ଗୋଟିଏ ପୋଷ୍ଟରରେ ନଜର ଆସିଲେ ଇମ୍ରାନ-ସିଦ୍ଧୁ

ଜିରକପୁର,୧୧।୧୧: କଂଗ୍ରେସର କେତେଜଣ ସମର୍ଥକ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ଅବସରରେ ଜିରକପୁରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କର ପୋଷ୍ଟର ଲଗାଇଛନ୍ତି। ଏଥିରେ ଲେଖାଯାଇଛି କରତାରପୁର କରିଡର ପରିଯୋଜନା କେବଳ ଇମ୍ରାନ ଖାଁ ଓ ନବଜୋତ ସିଂ ସିଦ୍ଧୁଙ୍କ ଯୋଗୁ ସମ୍ଭବ ହୋଇପାରିଛି। ଏମାନେ ହିଁ ଅସଲ ହିରୋ ବୋଲି ପୋଷ୍ଟରରେ ଲେଖା ଯାଇଛି। ଏହା ସିଦ୍ଧୁଙ୍କ ପ୍ରଶଂସକ ଗୁରୁସେବକ ସିଂ କାରକରଙ୍କ ଦ୍ୱାରା ଲଗାଯାଇଥିବା କୁହାଯାଉଛି। କାରଣ ଏଥିରେ ତାଙ୍କର ମଧ୍ୟ ଫଟୋ ରହିଛି। ଏହା ସହରର ବିଭିନ୍ନ ସ୍ଥାନରେ ଲଗାଯିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି-୭ ସମ୍ମିଳନୀରେ ପରିବେଶର ବାର୍ତ୍ତା ଦେଲେ ମୋଦି, ପିନ୍ଧିଲେ ସ୍ବତନ୍ତ୍ର ଜ୍ୟାକେଟ୍‌

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ନିଜ ପୋଷାକ ମାଧ୍ୟମରେ ପରିବେଶର...

ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି

ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍‌ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର...

ଏବେ ଦୁଇ ମିନିଟରେ ଘରେ ପ୍ରସ୍ତୁତ ହୋଇଯିବ ଚିଲ୍ଡ ବିୟର, ଆସିଲା ବିଶ୍ୱର ପ୍ରଥମ ବିୟର ପାଉଡର

ବର୍ଲିନ,୨୪ ।୩: ଗ୍ରୀଷ୍ମ ଆରମ୍ଭ ହେଲେ ବଜାରରେ ବିୟରର ଡିମାଣ୍ଡ ବଢି ଯାଇଥାଏ । ହେଲେ ବିୟରରେ ଆଲକୋହଲ ଥିବାରୁ ଏହାକୁ ସବୁ ସ୍ଥାନକୁ ନେଇ...

ପାକିସ୍ତାନରେ ବିଦ୍ରୋହ ସ୍ଥିତି: ସୈନ୍ୟ ବାହିନୀ-ପୋଲିସ ମୁହାଁମୁହିଁ

ଇସଲାମାବାଦ୍‌, ୨୧।୧୦: ପାକିସ୍ତାନରେ ଏବେ ବିଦ୍ରୋହ ସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ଲାଗି ୧୧ଟି ବିରୋଧୀ ଦଳ ଏକଜୁଟ...

ସାଇବର ଡାଟା ଚୋରି ଯୋଗୁ ବର୍ଷକୁ ୪.୨୪ ନିୟୁତ ଡଲାର ଠକେଇ…

ଓ୍ବାଶିଂଟନ,୫।୧୦: ଭାରତ ସମେତ ସାରା ପୃଥିବୀରେ ସାଇବର ଡାଟା ଚୋରି ଯୋଗୁ ବର୍ଷକୁ ୪.୨୪ ନିୟୁତ ଡଲାର ଠକେଇ ହେଉଛି। ଆଇବିଏମ୍‌ ପକ୍ଷରୁ ପ୍ରକାଶିତ ଏକ...

ଗୁଗ୍‌ଲକୁ ବେଆଇନ ଘୋଷଣା

ବ୍ରସଲେସ୍‌,୨୧ା୧: ୟୁରୋପରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି। ଫଳରେ ଗୁଗ୍‌ଲକୁ ଶକ୍ତ ଧକ୍କା ଲାଗିଛି। ଏହା କେବଳ ଗୁଗ୍‌ଲ ପାଇଁ ନୁହେଁ, ଅନ୍ୟ ଓ୍ବେବସାଇଟ୍‌ଙ୍କ ମାଲିକଙ୍କ...

ଇଜ୍ୟୁମ ସହର, ନିପର ନଦୀ ନିକଟରେ ପହଞ୍ଚିଲେ ରୁଷିଆ ସେନା, ଆକ୍ରମକ ହେଲା ୟୁକ୍ରେନ୍‌, ଉଡାଇଲା ରୁଷିଆର ଅସ୍ତ୍ରଶସ୍ତ୍ର ଡିପୋ

କ୍ୱିଭ,୧୨ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪୭ ଦିନ ହୋଇଥିଲେ ମଧ୍ୟ ଇତିମଧ୍ୟରେ ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ୍ ଦଖଲ କରିପାରି ନାହିଁ । ଫଳରେ ରୁଷିଆ...

ଫ୍ରାନ୍ସ ସହ ତୁର୍କୀ ମୁହଁ।ମୁହିଁ

ପ୍ୟାରିସ୍‌/ଆଙ୍କାରା,୨୯ା୧୦: ସିରିଆ, ଲିବ୍ୟା ଓ ନାଗୋର୍ନୋ-କାରାବାଖରେ ତୁର୍କୀର କାର୍ଯ୍ୟାନୁଷ୍ଠାନକୁ ନେଇ ଫ୍ରାନ୍ସ ସହ ଉତ୍ତେଜନା ଲାଗି ରହିଥିବାବେଳେ ଏହି ମୁସ୍‌ଲିମ ରାଷ୍ଟ୍ର ଓ ପାଶ୍ଚାତ୍ୟ ଦେଶ...

Advertisement
Archives

Model This Week