ଗନ୍ଧମାର୍ଦ୍ଦନ ଲୌହଖଣିରେ ସାନିଟାଇଜ୍‌ ଟନେଲ ବ୍ୟବସ୍ଥା

କେନ୍ଦୁଝର, ୧୧ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଓଡିଶା ଖଣି ନିଗମର ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୌହଖଣିରେ ସ୍ବୀକୃତିପ୍ରାପ୍ତ ରେଜିଙ୍ଗ ଏଜେନ୍ସି କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିଃ ପକ୍ଷରୁ କୋଭିଡ-୧୯ ପ୍ରତିକାର ପାଇଁ ୨ଟି ସ୍ବତନ୍ତ୍ର ସାନିଟାଇଜ୍‌ ଟନେଲ ସ୍ଥାପନ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କରୋନା ସଂକ୍ରମଣ ନିରୋଧି ବିଶୋଧନ ଟନେଲ ମଧ୍ୟ ଦେଇ କର୍ମଚାରୀ କାମକୁ ଯିବା ପୂର୍ବରୁ ଏବଂ ପରେ ଏହା ଭିତରେ ପଶି ୭ ସେକେଣ୍ଡ ପାଇଁ ଛିଡା ହେଲେ ସମଗ୍ର ଶରୀର ବିଶୋଧନ ହେବ। ଏଥିସହ ଖଣିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ ହାତଧୁଆ ସାବୁନ, ମାସ୍କ, ସାନିଟାଇଜର ଦିଆଯିବା ସହ କରୋନା ଭଳି ମହାମାରୀ ରୋଗର ପ୍ରତିରୋଧ କରିବା ପାଇଁ କାମ ସମୟରେ ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରାଯାଉଛି। କରୋନା ପ୍ରତିକାର ପାଇଁ ଖଣି ମଧ୍ୟରେ କେସିସି ପକ୍ଷରୁ ବ୍ୟାପକ ସଚେତନତା ହାତକୁ ନିଆଯାଇଛି।

(ଫଟୋ)


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍ଛିନ୍ନାଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

କେନ୍ଦୁଝର,୧୫।୮(ସ୍ବ.ପ୍ର.): ଓଡ଼ିଆ ଭାଷାଭାଷୀ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଓଡ଼ିଆ ବିଦ୍ୟାଳୟରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜୟନ୍ତୀଗଡ଼ସ୍ଥିତ ଉତ୍କଳମଣି ଓଡ଼ିଆ...

ମନମୋହିଲା ଆଦିବାସୀ, ଓଡ଼ିଶୀ ନୃତ୍ୟ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର.), ୨୧।୧: ରାୟଗଡ଼ା ଜିଲା ଲୋକ ମହୋତ୍ସବ ଚଇତି ତୃତୀୟ ସା ଥିଲା ଅତ୍ୟନ୍ତ ରୋଚକ। ଶୁକ୍ରବାର ରାୟଗଡ଼ା ବଜାର ଛୁଟି ଥିବାରୁ...

୩ ଦିନ ପରେ ସାଇଣ୍ଟିଫିକ୍‌ ତଦନ୍ତକୁ ନେଇ ସନ୍ଦେହ

ସମ୍ବଲପୁର,୪ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲ ଭିତରୁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଅଗ୍ନିଶମ ବିଭାଗ ଗତ...

କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ...

ପିଚୁ କଡ଼େଇରେ ପଡ଼ିଗଲେ ୩ ପିଲା

କେନ୍ଦୁଝର,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା କନକନା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁ...

ବେସାହାରାଙ୍କ ଠିକଣା ଫୁଟ୍‌ପାଥ

ବାରିପଦା ଅଫିସ,୫।୯- ସମାଜର ଅବହେଳିତ ଓ ନିଷ୍ପେସିତ ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ଅତି ଦୟନୀୟ ଅବସ୍ଥାରେ...

ଜେଲରେ କଏଦୀଙ୍କ ଆତ୍ମହତ୍ୟା, ହାତରେ ଲେଖିଛନ୍ତି ଲଭ ୟୁ ମଞ୍ଜୁ

ସୋହେଲା,୧୦।୫((ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ସବ୍‌ଜେଲରେ ମଙ୍ଗଳବାର ଭୋର୍‌ ସାଢେ ୪ଟା ବେଳେ ଜଣେ ବିଚାରାଧୀନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି। ମୃତକ...

ଟ୍ରକ୍‌ ଧକ୍କାରେ ଜଣଙ୍କ ଜୀବନଗଲା

ବରଗଡ଼ ଅଫିସ,୨୭।୧୨: ବରଗଡ଼ ସହର ବ୍ରହ୍ମବିହାର-ଗୋବିନ୍ଦପାଲି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କା ଦେବା ଯୋଗୁ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ...

Advertisement
Archives

Model This Week