ଘରେ ପ୍ରତିଦିନ କରୋନା ଦେବୀଙ୍କ ପୂଜା କରୁଛନ୍ତି ଏହି ବ୍ୟକ୍ତି

କୋଲ୍ଲମ,୧୪।୬: ବିଶ୍ୱରେ କରୋନା ଭାଇରସ ବେଳକୁ ବେଳ ବଢି ଚାଲିଥିବା ବେଳେ କେରଳର ଜଣେ ବ୍ୟକ୍ତି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି। ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଯେଉଁ ଭାଇରସ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ତା’ର ଏକ ଫଟୋ ଥର୍ମୋକୁଲ ସିଟ୍‌ରେ ପ୍ରସ୍ତୁତ କରି ବ୍ୟକ୍ତି ଜଣକ ନିଜ ପୂଜାଘରେ ଏହାକୁ ରଖି ପ୍ରତିଦିନ ପୂଜା କରୁଥିବା ଜଣାପଡିଛି। ସେ କହିଛନ୍ତି ଏବେ କରୋନା ମହାମାରୀ ପାଇଁ ମନ୍ଦିର ଯିବାକୁ ବାରଣ କରାଯାଇଛି। ହେଲେ ଏହି କରୋନା ଯୁଦ୍ଧରେ ଲଢୁଥିବା ଯୋଦ୍ଧା ଯେମିତିକି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ମିଡିଆ କର୍ମଚାରୀ, ସଫେଇ କର୍ମଚାରୀଙ୍କ ପାଇଁ ସେ ଘରେ ବସି ପୂଜା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

୩୫ ବର୍ଷ ପୁରୁଣା ଏହି ଗେମ୍‌ର ଜବରଦସ୍ତ ଚାହିଦା, ୮୫.୭୨ ଲକ୍ଷ ଟଙ୍କାରେ ବିକ୍ରି ହେଲା କପି

ସମୟ ସହିତ ଭିଡିଓ ଗେମ୍ସ ଦ୍ରୁତ ଗତିରେ ବଦଳି ଯାଇଛି। ଇତିହାସରେ ସବୁଠାରୁ ଲୋକପ୍ରିୟ ଭିଡିଓ ଗେମ୍‌ ହେଉଛି ସୁପର ମାରିଓ ବ୍ରୋଶ। ଖେଳ ଏତେ...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨: ୨ ସୁସ୍ଥ, ୧ ମୃତ

ଭୁବନେଶ୍ୱର, ୭।୪( ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୪୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବା ବେଳେ...

ଆଉ ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଦିନକ ପାଇଁ ବାହା ହୋଇଥିଲେ ମହିଳା, ଚତୁର୍ଥୀ ରାତିରେ ଜଣାପଡ଼ିଲା ସବୁ ସତ; ଆଉ ତା’ ପରେ…

ଯେଉଁ ବ୍ୟକ୍ତିଙ୍କୁ ଭରସା କରି ତୁମେ ତୁମର ମାତାପିତା, ପରିବାର, ବନ୍ଧୁବାନ୍ଧବ ଛାଡ଼ି ତୁମେ ତାଙ୍କ ହାତ ଧର ଆଉ ପରେ ଯଦି ଜାଣ ସେ...

ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି।...

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ...

ଭାରତରେ ମିଳିବ ‘ଆଣ୍ଟିବଡ଼ି କକ୍‌ଟେଲ’: ପ୍ରତି ଡୋଜ୍‌ ଦାମ୍‌ ୫୯,୭୫୦ ଟଙ୍କା..

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲୋକଙ୍କୁ ସାଧାରଣ ଏବଂ ମଧ୍ୟମ ଲକ୍ଷଣ ପ୍ରକାଶ ପାଉଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଭାରତ...

Advertisement
Archives

Model This Week