ଖାଦ୍ୟ ରୁଚି : ଅଟା କେକ୍

ଆବଶ୍ୟକ ସାମଗ୍ରୀ-
ଅଟା- ଏକ କପ୍,
ଚିନି – ଏକ କପ୍,
ରିଫାଇନ୍ ତେଲ କିମ୍ବା ବଟର-
୧/୪ କପ୍,
ଦହି- ୩ ରୁ ୪ ଛୋଟ ଚାମଚ,
ଗୁଜୁରାତି(୪ରୁ ୫ଟି)- ଗୁଣ୍ଡ,
ଅମୁଲ ବା ମିଲ୍କ ପାଉଡର-
୧/୪ କପ୍,
କାଜୁ, ଆଲମଣ୍ଡ- ଅଳ୍ପ,
ବେକିଂ ପାଉଡର-
ବେକିଂ ସୋଡା-
କ୍ଷୀର- ୧ କପ୍

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କେକ୍ ଟିନ୍ ଆଣି ସେଥିରେ ସବୁଆଡେ ଭଲରେ ତେଲ ଲଗାଇ ଦିଅନ୍ତୁ ଏହାପରେ ଏକ ବଡ଼ ପାତ୍ର ଅାଣି ସେଥିରେ ରିିଫାଇନ୍ ତେଲ ପରେ ଦହି ପକାନ୍ତୁ ତାପରେ ଗୁଜୁରାତି ଗୁଣ୍ଡକୁ ପକାନ୍ତୁ ଗୁଜୁରାତି ବଦଳରେ ବିଭିନ୍ନ ଏସେନ୍ସ ମଧ୍ୟ ପକାଇପାରିବେ ଏହାପରେ ଚିନିକୁ ଗ୍ରାଇଣ୍ଡିଂ କରି ଏଥିରେ ମିଶାଇ ଭଲଭାବେ ଗୋଳାନ୍ତୁ ଏବେ ସେଥିରେ ଏକ ଚଲାରେ ଅଟାକୁ ଚଲାଇ ଅଟା ପକାନ୍ତୁ ଏହାପରେ ସେଥିରେ ଅମୁଲ ବା ମିଲ୍କ ପାଉଡର ପକାଇ କ୍ଷୀର ଦେଇ ଭଲଭାବେ ଗୋଳାନ୍ତୁ ଏବେ ସେଥିରେ ଏକ ଚାମଚ ବେକିଂ ପାଉଡର ଏବଂ ଅଧା ଚାମଚର ବେକିଂ ସୋଡା ପକାଇ ମିଶାନ୍ତୁ ଏହାପରେ ସେଥିରେ କାଜୁ ଏବଂ ଅାଲମଣ୍ଡକୁ ଛୋଟ ଛୋଟ ଖଣ୍ଡ କରି ଏଥିରେ ମିଶାନ୍ତୁ ପରେ କଡେଇକୁ ଚୁଲିରେ କଭର ଦେଇ ୫ ମିନିଟ୍ ଗରମ କରନ୍ତୁ କେକ୍ ଟିନ୍ରେ କେକ୍ ମିଶ୍ରଣକୁ ଢାଳି ତା ଉପରେ କିଛି ଅାଲମଣ୍ଡ ସଜାଇ ଏହାକୁ ନେଇ କଡେଇ ଭିତରେ ରଖି ଘୋଡାଇ ଦିଅନ୍ତୁ ଗ୍ୟାସର ଅାଞ୍ଚକୁ ପୂରା କମ୍ କରି ଏହାକୁ ୪୦ ମିନିଟ୍ ପଯର୍ୟନ୍ତ ରଖନ୍ତୁ ଏହାପରେ ଏକ କାଠି ଭିତରକୁ ପୂରାଇ କେକ୍ ହୋଇଛି କି ନାହିଁ ଦେଖି ଓହ୍ଲାଇ ଦିଅନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri