ଘରୋଇ ଉପଚାରରେ ଦୂର କରନ୍ତୁ ଥଣ୍ଡା ସମସ୍ୟା

ଋତୁ ପରିବର୍ତ୍ତନ ଦ୍ୱାରା ମନୁଷ୍ୟ ଶରୀରରେ ଏହାର ଅନେକ ପ୍ରଭାବ ପଡ଼ିଥାଏ। ଏହି ଦିନଗୁଡ଼ିକରେ ଫ୍ଲ୍ୟୁ, ଭାଇରାଲ ଫିବର ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଶୀତଦିନେ ମଧ୍ୟ ପରିବର୍ତ୍ତିତ ଜଳବାୟୁ ଲାଗି ଥଣ୍ଡା କାଶ ଆଦି ସମସ୍ୟା ଦେଖାଦେଇଥାଏ। ଏ ନେଇ ଅଧିକାଂଶ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି। ମାତ୍ର ଏହି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ବି ଦୂର କରିହେବ। ଜାଣନ୍ତୁ ସେ ସମ୍ପର୍କରେ…..

ଗୋଲମରିଚ:
ଏଥିରେ ଇନ୍‌ଫ୍ଲାମାଟୋରି ଓ ଆଣ୍ଟିବ୍ୟାକ୍ଟେରିକାଲ ଗୁଣ ରହିଥାଏ। ଏହା ସହ ଭିଟାମିନ୍‌ ସି’ ମଧ୍ୟ ମିଳିଥାଏ। ଏହି ଗୁଣ ଇମ୍ୟୁନିଟି ବଢ଼ାଇଥାଏ। ଥଣ୍ଡା କାଶରୁ ମୁକ୍ତି ପାଇବା ଲାଗି ଚା’ରେ ଗୋଲମରିଚ ପକାଇ ପିଅନ୍ତୁ। ଆରାମ ଲାଗିବ।

ଅଦା:
ଏଥିରେ ଇନ୍‌ଫ୍ଲାମାଟୋରି ଗୁଣ ରହିଛି, ଯାହା ନିଃଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଣ୍ଟିବ୍ୟାକ୍ଟେରିକାଲ ଗୁଣ ଇନ୍‌ଫେକ୍‌ଶନରୁ ମୁକ୍ତି ଦେଇଥାଏ। ତେବେ ଚା’ରେ ଅଦା ପକାଇ ପିଇଲେ ଗଳା ଦରଜ ଓ କଫ ସମସ୍ୟା ଦୂର ହୋଇଥାଏ।

ତୁଳସୀ:
ଆୟୁର୍ବେଦ ଗୁଣରେ ଭରପୂର ତୁଳସୀ ଇମ୍ୟୁନୋ ସିଷ୍ଟମକୁ ମଜଭୁତ କରିଥାଏ। ଏହାକୁ ଚା’ରେ ପକାଇ ପିଇବା ଫଳରେ ଥଣ୍ଡା, କାଶ ଓ କଫ ସମସ୍ୟାରୁ ମୁକ୍ତି ମିଳିଥାଏ।

ଲବଙ୍ଗ:
ଏଥିରୁ ମିଳୁଥିବା ଫିନେ କମ୍ପାଉଣ୍ଡ ଶରୀର ଭିତରକୁ ବ୍ୟାକ୍ଟେରିଆ ପ୍ରବେଶ କରିବାକୁ ନ ଦେଇ ସେମାନଙ୍କ ସଙ୍ଗେ ଲଢ଼ିଥାଏ। ଟକ୍ସିନ୍‌କୁ ଶରୀରରୁ ବାହାର କରିବା ସହ ଇମ୍ୟୁନୋ ସିଷ୍ଟମ ବଢ଼ାଇଥାଏ। ଏହା ମଧ୍ୟ ଥଣ୍ଡାରୁ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନମସ୍କାରର ମାହାତ୍ମ୍ୟ

ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। କୌଣସି ବୟସ୍କ, ପିତା-ମାତା, ସନ୍ଥ-ମହାପୁରୁଷଙ୍କ ଆଗରେ ହାତ ଯୋଡି ନତ ମସ୍ତକ ହେଲେ ଅହଂକାର ଦ୍ରବୀଭୁତ ହୋଇ ଥାଏ।...

ରମନ୍‌ ପ୍ରଭାବ

ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… କଥା ୧୯୨୧ ମସିହାର।...

ଜୀବନ ଜୀବିକା ଓ ଜୈବ ବିବିଧତା

”ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ । ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରି...

ଏପରି ସ୍ତ୍ରୀ ଥିଲେ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟବାନ

ଗୋରା ରଙ୍ଗ ପାଇଁ ସାରା ଦୁନିଆ ପାଗଳ। ସମସ୍ତେ ଗୋରା ଝିଅକୁ ବିବାହ କରିବାକୁ ଚାହିଁଥାନ୍ତି। କିନ୍ତୁ ଯଦି ଆପଣଙ୍କର ଶ୍ୟାମଳ ରଙ୍ଗର ପ୍ରେମିକା କିମ୍ବା...

ହୋନେମାରାଡୁ

ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ତଥା ଜଳକ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ହୋନେମାରାଡୁ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କାରଣ ଏଠାରେ ଦେଖିବା ନିମନ୍ତେ...

ସକାରାତ୍ମକ ମାନସିକତା ପାଇଁ …

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ହେଲେ ଏଥିପ୍ରତି ନଜର ଦେଲେ ଆମେ ନିଜର କାମକୁ ସୂଚାରୁ ରୂପେ ତୁଲାଇ...

ଜାମୁକୋଳିର ଉପକାରିତା

ଜାମୁକୋଳିରେ ଭିଟାମିନ୍‌ ସି ଏବଂ ଆଇରନ୍‌ର କିଛି ମାତ୍ରା ରହୁଥିବାରୁ ଏହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବଢାଇବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଜାମୁକୋଳି ଖାଇବାଦ୍ୱାରା...

ବେଡ୍‌ ଟି’ ପିଇବା ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ

ଅନେକଙ୍କ ଅଭ୍ୟାସ ବିନା ବେଡ୍‌ ଟି’ରେ ସକାଳୁ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ। କିନ୍ତୁ ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସେମାନେ...

Advertisement
Archives

Model This Week