ଘର ଭାଙ୍ଗିଲେ ହାତୀପଲ

ବଡ଼ଗାଁ,୭।୯(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ଆସିଥିବା ୧୮ଟି ହାତୀପଲ କିଛିଦିନର ବ୍ୟବଧାନ ପରେ ପୁଣି ଉପଦ୍ରବ ଆରମ୍ଭ କରିଛନ୍ତି। ଏହି ହାତୀପଲ ଶୁକ୍ରବାର ରାତିରୁ ଜଙ୍ଗଲରୁ ଆସି ଶନିବାର ଭୋର୍‌ ସମୟରେ ଉଦାରମା ଗ୍ରାମର ବିନୁ ଜାଡ଼ମାଙ୍କ ଘର ଭାଙ୍ଗି ଦେଇଛନ୍ତି। ଉପଦ୍ରବ ଘଟାଇ ସାରିବା ପରେ ପୁଣି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି। ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଗାଁଠାରୁ ୧ କିମି ଦୂର ଜଙ୍ଗଲ ଭିତରେ ଶନିବାର ସକାଳେ ଏକ ହାତୀ ଶାବକ ଜନ୍ମ ଦେଇଛି। ଶାବକର ସୁରକ୍ଷା ପାଇଁ ହାତୀପଲ ଚାରିପଟେ ଜଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ କରୋନା ଚିହ୍ନଟ ପରେ ହାଇସ୍କୁଲରେ ପଡ଼ିଲା ତାଲା

ଭବାନୀପାଟଣା,୨୫।୩: ଭବାନୀପାଟଣା ଟାଉନ୍‌ ହାଇସ୍କୁଲର ଜଣେ ଶିକ୍ଷକ କୋଭିଡ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେଶନ୍‌ରେ...

ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

ଅନୁଗୋଳ ଅଫିସ, ୩।୮: ଅନୁଗୋଳ ଜିଲାରେ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଏପରି ଅଭିଯୋଗ ନେଇ ଏକାଧିକ ଲୋକ ଥାନାକୁ ଆସୁଥିବାରୁ ଏହା...

ରାଜସ୍ୱ ମ୍ୟାପ୍‌ରୁ ଲିଭିଯାଉଛି ସାତଭାୟା ଗାଁ

କେନ୍ଦ୍ରାପଡ଼ା ଅଫିସ, ୬।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପୂର୍ବର ଥିବା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର ବାଲିରେ ପୋତି ହୋଇଗଲାଣି। ମାତ୍ର କେଇ ହାତ ଦୂରରେ...

ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ: ଏନ୍‌ଏସି ଇଓଙ୍କୁ ଦାବିପତ୍ର

ଗଞ୍ଜାମ, ୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଜୟଶ୍ରୀ ଛକଠାରେ ଏନ୍‌ଏସି ପକ୍ଷରୁ ୨୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏକ ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି...

ପ୍ରଥମଥର ପାଇଁ ସ୍ବାଭିମାନ ଅଞ୍ଚଳବାସୀ ପାଇଲେ ମୋବାଇଲ ସେବା

ଚିତ୍ରକୋଣ୍ଡା,୭ା୯(ଡି.ଏନ୍‌.ଏ.): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୮ଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗା ଧୂଳିପୁଟ ଓ...

ପ୍ରଶାସନ କଲାନି, ରାସ୍ତା ମରାମତି କଲା ସାମାଜିକ ସଂଗଠନ

ଅମରପାଲି, ୩।୧୧(ଡି.ଏନ.ଏ.) ଶୁଣିଲାନି ପ୍ରଶାସନ। ଶେଷରେ ବାଧ୍ୟ ହୋଇ ନିଜ ଅଞ୍ଚଳର ରାସ୍ତାକୁ ମରାମତି କରି ଉଦାହରଣ ସୃଷ୍ଟି କଲେ ସାମାଜିକ ସଂଗଠନ। ଏଭଳି ଦୃଶ୍ୟ...

ଲୁଟ୍‌ ମାମଲାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଦେବଗଡ,୯।୩(ଡି. ଏନ. ଏ.): ଦେବଗଡ଼ର ବିଭିନ୍ନ ଅଞ୍ଚଳରୁ ଟଙ୍କା ଲୁଟ୍‌ କରୁଥିବା ୨ ଡକାୟତଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛି। ସେମାନେ ହେଲେ କଂଗ୍ରେସପୁର ଗାଁର...

ଜଳାଶୟରେ ମଲାମାଛ ଭାସୁଛନ୍ତି

ପାରାଦୀପ, ୨୭ା୪(ସ୍ବ.ପ୍ର.): ପାରାଦୀପ ବନ୍ଦର ବାଲିଝରା ଜଳାଶୟରେ ବୁଧବାର ସକାଳୁ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିମାଣରେ ଏହି ମାଛ ଭାସୁଛନ୍ତି। ଅତ୍ୟଧିକ ଖରା...

Advertisement
Archives

Model This Week