ଗୋଟିଏ ଫ୍ରେମରେ ପଟୌଦି ଖାନଦାନ

ମୁମ୍ବାଇ,୨୯।୫: ସୋହା ଅଲ୍ଲୀ ଖାଁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଶର୍ମିଲା ଟେଗୋର, ସୈଫ ଅଲ୍ଲୀ ଖାଁ, କରୀନା, ତୈମୁର, ସାରା ଓ ଇବ୍ରାହିମ ନଜର ଆସିଛନ୍ତି। ସୋହା ଫଟୋ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ‘ଗୋଟିଏ ଗଛର ଶାଖା ଭଳି’। ପଟୌଦି ଖାନଦାନର ଏହି ଫ୍ୟାମିଲି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ସବୁବେଳେ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଉଥିବା ତୈମୁର କିନ୍ତୁ ଏହି ଫଟୋରେ ତାଙ୍କର ମୁଡ ନଥିବା ଜଣାପଡ଼ୁଛି। ନିକଟରେ ଶୋହା ଓ ଇବ୍ରାହିମ୍‌ଙ୍କୁ ସୈଫ-କରୀନାଙ୍କ ଘର ବାହାରେ ସ୍ପଟ କରାଯାଇଥିଲା। ସାରା ଓ ଇବ୍ରାହିମ୍‌ ମା’ ଅମୃତା ସିଂହଙ୍କ ସହ ରହୁଛନ୍ତି। କିନ୍ତୁ ଦୁଇଜଣଙ୍କର କରୀନା ଓ ସୈଫଙ୍କ ସହ ଭଲ ବଣ୍ଡିଂ ରହଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିନା ନାତିଙ୍କୁ ଦେଲେ ସ୍ପେଶାଲ ଉପହାର

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ନିକଟରେ ଜେଜେମା’ ହୋଇଥିଲେ। ରବିନାଙ୍କ ଝିଅ ଛାୟା ନିକଟରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ତାଙ୍କ...

ବଲିଉଡ୍‌ର ରିୟଲ୍‌ ଲଭ୍‌ବାର୍ଡ: ପ୍ରେମ ପାଇଁ ମାନି ନ ଥିଲେ ବାଧା ବନ୍ଧନ

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ରିଲ୍‌ ଲାଇଫ୍‌ ଲଭ୍‌ ଷ୍ଟୋରୀ ତ ସମସ୍ତେ ଦେଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏଭଳି ଷ୍ଟାର ଅଛନ୍ତି, ଯେଉଁମାନେ ପରଦା ଉପରେ...

ଲକ୍‌ଡାଉନ୍‌: ଲଡୁ ତିଆରି ଶିଖୁଛନ୍ତି ମଲାଇକା

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ କାରଣରୁ ଏବେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଳନ କରାଯାଉଛି। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି।...

ସୁଯୋଗ ଅପେକ୍ଷାରେ ବିନି

ଜୟଶ୍ରୀ ମହାନ୍ତି ଓରଫ ବିନି। ୨୦୦୫ରୁ ୨୦୧୭ ଭିତରେ ସେ ଅନେକ ଥିଏଟର ନାଟକରେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ଅନେକ ସଫଳତା। ବାଘାଯତୀନ...

ଟୁଇଟରରେ ଭୂମିଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ: ଭୂମି ପାଡନେକର ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଭର୍ସାଟାଇଲ ଆକ୍ଟିଂ ସାଙ୍ଗକୁ ସିମ୍ପଲ୍‌ ଆଉ ଷ୍ଟାଇଲିଶ୍‌ ଲୁକ୍‌ ଫ୍ୟାନ୍‌ମାନଙ୍କୁ ଆକର୍ଷିତ କରୁଛି। ତେବେ ଭୂମି...

କପିଲଙ୍କ ସହ ବିବାଦ ଭୁଲିଲେ ସୁନିଲ, ବାପା ହେବା ନେଇ ଜଣାଇଲେ ଶୁଭେଚ୍ଛା

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା-ସୁନିଲ ଗ୍ରୋଭରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବିଷୟରେ କାହାକୁ ବା ଅଚ୍ଛପା। ଉଭୟଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବା ଲାଗି...

ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ...

୫ ଦିନ ପୂର୍ବରୁ ବାହାଘର ଭାଙ୍ଗିଥିଲେ ସଲ୍‌ମାନ

ମୁମ୍ବାଇ: ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସଲ୍‌ମାନ ଖାନ୍‌ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ୍‌ର ମୋଷ୍ଟ ଏଲିଜିବଲ୍‌ ବ୍ୟାଚେଲର୍‌ ହୋଇ ବି ୫୩ ବର୍ଷ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *