Posted inଜାତୀୟ

କୋମାରେ ଯୋଗୀ

ରାୟପୁର,୧୦।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏବେ ସେ କୋମାକୁ ଚାଲିଯାଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଶନିବାର ସେ ହୃଦରୋଗରେ ପୀଡ଼ିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍‌: ରାହୁଲ

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ମୋଦିି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ...

ଅର୍ଥନୀତିରେ ବିପର୍ଯ୍ୟୟ ଆଣିପାରେ ଦୁର୍ବଳ ମୌସୁମୀ

ନୂଆଦିଲ୍ଲୀ,୨୦।୬(ପି.ଟି.): ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପରେ ମୌସୁମୀ ଆସିଥିଲେ ହେଁ ଏହା ଅତ୍ୟନ୍ତ ଧିମା ଗତିରେ ଅଗ୍ରସର ହେଉଛି। ମୌସୁମୀ ଦୁର୍ବଳ ରହିଲେ ଭାରତର କୃଷିଭିତ୍ତିକ...

ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ...

ଅସୁସ୍ଥ ଅଛନ୍ତି ଗେହଲୋଟ, ପଞ୍ଜାବ-ଅଜମେର ଗସ୍ତ ହେଲା ବାତିଲ

ଜୟପୁର,୨୭।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅସୁସ୍ଥତା ସତ୍ତ୍ୱେ ଗୁରୁବାର...

ପୋଲିସ ଗୁଳିରେ ଭାଜପା ନେତାଙ୍କ ସ୍ତ୍ରୀ ମୃତ

ମୋରାଦାବାଦ/ଡେରାଡୁନ୍‌,୧୩।୧୦: ଉତ୍ତରପ୍ରଦେଶ ପୋଲିସ ଟିମ୍‌ ଏବଂ ଉତ୍ତରାଖଣ୍ଡ ସୀମାନ୍ତ ଗ୍ରାମର ଅଧିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ସ୍ଥାନୀୟ ଭାଜପା ନେତାଙ୍କ ସ୍ତ୍ରୀ ପ୍ରାଣ ହରାଇବା...

ଟଏଲେଟ୍‌ ସହ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଭୋପାଳ,୧୦।୧୦:ଘରେ ଘରେ ପାଇଖାନା ଲାଗି ସଚେତନତା ସୃଷ୍ଟି ପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି। ବିବାହ ସ୍ଥିର ହୋଇଥିବା ବର ଯଦି ପାଇଖାନାରେ...

ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫...

୫ ମିନିଟ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହେବାରୁ ଚାଲିଗଲା ୨୨ ଜୀବନ! ହସ୍ପିଟାଲ୍‌ ସିଲ୍‌

ଆଗ୍ରା,୮। ୧୧: ଆଗ୍ରାର ଏକ ପ୍ରାଇଭେଟ ହସ୍ପିଟାଲରେ ଅକ୍ସିଜେନ ମକ ଡ୍ରିଲ ବେଳେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ...

Advertisement
Archives

Model This Week