ଗୋବି ମରୁଭୂମିରେ ମଙ୍ଗଳ ଗ୍ରହ ମଡେଲ: ଅନୁଧ୍ୟାନ କରିହେବ ଲାଲ୍‌ ଗ୍ରହରେ କିପରି ହେବ ଜୀବନ

ବେଜିଂ,୧୮।୪: ଚାଇନାର ଜିଚ୍ନାଙ୍ଗ୍‌ ସହରଠାରୁ ୪୦ କିଲୋମିଟର ଦୂରରେ ଥିବା ଗୋବି ମରୁଭୂମିରେ ମଙ୍ଗଳ ଗ୍ରହର ଏକ ମଡେଲ ନିର୍ମାଣ କରାଯାଇଛି। ଏହାର ନାମକରଣ ମାର୍ସ ବେସ୍‌-୧ ଭାବେ କରାଯାଇଛି। ୬୭ ହଜାର ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଏହି ମଡେଲକୁ ଦେଖିବା ପାଇଁ ବର୍ଷକୁ ୨୦ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭବନା ରହିଛି। ଏଠାରେ ମଙ୍ଗଳ ଗ୍ରହରେ ଜୀବନ ଶୈଳୀ କିପରି ହେବ ସେ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯିବ। ଏହା ବୁଧବାରଠାରୁ କାର୍ଯ୍ୟ ଆରମ୍ଭ କରିଥିବାବେଳେ ପ୍ରଥମ ଦିନ ଶହେ ଶିକ୍ଷାର୍ଥୀ ଏଠାରେ ପହଞ୍ଚିଥିଲେ। ଏହା ପ୍ରଥମ ଦିନ ୫ ଘଣ୍ଟା ପାଇଁ ଖୋଲାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

‘ଅତି କମରେ ୧ କୋଟି ଲୋକଙ୍କ ଜୀବନ ବଞ୍ଚିଗଲା’, ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଫ୍ଲୋରିଡା/ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ପୁଣିଥରେ ସମଗ୍ର ବିଶ୍ବକୁ ଟାରିଫ ଧମକ ଦେଲେ ଟ୍ରମ୍ପ, କହିଲେ- ସମର୍ଥନ ନ କଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଟାରିଫ୍‌ ଲଗାଇ ଧମକ ଦେଇଛନ୍ତି। ଏଥର ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ...

ପୁଟିନଙ୍କ ହାତକୁ ଆସିଲା ‘ଜଳ ରାକ୍ଷସ’, ନିମିଷକେ ସମୁଦ୍ରକୁ ଗିଳିଦେବ: ଜାଣନ୍ତୁ ଏହା କ’ଣ

ମସ୍କୋ,୧୬।୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ମଧ୍ୟରୁ ଅନ୍ୟତମ ରୁଷିଆ ଏହାର ସାମରିକ କ୍ଷମତାରେ ପୋସାଇଡନ ନାମକ ଏକ ଅସ୍ତ୍ର ଯୋଡିଛି। ଏହାକୁ ‘ଡୁମସଡେ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ

ଢାକା,୧୬।୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସାର ଘଟଣା ନିରନ୍ତର ସାମ୍ନାକୁ ଆସୁଛି। ସଦ୍ୟତମ ଘଟଣାଟି ସିଲହଟ ଜିଲାର ଗୋୱାଇଙ୍ଗଘାଟ ଉପଜିଲାରେ ଘଟିଛି, ଯେଉଁଠାରେ ଜଣେ...

Nobel Prize: ନିଜର ଆଓ୍ବାର୍ଡ ଟ୍ରମ୍ପଙ୍କୁ ଦେଇ ଦେଲେ ଜଣେ ନୋବେଲ ପୁରସ୍କାର ବିଜେତା, ଏହା କ’ଣ ପ୍ରକୃତରେ ସମ୍ଭବ? ଜାଣନ୍ତୁ କ’ଣ କହୁଛି ନିୟମ

ଓ୍ବାଶିଂଟନ,୧୬।୧: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ।...

ଶେଷରେ ଟ୍ରମ୍ପଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୬ା୧: ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଅନ୍ଵେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri