ଗର୍ବୀ ହୋଇଗଲେଣି ଶେହନାଜ, ଗୌତମ ନେଲେ କ୍ଲାସ

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ସାଉଁଟିବା ପରେ ଗର୍ବୀ ହୋଇଗଲେଣି ଶେହନାଜ ଗିଲ। ଏକଥା ଆମେ କହୁନାହୁଁ, ଶେହନାଜଙ୍କ କଥାରୁ ଏଭଳି ଜଣାପଡ଼ୁଥିବା କହିଛନ୍ତି ଗୌତମ ଗୁଲାଟି। ଏକଦା ଗୌତମଙ୍କ ପ୍ରଶଂସକ ଥିଲେ ଶେହନାଜ। ଏବେ କିନ୍ତୁ ଗୌତମ- ଶେହନାଜଙ୍କ ଶୋ’ ‘ମୁଝସେ ଶାଦି କରୋଗୀ’ର ହୋଷ୍ଟ। ନିକଟରେ କଲର୍ସ ସୋସିଆଲ ପୃଷ୍ଠାରେ ଭିଡିଓ ଶେୟାର କରାଯାଇଥିଲା। ଶୁକ୍ରବାର ଏପିସୋଡ୍‌ରେ ଗୌତମ ଶେହନାଜଙ୍କ କ୍ଲାସ ନେଉଥିବା ଦେଖାଯାଇଛି।

‘ମୁଝସେ ଶାଦି କରୋଗୀ’ରେ ନିଜ ପାଇଁ ବରପାତ୍ର ଖୋଜୁଛନ୍ତି ଶେହନାଜ। ତାଙ୍କ ସହ ପାରସ ମଧ୍ୟ ନିଜ ପାଇଁ ଘରଣୀ ଖୋଜୁଛନ୍ତି। ସମସ୍ତଙ୍କ ମନଲାଖି ପାଞ୍ଚ ପାଞ୍ଚ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ବିଜେତା ହେବେ। ତାଙ୍କ ବେକରେ ଶେହନାଜ/ପାରସ ବରଣମାଳା ପକାଇବେ।

ଗୋଟିଏ ପଟେ ଶେହନାଜ ସିଦ୍ଧାର୍ଥଙ୍କୁ ମନ ଦେଇଥିବା ଯୋଗୁ ଶୋ’ର ପ୍ରତିଯୋଗୀଙ୍କ ସହ ସେତେଟା ସମୟ ବିତାଉନାହାନ୍ତି। ଏହାକୁ ନେଇ ଗୌତମ ଶେହନାଜଙ୍କ ଉପରେ ରାଗି ଯାଇଛନ୍ତି। ଯଦି କୌଣସି ପୁଅ ତାଙ୍କୁ ଭାଉ ଦେଉନାହାନ୍ତି, ତେବେ ସେ କିଛି ଭୁଲ କରୁଥାଇପାରନ୍ତି ବୋଲି କହିଛନ୍ତି ଗୌତମ। ଏହାର ଜବାବରେ ଶେହନାଜ କହିଥିଲେ, ସେ ଯୁବକମାନଙ୍କୁ ସେ ଭାଉ ଦେବାକୁ ଚାହାନ୍ତି ନାହିଁ। ସେ ଯେତେବେଳେ ଚାହାନ୍ତି ସମସ୍ତଙ୍କୁ ଡାକନ୍ତି। ହେଲେ କଡ଼ା ଭାଷାରେ ଏହା ଫନ୍‌ ଶୋ’ ନୁହେଁ ବୋଲି ଗୌତମ କହିଛନ୍ତି। ସେମାନେ ତୁମ ପାଇଁ ଆସିଛନ୍ତି। ଏପରିକି ଶେହନାଜ ସେମାନଙ୍କ ପାଇଁ ଶୋ’ରେ ଥିବା ଗୌତମ କହିଛନ୍ତି। ମୟଙ୍କ ଅଗ୍ନିହୋତ୍ରୀଙ୍କ କଥାର ଜବାବ ଶେହନାଜ ଦେବା ପରେ ଗୌତମ ରାଗି ଯାଇଥିଲେ। ତାଙ୍କର ଶୋ’ ନୁହେଁ ବୋଲି ସେ କହିଥିଲେ। ଏହା ସମସ୍ତଙ୍କର ଶୋ’ ବୋଲି ଗୌତମ ଟିପ୍ପଣୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri