ଖଣ୍ଡପଡ଼ା: ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ଖଣ୍ଡପଡ଼ାରେ ୨ଶହ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସ୍ଥାନୀୟ ଲୋକେ କହନ୍ତି ା ମାତ୍ର ଆଉ ୨ ଦିନ ରଥଯାତ୍ରା ଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ସାରିଛି। ଏଠାରୁ ୨ଟି ରଥ ବାହାରିଥାଏ ା ଗୋଟିଏ ରଥରେ ରାଜ ପରିବାର ଦ୍ୱାରା ପୂଜିତ ଏକକ ଜଗନ୍ନାଥ ଓ ଦ୍ୱିତୀୟ ରଥରେ ଦେବୋତ୍ତର ବିଭାଗ ତତ୍ତ୍ୱାବଧାନରେ ଥିବା ଶ୍ରୀରଘୁନାଥ ଜୀଉ ମନ୍ଦିରର ପାର୍ଶ୍ୱ ଠାକୁର ଭାବେ ବିରାଜିତ ତିନି ଠାକୁର(ଜଗନ୍ନାଥ, ବଳଭଦ୍ର ଓ ମା’ସୁଭଦ୍ରା) ବିଜେ ହୋଇଥାନ୍ତି ା ରଥଗଡାସ୍ଥିତ ରଥ ଖଳାରେ ମା’ ବାଉତି ଠାକୁରାଣୀଙ୍କ ଆଜ୍ଞାମାଳ ପରେ ମହାରଣାମାନେ ରଥଚକ ଡେରା ସମ୍ପୂର୍ଣ୍ଣ କରିବା ପରେ ଜୋର୍‌ସୋରରେ ରଙ୍ଗଦିଆ କାର୍ଯ୍ୟ କରିବାରେ ଲାଗିଛନ୍ତି ା ଏକକ ଜଗନ୍ନାଥଙ୍କ ରଥ ୮ଟି ଚକ ଦ୍ୱାରା ନିର୍ମାଣ କରାଯାଇଛି। ସେହିପରି ଶ୍ରୀ ରଘୁନାଥ ଜୀଉ ମନ୍ଦିରସ୍ଥିତ ୩ ଠାକୁରଙ୍କ ରଥରେ ମଧ୍ୟ ଆଠଟି ଚକ ଲାଗିବା ସହିତ ଘୋଷଯାତ୍ରା ପୂର୍ବ ଦିନ ରଥରେ କପଡା ଆବରଣ କରାଯିବ ବୋଲି ମହାରଣାମାନେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ଝୁଲିରହିଛି ବିଦ୍ୟୁତ୍‌ ତାର:ବିପଦ ଆଶଙ୍କାରେ ସାହିବାସୀ

ଖଣ୍ଡପଡା,୧୧ା୯(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳ ଦେଇ ଯାଇଛି ଦଶପଲ୍ଲା-ଖୋର୍ଦ୍ଧା ରାଜ୍ୟ ରାଜପଥ। ଏହି ରାସ୍ତାର କଣ୍ଟିଲୋ ଅଞ୍ଚଳରେ ବିଦ୍ୟୁତ୍‌ ତାର ଝୁଲିରହିଥିବାରୁ ବିଭିନ୍ନ ସାହି, ବସ୍ତିର ଲୋକେ...

ତାଜା ଭୁଶୁଡ଼ି ୩ ମହିଳା ଆହତ

ନୟାଗଡ଼ ଅଫିସ,୧୪।୮- ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଶରଧାପୁର ଗ୍ରାମରେ ଘରର ତାଜା ଭୁଶୁଡ଼ି ୩ ଜଣ ମହିଳା ଆହତ ହୋଇଛନ୍ତି। ସେମାନେ ହେଲେ ଶରଧାପୁର...

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମରେ ଅବ୍ୟବସ୍ଥା

ନୂଆଗାଁ,୧୦।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଭିନ୍ନ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଛି। ହେଲେ ଅଧିକାରୀ, କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ...

ପାଣି ପାଇଁ ହାହାକାର

ଖଣ୍ଡପଡ଼ା,୨୫ା୫(ସ୍ବ.ପ୍ର.): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। କେତେକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ...

ବଉଳମାଳା ପଥର ବୋଝେଇ ଟ୍ରକ୍‌ ଜବତ ଏସ୍‌କର୍ଟରେ ଯାଉଥିବା ଯୁବକଙ୍କ ସମେତ ୫ ଜେଲ ଗଲେ

ରଣପୁର,୨୪ା୯(ସ୍ବ.ପ୍ର.): ପଡୋଶୀ ଗଞ୍ଜାମ ଜିଲାକୁ ଚୋରାରେ ଚାଲାଣ ହେଉଥିବା ବଉଳମାଳା ପଥର ବୋଝେଇ ୪୦୭ ଟ୍ରକ୍‌କୁ ରଣପୁର ପୋଲିସ ଜବତ କରିଛି। ଏହି ଘଟଣାରେ ଏସ୍‌କର୍ଟରେ...

ମାଓବାଦୀ ଆକ୍ରମଣ ମାମଲା : ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

ନୟାଗଡ଼ ଅଫିସ,୨୭।୩ : ନୟାଗଡ ରିଜର୍ଭ ଅଫିସରେ ୨୦୧୫ରେ ହୋଇଥିବା ମାଓବାଦୀ ଆକ୍ରମଣ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲା ଓ ଦୌରାଜଜ...

ହରିଣ ଶିକାର କରିଥିବା ଯୁବକ ଗଲେ ଜେଲ୍‌

ଗଣିଆ,୧୨ା୧(ଡି.ଏନ.ଏ.): ହରିଣ ଶିକାର ଘଟଣାରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଚଢାଉ କରାଯାଇ ଜଣେ ଶିକାରୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ା...

ମେଧାବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଲେ ଅଣସ୍ବୀକୃତିପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର: ଏନ୍‌ଓସି ନ ଥାଇ ଚାଲିଛି ୧୩ ବିଦ୍ୟାଳୟ

ଖଣ୍ଡପଡ଼ା,୨୧।୮(ସ୍ବ.ପ୍ର)-ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ଖଣ୍ଡପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ)ନ ଥାଇ ୧୩ ଘରୋଇ ବିଦ୍ୟାଳୟ ଚାଲିଥିବା ପ୍ରଶାସନ ସୂତ୍ରରୁ...

Advertisement
Archives

Model This Week