Posted inଖେଳ

କ୍ୱାର୍ଟରଫାଇନାଲରୁ ଓହରିଲେ ଫେଡରର

ରୋମ୍‌,୧୮ା୫ (ଏ.ଏଫ୍‌.ପି.)-ଡାହାଣ ଗୋଡ଼ରେ ଆଘାତପ୍ରାପ୍ତ ଯୋଗୁ ବିଶ୍ୱର ୩ ନମ୍ବର ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ କ୍ୱାର୍ଟର ଫାଇନାଲ ମ୍ୟାଚରୁ ଓହରିଯାଇଛନ୍ତି। ଏଠାରେ ୪ଥର ଫାଇନାଲିଷ୍ଟ ସେମିଫାଇନାଲରେ ପ୍ରବେଶ ପାଇଁ ୮ମ ସିଡ୍‌ ଗ୍ରୀକ୍‌ ଖେଳାଳି ଷ୍ଟିଫାନସ ତିସିତ୍‌ପାସଙ୍କୁ ଭେଟିଥାନ୍ତେ। ସୁଇଜରଲାଣ୍ଡର ଏହି ୨୦ଥର ଗ୍ରାଣ୍ଡସ୍ଲାମ ବିଜେତା ୨୦୧୫ପରେ ପ୍ରଥମ ଥର ଫ୍ରେଞ୍ଚ ଓପନକୁ ପ୍ରତ୍ୟାବର୍ତ୍ତନ ଲାଗି ପ୍ରସ୍ତୁତିର ଅଂଶବିଶେଷ ଇଟାଲିଆନ ଓପନ ଖେଳୁଥିଲେ। ଫେଡରର କହିଛନ୍ତି, ମୁଁ ଶତପ୍ରତିଶତ ଫିଟ୍‌ ଅନୁଭବ କରୁ ନ ଥିବାରୁ ଦୁଃଖର ସହିତ ମ୍ୟାଚରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିଲି। ରୋମ୍‌ ମୋର ଅନ୍ୟତମ ପସନ୍ଦ ସହର। ଆସନ୍ତା ବର୍ଷ ମୁଁ ଏହି ଟୁର୍ନାମେଣ୍ଟ ଖେଳିବା ଲାଗି ପୁଣି ଆସିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ,୧୬।୭: ଆଗାମୀ ଟି୨୦ ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। କାରଣ ଦୁଇ ଦଳକୁ ସମାନ ଗ୍ରୁପରେ ରଖାଯାଇଛି। ଅକ୍ଟୋବର ୧୭ରୁ...

ବର୍ଷା ଲାଗି ବାତିଲ ହେଲା ୨ ମ୍ୟାଚ୍‌

ମେଲବୋର୍ନ,୨୮ା୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି ୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍‌...

ଶୀର୍ଷସ୍ଥାନରେ ସ୍ଥିତି ମଜଭୂତ କଲେ ଜୋକୋଭିଚ୍‌

ପ୍ରାରିସ,୧୫।୭(ଏଏଫ୍‌ପି)- ନୋଭାକ ଜୋକୋଭିଚ୍‌ ସଫଳତାର ସହ ଓ୍ବିମ୍ବେଲଡନ ଓପନ ଟାଇଟଲ ବଜାୟ ରଖିଛନ୍ତି। ଏହି ବିଜୟ ଯୋଗୁ ସର୍ବିଆ ଖେଳାଳି ଏଟିପି ର଼୍ୟାଙ୍କିଙ୍ଗ୍‌ ଶୀର୍ଷ ସ୍ଥାନରେ...

ଟ୍ରାକ୍‌କୁ ଫେରିବ ଫର୍ମୁଲା ଓ୍ବାନ୍‌ ରେସ୍‌

ପ୍ୟାରିସ, ୩|୬ (ଏପି)- କରୋନା ଭାଇରସ୍‌ ଯୋଗୁ ସ୍ଥଗିତ ରହିଥିବା ଫର୍ମୁଲା ଓ୍ବାନ୍‌ ରେସ୍‌ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁଲାଇ ମାସରେ ପଛକୁ ପଛ...

ବିରାଟଙ୍କ ସମକକ୍ଷ ହେଲେ ରୋହିତ, ପଛରେ ପଡ଼ିଲେ ବାବର

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତ। ଦଳ ଏହି ମ୍ୟାଚ୍‌ରେ ଅତିଥି ଟିମ୍‌କୁ ପରାସ୍ତ କରି...

ଆଇପିଏଲ୍‌ ନିଲାମ ପାଇଁ ମନୋନୀତ ହେଲେ ୬ ଓଡ଼ିଆ କ୍ରିକେଟର୍‌

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଚଳିତ ବର୍ଷ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଉଛି। ଏହା ପୂର୍ବରୁ ଏବେ ବିଭିନ୍ନ ଦଳ ପକ୍ଷରୁ ଖେଳାଳିଙ୍କୁ ଛାଡିବା ଏବଂ ରଖିବା ପ୍ରକ୍ରିୟା...

ଆଦିତ୍ୟ ଚାମ୍ପିୟନ, ସାର୍ଥକଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୧୨ତମ ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲର ‘ବି’ କାଟେଗୋରି ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ୧୦ ରାଉଣ୍ଡ...

କୋଭିଡ-୧୯: ବକ୍ସର ଜୋଶୁଆଙ୍କ ସମ୍ପର୍କୀୟ ମୃତ

ଲଣ୍ଡନ,୨।୪(ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣରେ ବିଶ୍ୱ ହେଭିଓ୍ବେଟ ଚାମ୍ପିୟନ ଆନ୍ଥୋନୀ ଜୋଶୁଆଙ୍କ ଜଣେ ସମ୍ପର୍କୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ବ୍ରିଟେନର ଏହି ତାରକା ବକ୍ସର...

Advertisement
Archives

Model This Week