ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳକ

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡ଼ାଙ୍କ ନାବାଳକ ପୁଅ ଚିତ୍ତରଞ୍ଜନ ଗୁରୁବାର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଛନ୍ତି। ପରିବାର ଲୋକେ ଖୋଜାଖୋଜି କରିବାର କିଛି ସମୟ ପରେ ପୁଅକୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଚିତ୍ତରଞ୍ଜନ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଏ ସମ୍ପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ହରଭଙ୍ଗା,୩୦ା୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ସିଙ୍ଗାଣିବିଡ଼ା ନିକଟରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।...

ଅମାନିଆଙ୍କଠାରୁ ଆଦାୟ ହୋଇଛି ୫ କୋଟି ୨୪ଲକ୍ଷ: ଡିଜିପି

କଟକ ଅଫିସ,୨୯।୪: ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବେକାକୁ ହେବାରେ ଲାଗିଛି। ଟେଷ୍ଟିଂ ଯୋଗୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।...

ଗାଧୋଇବାକୁ ଯାଇ ଖରସ୍ରୋତାରେ ବୁଡ଼ିଗଲେ ୨ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

ରସୁଲପୁର,୨୫।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଚିନ୍ତାପଲୀ ଗାଁ ନିକଟରେ ଖରସ୍ରୋତା ନଦୀରେ ଗୁରୁବାର ଅଘଟଣ ଘଟିଛି। ନଦୀକୁ ଗାଧୋଇ ଯାଇଥିବା ୨...

ତିନିଦିନ ତଳେ ରାଗିକି ଘର ଛାଡ଼ି ଯାଇଥିଲେ: ଏବେ ଗଛରୁ ଝୁଲନ୍ତା ମୃତଦେହ ଜବତ

ବ୍ରହ୍ମପୁର ଅଫିସ,୪ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ନିକଟ ବେଡ଼ାବନ୍ଧ ହୁଡ଼ାରେ ଥିବା ଏକ ଖଜୁରୀ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା...

ନିର୍ବାଚନ ଲଢ଼ିବେ ଦୁଇ ଯାଆ

ଧାମନଗର, ୨୩|୧ (ଡି.ଏନ.ଏ)  ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ୧୧ ନଂ. ଜିଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ। ଏହି ଜୋନ୍‌...

୧୬ ମାଓବାଦୀଙ୍କ ଆତ୍ମସମର୍ପଣ: ୩ ଜଣଙ୍କ ନାମରେ ଘୋଷଣା କରାଯାଇଥିଲା ୧ ଲକ୍ଷ ଲେଖାଏ ପୁରସ୍କାର

କୋରୁକୋଣ୍ଡା,୧୪।୮(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି...

ସୋଲାର ସିଷ୍ଟମ ଅଚଳ, ପାଣି ପାଇଁ ହଇରାଣ

କେନ୍ଦୁଝର, ୯।୬(ସ୍ବ.ପ୍ର.) – ଯୋଡ଼ା ବ୍ଲକ ଅନ୍ତର୍ଗତ ଖଣି ଖାଦାନ ବହୁଳ ବଲାଣି ପଞ୍ଚାୟତ ଅନ୍ତର୍ଗତ ଜୁର୍ମିତା ତଳସାହିରେ ସୋଲାର ସିଷ୍ଟମ ଅଚଳ ଯୋଗୁ ବର୍ଷେ...

ବୋଲ୍‌ବମ୍‌ ଧ୍ୱନୀରେ କମ୍ପିଲା ତାରେଶ୍ୱରଦେବ ପୀଠ

ବୋଲଗଡ଼,୨୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ୱରଦେବଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆ ଜଳଲାଗି...

Advertisement
Archives

Model This Week