Posted inଖେଳ

କ୍ରିକେଟ ଖେଳରେ ମଙ୍କଡିଙ୍ଗ ଆଉଟ କ’ଣ ଜାଣନ୍ତି କି?

କ୍ରିକେଟ ଖେଳରେ ଅନେକ ପ୍ରକାରର ଆଉଟ୍‌ ରହିଛି। ସେଥିମଧ୍ୟରୁ ମଙ୍କଡିଙ୍ଗ ଆଉଟ୍‌ ଅନ୍ୟତମ। ଏହି ଆଉଟ୍‌ ଜଣାଶୁଣା ହୋଇ ନ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ୯ ଜଣ ବ୍ୟାଟ୍ସମ୍ୟାନ୍‌ ଏହି ଆଉଟ୍‌ ହୋଇଛନ୍ତି।
ମଙ୍କଡିଙ୍ଗ ଆଉଟ କଣ?
ମ୍ୟାଚ ଚାଲୁଥିବା ସମୟରେ ନନ ଷ୍ଟ୍ରାଇକର ବୋଲିଂ ପୂର୍ବରୁ କ୍ରିଜ ଛାଡି ଆଗକୁ ପଳାଇଯାଇଥିବା ସମୟରେ ବୋଲର ଉକ୍ତ ଷ୍ଟମ୍ପରେ ବଲ ମାରି ଆଉଟ କରିପାରିବେ। ଏହି ମଙ୍କଡିଙ୍ଗ ଆଉଟ ୧୯୪୭ ମସିହା ଡିସେମ୍ବର ୧୩ ତାରିଖରେ ଭାରତୀୟ ଖେଳାଳି ବିନୁ ମଙ୍କଡ ଅଷ୍ଟ୍ରେଲିଆ ଖେଳାଳି ବିଲ ବ୍ରାଉନଙ୍କୁ ଆଉଟ କରିଥିଲେ। ଏହି ରନ ଆଉଟକୁ ଅନୌପୋଚାରିକ ଭାବେ ମଙ୍କଡିଙ୍ଗ ଆଉଟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକଙ୍କ ପିତା ହେବା ଖବର ଶୁଣି ଏମିତି କହିଲେ କୋହଲି

ପୁଣି ଏକ ନୂଆ ବାଉନ୍ସର ଛାଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ନୂଆବର୍ଷର ଠିକ ପୂର୍ବଦିନ ଅଚାନକ ନିଜ ନିର୍ବନ୍ଧ ଖବର ଦେଇ...

ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି

ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍‌ ମଧ୍ୟରେ ଟପ୍‌...

ମୋ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ଧୋନୀଙ୍କ ଟିପ୍ସ : ନଟରାଜନ

ମୁମ୍ବାଇ,୭ା୪ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଟିପ୍ସ ଯୋଗୁ ମୋ ବୋଲିଂ ଆହୁରି ଘାତକ ହୋଇପାରିଛି ବୋଲି କହିଛନ୍ତି ବାମହାତୀ ୟର୍କର ସ୍ପେଶାଲିଷ୍ଟ...

ଇଂରାଜୀ ଗୀତ ଛାଡି ପଞ୍ଜାବୀ ଗୀତରେ ପରିବାର ସହ ନୃତ୍ୟ କଲେ ଏହି ବିଦେଶୀ କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩...

ପ୍ରଥମ ଓଭରରେ ଉନାଡକଟ୍‌ଙ୍କ ହାଟ୍ରିକ୍‌

ରାଜକୋଟ,୪।୧: ଭାରତୀୟ ଦଳ ପାଇଁ ୧୦ ବର୍ଷ ପରେ ଟେଷ୍ଟ ଖେଳିଥିବା ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି।...

ରୋହିତଙ୍କ ପରେ ମୟଙ୍କଙ୍କ ଶତକ: ଭାରତ ବଡ ସ୍କୋର ଆଡକୁ ଅଗ୍ରସର

ବିଶାଖାପାଟଣା,୩।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ସ୍ଥିତି ମଜଭୁତ ହୋଇଛି। ହିଟମ୍ୟାନ ରୋହିତ୍‌ ଶର୍ମାଙ୍କ...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୨ା୧ (ପି.ଟି.)-ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଟିକେ ମୋହନବାଗାନ ବିଜୟ ଲାଭ କରିଛି।...

ପ୍ରଥମ ଟେଷ୍ଟ: ପଲ୍‌ଙ୍କ ସ୍ଥାନରେ କୁମିନ୍ସ

ନର୍ଥ ସାଉଣ୍ଡ୍‌ (ଆଣ୍ଟିଗୁଆ), ୨୨।୮- ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାରଠାରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଘରୋଇ...

Advertisement
Archives

Model This Week