Posted inଫୁରସତ

କୁକୁର କଲା ରେକର୍ଡ

ଗୋଲ୍ଡେନ୍‌ ରିଟ୍ରିଭର୍‌ ପ୍ରଜାତିର ଏହି କୁକୁରର ଫଟୋ ଦେଖି ଭାବୁଥିବେ ଏହି ସୁନ୍ଦର କୁକୁରଟି ଲୋଭରେ ମେଞ୍ଚେ ଖାଦ୍ୟ ପାଟିରେ ପୂରାଇଛି। ହେଲେ ନା। କୁକୁରଟି ପାଟିରେ ୫ଟି ଟେନିସ୍‌ ବଲ୍‌ ପୂରାଇଛି। ସେ ପୁଣି ରେକର୍ଡ ପାଇଁ, ଯାହାକି ଆଗରୁ କୌଣସି କୁକୁର କରିପାରି ନାହାନ୍ତି। ଅଗି ନାମକ ଏହି କୁକୁର ଏକାଥରେ ପାଞ୍ଚଟି ବଲ୍‌ ପାଟିରେ ଧରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ଅଗିର ବୟସ ୬ ବର୍ଷ। ସେ ବହୁତ ଆରାମରେ ୫ଟି ଯାକ ବଲ୍‌ ପାଟିରେ ଧରି ପାରେ। ଆଉ ତାକୁ ଦେଖିଲେ ଭାରି କୌତୁକିଆ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧିହେଲେ ଘୋଡ଼ା-ଘୋଡ଼ୀ, ଫଟୋ ଭାଇରାଲ

ବେଙ୍ଗାଲୁରୁ: କର୍ନାଟକ ରାଜଧାନୀ ବେଙ୍ଗାଲୁରୁର କୁବନ ପାର୍କରେ ଏକ ଘୋଡ଼ା(ରାଜା) ଏବଂ ଘୋଡ଼ୀ(ରାଣୀ)ର ବିବାହ ଭାଲେଣ୍ଟାଇନ୍ସ ଡେ’ରେ ସମ୍ପନ୍ନ ହୋଇଛି। ଏହି ବିବାହ ପାରମ୍ପରିକ ରୀତିନୀତିରେ...

ପନିପରିବା ମଞ୍ଜିରୁ ମହିଳା ତିଆରି କଲେ ଇକୋ ଫ୍ରେଣ୍ଡଲୀ ରାଖୀ

ରାୟପୁର,୩।୮: କୁହାଯାଏ, ଯଦି ତୁମର ପ୍ରତିଭା ଅଛି ତେବେ ତୁମକୁ କେହି ଅଟକାଇ ପାରିବେ ନାହିଁ। ଆଉ ତୁମର ପ୍ରତିଭା ହିଁ ନିଜେ ନିଜର ପଥ...

ଉନ୍ନତିର ସରଳ ଉପାୟ

ଆମ ପୁରାଣ କିମ୍ବଦନ୍ତୀଠାରୁ ନେଇ ଇତିହାସ, ସାମାଜିକ ବିଜ୍ଞାନର ପରିସର ଭିତରେ ଯିଏ ଯେତେ ବଡ଼ ପଦବୀରେ ରହିଛନ୍ତି, ସେଥିରୁ ମୋ ଆଖିରେ ଅଧିକାଂଶ ବହୁପତ୍ନୀ...

ଟିକା ନେଲେ ମିଳିବ ମାଗଣା ମଦ!

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ଆଶଙ୍କା ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାରୀ...

ଦୀପାବଳି ପୂର୍ବରୁ ମହିଳା କିଣିଲେ ଚକୋଲେଟ୍‌: ପ୍ୟାକେଟ୍‌ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌

ଭାରତରେ ଦୀପାବଳି ସମୟରେ ଲୋକମାନେ ପରସ୍ପର ପାଇଁ ଉପହାର କିଣିଥାନ୍ତି। ଏହି ଅବସରରେ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ମିଠା କିମ୍ବା ଚକୋଲେଟ ଉପହାର ରୂପେ ଦେବାକୁ...

ବିବାହରେ ସିଂହ ଛୁଆ ସହ ଫଟୋଶୁଟ୍‌ କଲେ ବର-କନ୍ୟା, ଆଉ ତାପରେ…

ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ଚାହାନ୍ତି। ଏଥିପାଇଁ ସେମାନେ କିଛି ବିଶେଷ ବ୍ୟବସ୍ଥା ମଧ୍ୟ କରିଥାନ୍ତି। ହେଲେ ପାକିସ୍ତାନର...

ଭାରତର ସବୁଠୁ ଧନୀ ମହିଳା କିଏ ଜାଣନ୍ତି

ନୂଆଦିଲ୍ଲୀ,୨୬।୩: ବିଶ୍ୱର ଧନୀ ତାଲିକାରେ ମହିଳାମାନେ ପୁରୁଷଙ୍କଠାରୁ ପଛରେ ନାହାନ୍ତି। ଆମେରିକା, ଜର୍ମାନୀ, ଇଟାଲୀ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶରୁ ମହିଳାମାନେ ଧନୀ ତାଲିକାରେ...

ଏହି ମନ୍ଦିରରେ ଦୀପରୁ ବହେ କେଶର ଠୋପା…

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ରହସ୍ୟର ସମାଧାନ କରିବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ...

Advertisement
Archives

Model This Week