କିଶୋରନଗର ବ୍ଲକରେ ଅଘୋଷିତ ବିଦ୍ୟୁତ କାଟ, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ

ବଇଣ୍ଡା,୬।୮ଡି.ଏନ.ଏ.)- କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ଧରଡ଼ପାଳ, ନତଡା, କ୍ଷେତି ଅଞ୍ଚଳରେ ଗତ କିଛିଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛିଦିନ ହେବ ମଧ୍ୟାହ୍ନରେ ୮ରୁ୧୦ ଥର ବିଦ୍ୟୁତ କାଟ ହେଉଥିବାବେଳେ ରାତିରେ ୭.୩୦ ରୁ ୮.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି। ଫଳରେ ଛାତ୍ରୀଛାତ୍ରମାନେ ପାଠପଢି ପାରୁ ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସେହିପରି ବର୍ଷା ସମୟରେ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ବାମୁର ସେସୁ ବିଭାଗର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ପରିବା ଦୋକାନୀଙ୍କ ଜୀବନ ଗଲା

ବନ୍ତ,୯ା୧(ଡି.ଏନ୍‌.ଏ.): ସୋମବାର ଭୋର୍‌ ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ...

ସିଆରପିଏଫ୍‌ କ୍ୟାମ୍ପରେ ଏସ୍‌ଆଇଙ୍କୁ ପିଟିପିଟି ମାରିଦେଲେ

ମାଲକାନଗିରି,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଭେଙ୍କେଟପୁରମ୍‌ ପୋଲିସ ଷ୍ଟେଶନ ଅନ୍ତର୍ଗତ ସିଆରପିଏଫ୍‌ କ୍ୟାମ୍ପରେ ରବିବାର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।...

ଜିଲାସ୍ତରୀୟ ସ୍ବାଧୀନତା ଦିବସ: ଖୋର୍ଦ୍ଧାରେ ତ୍ରିରଙ୍ଗା ଉଡ଼ାଇଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୫ତମ ଜିଲାସ୍ତରୀୟ ସ୍ବାଧୀନତା ସମାରୋହ ବିଜେବି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସନତ ମହାନ୍ତି ପତାକା...

ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ

ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା...

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ: ସୁନା,ଗାଡି ସହ ନଗଦ ୬୬ ହଜାର ଟଙ୍କା ଜବତ

କେସିଙ୍ଗା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ୱାର୍ଡ ନମ୍ବର ୭ ସ୍ଥିତ ଓମନଗର ପଡାରେ ଥିବା ବନବିଭାଗର ରେଞ୍ଜର କେଶବ ମାଝୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ...

୨ ଗୃହରେ ଚାଲିଛି ୫ ଶ୍ରେଣୀ, ପଢୁଛନ୍ତି ୨୧୭ ଛାତ୍ରୀଛାତ୍ର

ଆଳି,୨୪ା୪(ଡି.ଏନ.ଏ.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଘଟିଛି ତାହାର ଏକ ଜ୍ୱଳନ୍ତ...

ବାଲୁକୁରୀ ଛକରେ ବୋମାମାଡ଼ : ଜଣେ ଗୁରୁତର, ୨ ଆହତ

ଚାନ୍ଦବାଲି,୧୬।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଲୁକୁରୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ଜଣେ...

ଫେକ୍‌ ଆକାଉଣ୍ଟରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ, ଯୁବକ ଗିରଫ

ପାଟଣା, ୮।୯(ସ୍ବ. ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ମା’ ବାପାଙ୍କ ଅଶ୍ଲୀଳ ଫଟୋ...

Advertisement
Archives

Model This Week