ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ରହେ ବୋଲି ଗବେଷକମାନେ କହିଛନ୍ତି। ଇଂଲଣ୍ଡର ବାର୍ଷିକ ଜନସଂଖ୍ୟା ସର୍ଭେରେ ଦର୍ଶାଯାଇଥିବା ତଥ୍ୟ ବ୍ୟବହର କରି ଗବେଷକମାନେ ଏହା ଜାଣିପାରିଛନ୍ତି। ଘର ପାଖରେ ସଂରକ୍ଷିତ ଜଙ୍ଗଲ କିମ୍ବା ଖେଳ ପଡିଆ ଥିଲେ ମଧ୍ୟ ତାହା ମାନସିକ ସ୍ବାସ୍ଥ୍ୟ ଭଲ ରଖିବାରେ ସହାୟକ ହୋଇଥାଏ । ଏହି ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଜର୍ନାଲ ଆପ୍ଲାଏଡ ଜିଓଗ୍ରାଫିରେ ପ୍ରକାଶ ପାଇଛି। ୩୦୦ ମିଟର ମଧ୍ୟରେ ସବୁଜ ପରିବେଶର ପ୍ରଭାବ ସବୁଠାରୁ ଅଧିକ ଓ ଏହି ଦୂରତା ବାହାରେ ବି ସବୁଜ ପରିବେଶର ପ୍ରଭାବ ରହିଛି, କିନ୍ତୁ ତାହା କମ୍‌ ବୋଲି ଅନୁଧ୍ୟାନରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇରାନ ବହିର୍ବ୍ୟାପାରମନ୍ତ୍ରୀ: ଗଲ୍ଫରେ ଉତ୍ତେଜନା ହ୍ରାସକରୁ ଭାରତ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଗଲ୍ଫ (ଉପସାରଗରୀୟ ଅଞ୍ଚଳ)ରେ ଲାଗିରହିଥିବା ଉତ୍ତେଜନାକୁ ହ୍ରାସ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ...

ବିଚିତ୍ର ଫୁଲ

ଈଶ୍ୱର ଫୁଲଗୁଡ଼ିକୁ ଖୁବ୍‌ ସୁନ୍ଦର କରି ଗଢ଼ି ତୋଳିଛନ୍ତି। ଦୁନିଆରେ ଶହ ଶହ ପ୍ରକାରର ଫୁଲ ଫୁଟିଥାଏ। କିଛି ଫୁଲ ଏମିତି, ଯାହାକୁ ଦେଖିଲେ ଲୋକେ...

ବ୍ଲୁ ଆମୋନିଆ: ପ୍ରଥମଥର ସୌଦି ଆରବରୁ ଯାଉଛି ଜାପାନ

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସøଦି ଆରବରୁ ଜାପାନ ପଠାଯାଉଛି ।...

ଆମେରିକା ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ, ଭାରତ-ଆମେରିକା ବିକାଶକୁ ନେଇ ଶୀର୍ଷ ନେତୃତ୍ୱ ସହ କଥାକାର୍ତ୍ତା

ୱାଶିଂଟନ,୩୧ ।୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ‘ଇନିସିଏଟିଭ ଫର କ୍ରିଟିକାଲ ଆଣ୍ଡ ଏମରଜେନ୍ସି ଟେକ୍ନୋଲୋଜି’(ଆଇସିଇଟି) ଉପରେ ପୂର୍ବରୁ ଉଚ୍ଚ ସ୍ତରୀୟ ବୈଠକରେ ଆମେରିକାର...

ରାଜନୀତି ଛାଡିବେ ନାହିଁ ଇମ୍ରାନ, ନୂଆ ଦଳ ଗଢିବାକୁ ହେଉଛନ୍ତି ପ୍ରସ୍ତୁତ

ଇସଲାମାବାଦ,୧୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ତଥା ଏଷ୍ଟାବ୍ଲିଶମେଣ୍ଟ (ସାମରିକ + ଗୁପ୍ତଚର ନେତୃତ୍ୱ) ଙ୍କ ଦ୍ୱାରା ହୋଇଥିବା ଦମନ ତଥା ଏହା...

କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ

ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର...

ମସ୍କଙ୍କ ବଡ ଘୋଷଣା: କେବଳ ବ୍ଲୁ ନୁହେଁ ୩ଟି ଭିନ୍ନ ଭିନ୍ନ ରଙ୍ଗରେ ହେବ ଟୁଇଟରର ‘ଭେରିଫାଇଡ ବ୍ୟାଜ’

ୱଶିଂଟନ,୨୫ ।୧୧: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ନୂଆ ମାଲିକ ଏଲନ ମସ୍କ କହିଛନ୍ତି ଟୁଇଟରର ଭେରିଫାଏଡ ସର୍ଭିସରେ ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । ବିଲେନିୟର...

ପାକିସ୍ତାନୀ ବନ୍ଦୀଙ୍କ ମୁକ୍ତି ପାଇଁ ୪ ପଣବନ୍ଦୀ

ଓ୍ବାଶିଂଟନ୍‌, ୧୭ା୧: ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ଦାବିରେ ଆମେରିକାର ଟେକ୍ସାସ୍‌ ସ୍ଥିତ କୋଲେଭିଲ୍ଲେରେ ଇହୁଦୀମାନଙ୍କ ପ୍ରାର୍ଥନା ସ୍ଥଳୀ(ସିନେଗଗ୍‌)ରେ ଜଣେ ବ୍ୟକ୍ତି ଶନିବାର ୪...

Advertisement
Archives

Model This Week