ଗ୍ରାମାଞ୍ଚଳରେ ଲୋକେ ମାନୁନାହାନ୍ତି ଲକଡାଉନ୍‌ ନିୟମ

ଭବାନୀପାଟଣା,୬।୪(ସ୍ବ.ପ୍ର): କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ ନିୟମ କଡାକଡି କରିଛନ୍ତି। ତେବେ ଏବେବି କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ ନିୟମ ମାନୁନାହାନ୍ତି। ପୋଲିସ ଆସିଲେ ଗଁ। ରାସ୍ତାର ବିଭିନ୍ନ ଛକ ଜନଶୂନ୍ୟ ହୋଇଯାଇଛି, ଗଲା ପରେ ପୁଣି ଲୋକାରଣ୍ୟ ହୋଇଯାଇଛି। କେତେକ ଅମାନିଆ ବ୍ୟକ୍ତି ରାସ୍ତାରେ ଭିଡ ଜମାଉଛନ୍ତି। ଜିଲାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇସାରିଥିବାବେଳେ ଲେକେ ଅମାନିଆ ହେବା ଚିନ୍ତାର କାରଣ ହୋଇଛି। ସେହିପରି କେତେକ ଗଁ।ରେ ଲୋକଦେଖାଣିଆଭାବେ ବାହାର ଲୋକଙ୍କୁ ଗ୍ରାମରେ ପ୍ରବେଶ ନ କରିବା ପାଇଁ ଗଛ ପକାଇ, ବାଡ ବାନ୍ଧି ରାସ୍ତା ଅବରୋଧ କରାଯାଇଛି। କିନ୍ତୁ ଗଁ। ଭିତରେ ଖୁଲମଖୁଲା ଭିଡ ଜମାଉଥିବା ଦେଖିବାକୁ ମିଳୁଛି। ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ବାଇକ ଜବତ କରୁଛି। ଏହାପରେ ମଧ୍ୟ ଅମାନିଆ ବ୍ୟକ୍ତି ସୁଧୁରୁ ନାହାନ୍ତି। ଅପରପକ୍ଷରେ ଲୋକଙ୍କୁ ଘରେ ରହିବା ପାଇଁ ରାଜ୍ୟ ଶକ୍ତି,ଶିଳ୍ପ,ଏମ୍‌ଏସଏମଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ସୋସିଆଲ ମିଡିଆ ମାଧ୍ୟମରେ ବାର୍ତ୍ତ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଆଜି...

୫୦ ସରକାରୀ ଡିଗ୍ରୀ କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଓଡ଼ିଶାରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛି। କିନ୍ତୁ ବାସ୍ତବଚିତ୍ର କିଛି ଅଲଗା ରହୁଛି। ରାଜ୍ୟ ସରକାରଙ୍କ ଦ୍ୱାରା...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ। ସପ୍ତାହକୁ ୩ଦିନ ଏୟାର ଇଣ୍ଡିଆ ବିମାନ ଚାଲିବ। ଏ ନେଇ ଗୁରୁବାର...

ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଆଉ ୩ ଦିନ ଘନ କୁହୁଡ଼ି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ରାଜ୍ୟର ୯...

୩୦ ମିନିଟରେ ସରିଲା ରଥଯାତ୍ରା ସମୀକ୍ଷା ବୈଠକ: ରଥଯାତ୍ରା ପାଇଁ ୩ଦିନ ନିଃଶୁଳ୍କ ରହିବ ଟୋଲ୍‌ ଗେଟ୍‌

ପୁରୀ ଅଫିସ, ୨୯ା୬: ରଥଯାତ୍ରା ଦେଖିବା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ରହଣି ଓ ଯାତାୟାତ ଉପରେ...

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ତଥାପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଶୁକ୍ରବାର ସରକାରଙ୍କ ପକ୍ଷରୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,...

ରଥଯାତ୍ରାରେ ସଂସ୍କାର ଆଣିବା ନେଇ ପ୍ରଶାସନର ପଦକ୍ଷେପରଥରେ ଅଶ୍ଳୀଳ ଉଚ୍ଚାରଣ ବନ୍ଦ

ଜୟପୁର,୧ା୭ (ନି.ପ୍ର)- ଜୟପୁରରେ ଚଳିତବର୍ଷଠାରୁ ରଥ ଉପରେ ଢାହୁକଙ୍କ ଅଶ୍ନୀଳ ଉଚ୍ଚରାଣକୁ ବନ୍ଦ କରିଛି ପ୍ରଶାସନ ା ରଥଯାତ୍ରାରେ ଢାହୁକଙ୍କ ଅଶ୍ଲୀଳ ଇଙ୍ଗିତ ଓ ଉଚ୍ଚାରଣ...

କାନ୍ଥରେ ପିଟିହୋଇ ଘର ଭିତରକୁ ପଶିଗଲା କାର୍‌

ବ୍ରହ୍ମପୁର ଅଫିସ,୨୪।୬: ଦୁର୍ଘଟଣା କେତେବେଳେ କେମିତି ଆସେ ତାହା ଜାଣିବା କଷ୍ଟକର। ରାସ୍ତାରେ ଯାଉଥିବା ଏକ କାର୍‌ ହଠାତ୍‌ ଘର କାନ୍ଥରେ ପିଟି ହୋଇ ଭିତରକୁ...

Advertisement
Archives

Model This Week