ କାଟି ନେଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ରଙ୍ଗିଆଗୁଡ଼ା ବସ୍ତିର ଅଚ୍ୟୁତ ବେହେରାଙ୍କ ବାଡ଼ିରେ ଏକ ଚନ୍ଦନଗଛ ୧୫ବର୍ଷରୁ ଊର୍ଦ୍ଧ୍ୱ ହେବ ରହିଥିଲା। କିନ୍ତୁ ଶନିବାର ରାତିରେ ଏହାକୁ କେହି କଟର ସାହାଯ୍ୟରେ କାଟି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri