Posted inଖେଳ

କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍‌ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି କୋହଲି। ଏବେ ବିଶ୍ୱକ୍ରିକେଟରେ ରାଜ୍‌ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସେ ପଛରେ ପକାଇ ଦେବେ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି। ୧୯୮୮ ମସିହା, ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ। ୨୦୦୮ ଶ୍ରୀଲଙ୍କା ବିପକ୍ଷରେ ଅଗଷ୍ଟ ୧୮ରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ୮୨ଟି ଷ୍ଟେ ଖେଳି ୫୪.୮ ହାରରେ ମୋଟ ୭୦୬୬ ରନ୍‌ କରିଛନ୍ତି। ସେଥିମଧ୍ୟରୁ ୨୬ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ୨୩୦ଟି ଏକ ଦିବସୀୟ ମ୍ୟାଚ୍‌ରୁ ୬୦.୩ ହାରରେ ୧୧୫୨୦ ରନ୍‌ କରିଛନ୍ତି। ସେଥିମଧ୍ୟରେ ୪୩ଟି ଶତକ ଏବଂ ୫୪ଟି ଅର୍ଦ୍ଧଶତକ ସାମିଲ ଅଛି। ଟି-୨୦ରେ ୭୨ଟି ମ୍ୟାଚରୁ ୫୦.୦ ହାରରେ ୨୪୫୦ ରନ୍‌ କରିଛନ୍ତି। ସେଥିରେ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାର ସ୍ବସ୍ତିଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୪ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଦୀନେଶ କୁମାର ସ୍ବର୍ଣ୍ଣ ପଦକ ଜିତିବାର ଗୋଟିଏ...

ସିମରଜିତ ଜିତିଲେ ଗୋଲ୍ଡେନ ଟ୍ରାଙ୍ଗଲ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡ୍‌ଭେଞ୍ଚର କ୍ଲବ ଆନୁକୂଲ୍ୟରେ ଗୋଲ୍ଡେନ ଟ୍ରାଙ୍ଗ୍‌ଲ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୫ମ ସଂସ୍କରଣ ରବିବାର ଅନୁଷ୍ଠିତ ହୋଇ...

କ୍ରିକେଟରେ ‘ଦ ହଣ୍ଡ୍ରେଡ’ ପ୍ରତିଯୋଗିତା: ଜାଣନ୍ତୁ କେମିତି ଖେଳାଯିବ

ନୂଆଦିଲ୍ଲୀ,୨୨।୧୦: କ୍ରିକେଟକୁ ଅଧିକ ରୋମାଞ୍ଚକ କରିବା ପାଇଁ ବିଭିନ୍ନ ଉପାୟ ଆପଣାଯାଉଛି। ଟି-୨୦ଠାରୁ ଆରମ୍ଭ କରି ୧୦ ଓଭର ବିଶିଷ୍ଟ ମ୍ୟାଚ ମଧ୍ୟ ଆୟୋଜନ କରାଯାଉଛି।...

ସିଏସ୍‌କେ, ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ, ୮ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଆରମ୍ଭ ପୂର୍ବରୁ ସିଏସ୍‌କେ ଓ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ୟାନଙ୍କୁ ମିଳିଛି...

ଗୋଟିଏ ଭୁଲ୍‌ ପାଇଁ ଆଫଗାନିସ୍ତାନର ସ୍ବପ୍ନ ଧୂଳିସାତ୍‌

ଆଣ୍ଟିଗୁଆ,୨।୨:ଇଂଲଣ୍ଡ ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ପ୍ରଥମ ସେମିଫାଇନାଲରେ ସେମାନେ ଡକ ଓ୍ବର୍ଥ-ଲୁଇସ ନିୟମ ଆଧାରରେ ଆଫଗାନିସ୍ତାନକୁ ୧୫ ରନ୍‌ରେ ପରାସ୍ତ କରିଥିଲେ। ଏହା...

ଅମନଙ୍କୁ ବ୍ରୋଞ୍ଜ ପଦକ

ଜାଗ୍ରେବ୍‌ (କ୍ରୋଏସିଆ),୩ା୨ (ପି.ଟି.): ଭାରତର ଅମନ ଶେରାଓ୍ବତ ଏଠାରେ ଚାଲିଥିବା ଜାଗ୍ରେବ୍‌ ଓପନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ୧୭ ବର୍ଷୀୟ...

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି।...

ମାତ୍ର ୫୨ ବଲ୍‌ରେ ଧୂଆଁଧାର ଶତକ ହାସଲ କରି ଇତିହାସ ରଚିଲେ ଏହି ୨୦ ବର୍ଷୀୟ କ୍ରିକେଟର୍‌

ମୁମ୍ବାଇ,୨୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକାଲ୍‌ ଆଇପିଏଲ ୨୦୨୧ରେ ପ୍ରଥମ ଶତକ ହାସଲ କରିଛନ୍ତି। ୨୦ ବର୍ଷୀୟ ପଡିକାଲ୍‌ ୫୧ଟି ବଲରେ...

Advertisement
Archives

Model This Week