Posted inଖେଳ

କାହା ସହ ହାତ ମିଳାଇବେ ନାହିଁ ଦକ୍ଷିଣ ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ,୯।୩- ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭାରତ ଗସ୍ତରେ ଥିବାବେଳେ କାହା ସହ ହାତ ମିଳାଇବେ ନାହିଁ। ଏ ନେଇ ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ସୋମବାର ପ୍ରକାଶ କରିଛନ୍ତି। କରୋନା ଭାଇରସର ପ୍ରକୋପ ଯୋଗୁ କ୍ରିକେଟ ଦକ୍ଷିଣ ଆଫ୍ରିକା ଏହି ନିଷ୍ପତ୍ତି ନେଇଛି। ଭାରତରେ ଭାଇରସ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ୪୩ ଛୁଇଁଛି। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଆଜି ଦେଶରେ ପହଞ୍ଚିଛି। ଦଳର ଖେଳାଳିମାନେ ସ୍ବାସ୍ଥ୍ୟ ଜନିତ କୌଣସି ସୁରକ୍ଷା ଭଙ୍ଗ କରିବେ ନାହିଁ। ଆମେ କାହା ସହ ହାତ ମିଳାଇବୁ ନାହିଁ। ଏହା ଦ୍ୱାରା ଆମ ଖେଳାଳିମାନେ ସୁରକ୍ଷିତ ରହିବେ ବୋଲି ମୁଖ୍ୟ ଚିନ୍ତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୩ ଫିଫା ମହିଳା ବିଶ୍ୱକପ୍‌: ମିଳିତ ଭାବେ ଆୟୋଜନ କରିବେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ

ଜେନିଭା,୨୬।୬(ଏପି): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ୨୦୨୩ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବେ। ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ...

ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ! ବିସିସିଆଇ ଦେଲା ଏହି ବଡ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୯: କରୋନା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଏବେ ବାତିଲ କରିଦିଆଯାଇଛି। ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ମୁକାବିଲାକୁ ବାତିଲ...

ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କୁ ସ୍ତ୍ରୀ ମାଗିଲେ କ୍ଷମା; କହିଲେ ‘ସରି ରୋ’; ଜାଣନ୍ତୁ ଏପରି…

ନୂଆଦିଲ୍ଲୀ,୩୦।୬: ଭାରତୀୟ ଟିମ୍‌ର ଓପନର ରୋହିତ ଶର୍ମାଙ୍କୁ ସ୍ତ୍ରୀ ରୀତିକା ସଜଦେହ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଏକ ମଜାଳିଆ ଭିଡିଓ ଶେୟାର କରି ସ୍ବାମୀଙ୍କଠାରୁ...

ପଡିଆକୁ ଯିବା ପୂର୍ବରୁ ଟଏଲେଟ୍‌ ଯାନ୍ତି, ରୋହିତ୍‌ ଶର୍ମାଙ୍କୁ ମୋଜା ମାଗନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନଙ୍କ ମଧ୍ୟ ଭଲ ବନ୍ଧୁତା ଅଛି। ଦୁହେଁ କ୍ରିକେଟ୍‌ ପଡିଆରେ ଅନେକ ରେକର୍ଡ...

ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ମାଞ୍ଚେଷ୍ଟର, ୧୦।୭: ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ...

ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ଆମଷ୍ଟେଲଭିନ(ନେଦରଲାଣ୍ଡ୍ସ), ୧୭।୬: ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଅନୁଷ୍ଠିତ ନେଦରଲାଣ୍ଡ୍ସ ବିପକ୍ଷ...

‘ଭାରତୀୟ କ୍ରିକେଟ ପାଇଁ ଭଲ ନିଷ୍ପତ୍ତି’

ମୁମ୍ବାଇ,୧୨ା୧୨: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ଘୋଷଣା କରିବା ଅବସରରେ ରୋହିତ ଶର୍ମାଙ୍କୁ ଟି୨୦ ସହ ଦିନିକିଆ ଦଳର ଅଧିନାୟକ...

କରୋନା ଭାଇରସ: ସିରିଜ ଏ’ରେ ୧୧ ଖେଳାଳି ସଂକ୍ରମିତ

ରୋମ,୧୫।୩(ପି.ଟି.)- ଇଟାଲୀ ଫୁଟବଲ ଲିଗ୍‌ ସିଷ୍ଟମର ଏକ ପେସାଦାର ଲିଗ୍‌ ଭାବେ ଜଣାଶୁଣା ଥିବା ସିରିଜ ଏ’ରେ ମୋଟ ୧୧ ଜଣ ଖେଳାଳି କରୋନା ଭାଇରସ୍‌ରେ...

Advertisement
Archives

Model This Week