କ୍ୟୁଟ ଅନ୍ଦାଜରେ ବାର୍ଥଡେ ମନାଇଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ ସମୟରେ ତାଙ୍କର କ୍ୟୁଟ ଅନ୍ଦାଜରେ ମସ୍ତିଭରା ଭିଡିଓ ଭାଇରାଲ ହୋଇଥାଏ। ଇତିମଧ୍ୟରେ ତାଙ୍କର ବର୍ଥଡେ କେକ୍‌ କଟିଂର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅନନ୍ୟା ବେଶ୍‌ ଖୁସିଥିବା ଜଣାପଡ଼ୁଛନ୍ତି। ଅନନ୍ୟା ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ’ ଶୁଟିଂରେ ବ୍ୟସ୍ତ ରହିଛନ୍ତି। ଶୁଟିଂ ସେଟ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କ ପାଇଁ ଏକ ବର୍ଥଡେ ପାର୍ଟିର ଆୟୋଜନ କରିଥିଲେ। ଏହି ଅବସରରେ ଫିଲ୍ମ ସେଟ୍‌ର ପୂରା ଟିମ୍‌, କାର୍ତ୍ତିକ ଓ ଭୂମି ପେଦନେକର ସାମିଲ ହୋଇଥିଲେ। କେକ୍‌ କାଟିବା ପରେ ଅନନ୍ୟା ପ୍ରଥମେ କାହାକୁ ନ ଦେଇ ପିଲାଳିଆମି ଭାବେ ନିଜେ ଖାଇଦେଇଥିଲେ। ହେଲେ ପରେ ସମସ୍ତଙ୍କୁ ଖୁଆଇଥିଲେ। ଏହାପରେ ସେଟ୍‌ରେ ସେ ନାଚୁଥିବାର ଦେଖିବାକୁ ମିଳିଛି। ଉକ୍ତ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହେବା ପରେ ଅନନ୍ୟାଙ୍କ ଏହି କ୍ୟୁଟ ଅନ୍ଦାଜକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଦର୍ଶକ ପାଗଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ଦର୍ଶକଙ୍କୁ ପାଗଳ କରିଦେଇଛି। ସେ ଘରୁ...

ବିବାହ ବନ୍ଧନରେ ଅକ୍ଷୟ, ଡାକ୍ତରାଣୀଙ୍କ ଧରିଲେ ହାତ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଧାରାବାହିକ ପାଣ୍ଡ୍ୟା ଷ୍ଟୋର ଅଭିନେତା ଅକ୍ଷୟ ଖରୋଦିୟା। ପ୍ରେମିକା ତଥା ପେସାରେ ଡାକ୍ତର ଥିବା ଦିବ୍ୟା ପୁନେଥାଙ୍କ...

ନିର୍ବନ୍ଧ ପରେ ବି ଏହି ବ୍ୟକ୍ତିଙ୍କ ପାଇଁ କରିଶ୍ମା-ଅଭିଷେକଙ୍କ ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କ ପ୍ରୋଫେସନାଲ ହେଉ କି ପର୍ସନାଲ ଲାଇଫ୍‌ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ବଲିଉଡ୍‌ରେ ଏଭଳି କିଛି ସେଲିବ୍ରିଟି...

ଦିନେ ଟଙ୍କା ପାଇଁ କୀର୍ତ୍ତନରେ ଗାଉଥିଲେ ଗୀତ, ଏବେ ବହୁ କୋଟି ଟଙ୍କାର ମାଲିକ

ଗାୟକ ତଥା ସ୍କ୍ରିପ୍ଟ ଲେଖକ ଦିଲଜିତ ଦୋସାଞ୍ଜଙ୍କୁ ଆଜି ୩୮ ବର୍ଷ ପଦାର୍ପଣ କରିଛନ୍ତି। ଆଜି ସେ କେବଳ ପଞ୍ଜାବୀ ଇଣ୍ଡଷ୍ଟ୍ରିର ନୁହେଁ ବରଂ ହିନ୍ଦୀ...

ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା

ବେଳେବେଳେ ଆଶା କରୁଥିବା ଜିନିଷ ହାତ ପାଆନ୍ତାରେ ମିଳିଯାଏ। ଦେଖୁନାହାନ୍ତି ମନପସନ୍ଦର ଭୂମିକାଟିଏ ପାଇବା ପରେ ଓଲିଉଡ୍‌ର ପାଗଳପ୍ରେମୀ ସବ୍ୟସାଚୀ କେମିତି ଖୁସିରେ ଉଛୁଳୁଛନ୍ତି। ଓଡ଼ିଆ-ଛତିଶଗଡି...

ସଲମାନଙ୍କ ବ୍ରେସ୍‌ଲେଟ୍‌ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର

ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍‌ ଖାନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍‌କାରରେ...

ଛାଡପତ୍ର ପରେ ସ୍ବାମୀଙ୍କଠାରୁ ଭରଣପୋଷଣ ନେବାକୁ ଚାହୁଁନାହାନ୍ତି ଏହି ଅଭିନେତ୍ରୀ

ଦୁଇ ମାସ ପୂର୍ବେ ଟିଭି ଅଭିନେତ୍ରୀ ନିଶା ରାୱଲ ଏବଂ କରଣ ମେହେରାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ଏହା ପରେ ଉଭୟ ଅଲଗା...

ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି

ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍‌ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ...

Advertisement
Archives

Model This Week