ଗୋଟିଏ ପଥର ବଦଳାଇଦେଲା ଜୀବନ

ଫିଲିପାଇନ୍ସର ଜଣେ ମତ୍ସ୍ୟଜୀବୀଙ୍କ ଜୀବନ ରାତାରାତି ବଦଳିଯାଇଛି। ଗୋଟିଏ ଝଟ୍‌କାରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ କୋଟିପତି କରିବାରେ ତାଙ୍କୁ ଏକ ପଥର ସାହାଯ୍ୟ କରିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ପ୍ରଥମେ ୩୪ କିଲୋର ଏହି ପଥରକୁ ସାଧାରଣ ଭାବୁଥିବା ମତ୍ସ୍ୟଜୀବୀ ପର ମୁହୂର୍ତ୍ତରେ ଜାଣିବାକୁ ପାଇଥିଲେ, ତାହା ଏକ ବିଶାଳ ମୋତି। ଯାହାର ମୂଲ୍ୟ ପ୍ରାୟ ୬୭୦ କୋଟି ଟଙ୍କା। ପ୍ରକୃତରେ ଫିଲିପାଇନ୍ସର ପଲାୱନ ଆଇଲାଣ୍ଡରେ ରହୁଥିବା ଏହି ମାଛଧରାଳି ୨୦୦୬ରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ହଠାତ୍‌ ଝଡ଼ତୋଫାନ ଆସିବାରୁ ଜୀବନ ବଞ୍ଚାଇବାକୁ ପଥରଟିକୁ ଜାବୁଡ଼ି ଧରିଥିଲେ। ତୋଫାନ ଶାନ୍ତ ପଡ଼ିବା ପରେ ଜୀବନ ବଞ୍ଚାଇଥିବା ପଥରକୁ ଲକିଚାର୍ମ ଭାବି ଘରକୁ ନେଇଆସିଲେ। ତାକୁ ଖଟ ତଳେ ଆଜକୁ ୧୨ବର୍ଷ ହେବ ରଖିଥିଲେ। ଜଣେ ପର୍ଯ୍ୟଟକଙ୍କ ନଜର ପଥର ଉପରେ ପଡ଼ିଲା। ସେ ମତ୍ସ୍ୟଜୀବୀଙ୍କୁ ଏହା ଏକ ଅମୂଲ୍ୟ ମୋତି ବୋଲି ଜଣାଇଥିଲେ। ଏବେ ମତ୍ସ୍ୟଜୀବୀ ପଥରକୁ ବିକି କୋଟିପତି ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଇମ୍ରାନଙ୍କ ସରକାର

କରାଚି,୧୯।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିବାରେ ଲାଗିଛି। ଇତିମଧ୍ୟରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ଇମ୍ରାନଙ୍କ ଦଳ...

ବିଶ୍ୱରେ ପ୍ରଥମ: ହରିଣକୁ ହେଲା କରୋନା

ହିକାଗୋ,୨୮।୮: ଆମେରିକାର ଓହିଓ ପ୍ରଦେଶରେ ଏକ ହରିଣ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ହରିଣ କରୋନାରେ ସଂକ୍ରମଣ ହେବା ବୋଧହୁଏ ବିଶ୍ୱର ପ୍ରଥମ ଘଟଣା। ଆମେରିକା...

୮ ହଜାର କୋଟିର ଅଳଙ୍କାର ଲୁଟି ନେଲେ ଚୋର

ବର୍ଲିନ,୨୬।୧୧: ଜର୍ମାନର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ...

ଭିନ୍ନ ଏଇ ପରମ୍ପରା

ଜୀବନକୁ ସରସସୁନ୍ଦର କରିବା ପାଇଁ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରାମାନ ପାଳନ କରାଯାଇଥାଏ। କିନ୍ତୁ ଏମିତି ବି କିଛି ନିଆରା ପରମ୍ପରା ରହିଛି, ଯାହା...

ଇମ୍ରାନ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର, ବେଡ୍‌ ରୁମ୍‌ରେ ଗୁପ୍ତ କ୍ୟାମେରା…

ଇସଲାମାବାଦ୍‌, ୨୬।୬ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ରର ଗୁଜବ ମଧ୍ୟରେ ଜଣେ କର୍ମଚାରୀ ଇସଲାମାବାଦର ବେନିଗାଲା ଅଞ୍ଚଳରେ ତାଙ୍କ ଘରର...

ବୋଟ ଉପରେ ଭୁଶୁଡ଼ିଲା ଶିଳା ପାଚେରି: ୭ ମୃତ

ବେଲୋ ହୋରିଜୋଣ୍ଟେ,୧୦ା୧: ବ୍ରାଜିଲର ସୁଲ୍‌ ମିନାସ୍‌ସ୍ଥିତ ଏକ ଜଳପ୍ରପାତରେ ଶିଳା ପାଚେରି ଭୁଶୁଡ଼ି ଦୁଇଟି ମୋଟର ବୋଟ୍‌ ଉପରେ ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା...

ଚାଇନା ସୈନ୍ୟବାହିନୀକୁ ଅଧିକ କ୍ଷମତା

ବେଜିଂ, ୪।୧(ପି.ଟି.): ଚାଇନାର ଜାତୀୟ ପ୍ରତିରକ୍ଷା ଆଇନରେ ସଂଶୋଧନ କରାଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ନେତୃତ୍ୱାଧୀନ ସୈନ୍ୟବାହିନୀକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଜାତୀୟ ସ୍ବାର୍ଥର...

ମଣିଷ କାହିଁକି କାନ୍ଦେ

ମଣିଷ କାନ୍ଦିବା ପଛରେ ବୈଜ୍ଞାନିକ କାରଣ ରହିଛି। କେବଳ କୌଣସି ଦୁଃଖ, ଅସୁବିଧା କିମ୍ବା ଅପାର ସୁଖରେ ନୁହେଁ, କିଛି ବିଶେଷ ଗ୍ୟାସ୍‌ କିମ୍ବା ପ୍ରବଳ...

Advertisement
Archives

Model This Week