କାର୍‌ ବୋମା ବିସ୍ଫୋରଣ: ୮ ମୃତ

ଦାମାସ୍‌କସ୍‌,୧୧।୧୧: ସିରିଆରେ ଏକ କାର୍‌ ବୋମା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସିରିଆର ତୁର୍କୀ ଅଧିକୃତ ଅଞ୍ଚଳର ଦକ୍ଷିଣ-ପୂର୍ବ ସଲୁକଠାରେ ଏଭଳି ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ସିରିୟା-ତୁର୍କୀ ସୀମାର ତାଲ୍‌ ଆବିଦ୍‌ରେ ବିସ୍ଫୋରଣ ହେବାର ଏକ ସପ୍ତାହ ପରେ ଏହି ବିସ୍ଫୋରଣ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ରୁଷିଆର ଶତ୍ରୁତା

ଲଣ୍ଡନ,୬।୯: ଲିଜ୍‌ ଟ୍ରସ୍‌ ନୂଆ ନେତା ଭାବେ ଦାୟିତ୍ୱ ନ ନେଉଣୁ ରୁଷିଆ ଶତ୍ରୁତାପୂର୍ଣ୍ଣ ଆଚରଣ କରିଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଟ୍ରସ୍‌ ମସ୍କୋ...

ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ…

କାବୁଲ,୬।୯: ପଞ୍ଜଶିରର ରକ୍ତାକ୍ତ ସଂଘର୍ଷରେ ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ କହିଛି ଏବେ ପଞ୍ଜଶିର ପୂର୍ଣ୍ଣ ଦଖଲରେ ରହିଛି।...

ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ...

ଦିବ୍ୟାଙ୍ଗ କେନ୍ଦ୍ର ଉପରେ ରୁଷିଆର ମିଶାଇଲ ମାଡ, ଦବିଗଲେ ୨୬୭ ଲୋକ

ଖାର୍କିବ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏପର୍ଯ୍ୟନ୍ତ ଜାରି ରହିଥିବା ବେଳେ ବେଳକୁ ବେଳ ବଢି ଚାଲିଛି ନିରିହ ଜନତାଙ୍କ ମୃତ୍ୟୁ ସଂଖ୍ୟା ।...

ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ।...

ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ: କମ୍ପାନୀ ଅଧିକାରୀଙ୍କ ଦାବି ଭୁଲରେ ଭାରତର କଫ ସିରପର ନାଁ ଯୋଡିଥିଲା ଡବ୍ଲୁଏଚଓ

ନୂଆଦିଲ୍ଲୀ/ବନଜୁଲ,୧୬ ।୧୨: ୱେଷ୍ଟ ଆଫ୍ରିକା ଦେଶ ଗାମ୍ବିଆରେ ହୋଇଥିବା ୬୬ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ ସିରଫ ଦାୟୀ ବୋଲି ପ୍ରଥମେ ଅଭିଯୋଗ...

ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ବିକ୍ରମ: ନାସା

ନ୍ୟୁୟର୍କ,୨୭।୯: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂର କିଛି ହାଇରିଜଲ୍ୟୁଶନ ଫଟୋ ନାସା ପକ୍ଷରୁ ଶୁକ୍ରବାର ଜାରି କରାଯାଇଛି। ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ହାର୍ଡ...

ଭାରତକୁ ପୁଣି ପ୍ରଶଂସା କଲେ ପୁଟିନ କହିଲେ ଭାରତୀୟ ପ୍ରତିଭାଶାଳୀ, ପ୍ରେରଣାଦାୟୀ

ମସ୍କୋ,୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ ‘ପ୍ରତିଭାଶାଳୀ’ ଓ ‘ପ୍ରେରିତ’ କରୁଥିବା ଲୋକ...

Advertisement
Archives

Model This Week