କେଇଟା ଦିନ ପରେ ଦୁର୍ଗାପୂଜା: ଘରକୁ ଦିଅନ୍ତୁ ଟ୍ରାଡିଶନାଲ ଲୁକ୍‌

ଦିନ କେଇଟା ପରେ ଦୁର୍ଗାପୂଜା। ଏହି ସମୟରେ ଫେଷ୍ଟିଭ ସିଜନ୍‌ରେ ଘରକୁ କିପରି ଦେବେ ଟ୍ରାଡିଶନାଲ ଲୁକ୍‌, ଜାଣନ୍ତୁ ଏ ସମ୍ପର୍କରେ..

ଡ୍ରଇଂରୁମ୍‌ ସେଣ୍ଟର ପିସ୍‌ କିମ୍ବା କର୍ନର ରଖା ହୋଇଥିବା ଫ୍ଲାଓ୍ବାର ଆରେଞ୍ଜମେଣ୍ଟ ପୂଜାର ମାହୋଲକୁ ଆହୁରି ବଢ଼ାଇ ଦେଇଥାଏ। କାହିଁକି ନା ଫୁଲ ହେଉଛି ଖୁସିର ପ୍ରତୀକ। ଏହାଦ୍ୱାରା ଘରର ପରିବେଶ ନୂଆ ନୂଆ ଲାଗିଥାଏ ଓ ସୁନ୍ଦର ଦେଖାଯାଏ।

ଘରର ମୁଖ୍ୟ ଦ୍ୱାରରେ ଫୁଲରେ ତିଆରି ଘଣ୍ଟି ଟାଙ୍ଗିପାରିବେ। ଏହାକୁ ଫୁଲର ରଙ୍ଗୋଲିରେ ସଜାନ୍ତୁ।

ପୂଜାରେ ଘରକୁ ରଙ୍ଗବେରଙ୍ଗ ଫୁଲ ଦ୍ୱାରା ସଜେଇ ଆପଣ ଦେଇପାରିବେ ଟ୍ରାଡିଶନାଲ ଏବଂ ନୂଆ ଲୁକ୍‌।

ବଜାରରେ ବିଭିନ୍ନ ପ୍ରକାର ଆର୍ଟିଫିସଆଲ ଫୁଲରେ ପ୍ରସ୍ତୁତ ଡେକୋରେଟିଭ୍‌ ପିସ୍‌ ମିଳୁଛି। ଯାହାକୁ ଆପଣ ଘରର କୋଣରେ ଦୀପ ଓ କ୍ୟାଣ୍ଡେଲ ଦ୍ୱାରା ସଜାଇପାରିବ।

ପର୍ଟ ହୋଲଡର୍ସରେ ଗେଣ୍ଡୁଫୁଲ ପକାଇ ତାକୁ କବାଟ ପାଖରେ ଟାଙ୍ଗି ଦିଅନ୍ତୁ। ମାଟିର ପର୍ଟ ଯଦି ଲଗାଇବାକୁ ଚାହୁଁଛନ୍ତି ପ୍ରଥମେ ତାକୁ ଡେକୋରେଟ୍‌ କରିଦିଅନ୍ତୁ। ସଜାହୋଇଥିବା ପର୍ଟ ସୁନ୍ଦର ଦେଖାଯାଇଥାଏ।

ଟେରାକୋଟା କରାହୋଇଥିବା କୁଣ୍ଡରେ ପାଣି ଦେଇ ସେଥିରେ ଗୋଲାପ ପାଖୁଡ଼ା ପକାଇ ସେଣ୍ଟର ଟେବୁଲ ପାଖରେ ସଜାଇ ଦିଅନ୍ତୁ।

କଲରଫୁଲ ଫ୍ଲାଓ୍ବାର ନେଇ ସେଥିରେ ଘରର କୋଣ ସବୁକୁ ସଜାଇ ଦିଅନ୍ତୁ। ଏହା ଉପରେ ଛୋଟ ଛୋଟ ଦୀପ ରଖି ଦିଅନ୍ତୁ।

ଘରକୁ ଫେଷ୍ଟିଭ ଲୁକ୍‌ ଦେବାକୁ ହେଲେ ତୋରଣ ବି ଭଲ ଅପ୍‌ସନ। ମାର୍କେଟରେ ଫ୍ଲୋରାଲ ତୋରଣ ଉପଲବ୍ଧ । ଏହାକୁ ଆଣି ଘରେ ଆପଣ ସଜାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri