କାର୍ପେଟ୍‌ ସଫା କରୁଥିଲେ

କାର୍ପେଟ୍‌ ବ୍ରଶ: କାର୍ପେଟ୍‌ ସଫା କରିବାକୁ ହେଲେ କାର୍ପେଟ୍‌ ବ୍ରଶ ବ୍ୟବହାର କରନ୍ତୁ। ଏହାକୁ କାର୍ପେଟ୍‌ର ବୀପରିତ ଦିଗରୁ ରଗଡନ୍ତୁ। ଏହାଦ୍ୱାରା ଧୂଳି ଜଲ୍‌ଦି ଦୂର ହେବ।
ଭ୍ୟାକ୍ୟୁମ୍‌ କ୍ଲିନର: କାର୍ପେଟ୍‌କୁ ସଫା ରଖିବାକୁ ହେଲେ ଏହାକୁ ପ୍ରତିଦିନ ଭ୍ୟାକ୍ୟୁମ୍‌ ସାହାଯ୍ୟରେ ସଫା କରନ୍ତୁ। ଯଦି ପ୍ରତିଦିନ ସଫା କରିବା ସମ୍ଭବ ହେଉନି ପ୍ରତି ଦୁଇଦିନରେ ଥରେ ସଫା କରିବାକୁ ଚେଷ୍ଟା କରନ୍ତୁ। ପାଣିରେ ଡିଟରଜେଣ୍ଟ ପାଉଡର ମିଶାଇ ଏକ କପଡା ସାହାଯ୍ୟରେ କାର୍ପେଟ୍‌କୁ ପୋଛନ୍ତୁ। ଡିଟରଜେଣ୍ଟକୁ ଭଲଭାବେ ସଫା କରିବାକୁ ହେଲେ ଖାଲିପାଣି ସାହାଯ୍ୟରେ କାର୍ପେଟ୍‌କୁ ପୋଛନ୍ତୁ। ଏହାକୁ ଓଦା କପଡା ପୋଛିବାର ତୁରନ୍ତ ପରେ ଏହାକୁ ଶୁଖିଲା କପଡାରେ ଭଲଭାବେ ପୋଛନ୍ତୁ। ଫଳରେ ଏହାଦ୍ୱାରା କାର୍ପେଟ୍‌ ଭଲଭାବେ ଶୁଖିଯିବ।
କାର୍ପେଟ୍‌ ପ୍ରୋଟେକ୍ଟର : କାର୍ପେଟ୍‌ ଲାଗିଥିବା ଦାଗକୁ ତୁରନ୍ତ ସଫା କରନ୍ତୁ। ନ ହେଲେ ଏହି ଦାଗ ସ୍ଥାୟୀରୂପେ ରହିଯିବ। ଏହାକୁ ସଫା କରିବା ମଧ୍ୟ କଷ୍ଟ ହୋଇପାରେ। କାର୍ପେଟ୍‌କୁ ଷ୍ଟେନ୍‌ପ୍ରୁଫ୍‌ ରଖିବାକୁ ହେଲେ କାର୍ପେଟ୍‌ ପ୍ରୋଟେକ୍ଟର ବ୍ୟବହାର କରନ୍ତୁ।
ଇଲେକ୍‌ଟ୍ରିକ୍‌ ଡ୍ରାୟର:କାର୍ପେଟ୍‌କୁ ଧୋଇବା ପରେ ଏହାକୁ ଖରାରେ ଶୁଖାନ୍ତୁ। ଏହାକୁ ଶୁଖାଇବା ଲାଗି ଇଲେକ୍‌ଟ୍ରିକ୍‌ ଡ୍ରାୟର ବ୍ୟବହାର କରିପାରନ୍ତି। ନ ହେଲେ ଏହା ଓଦା ରହିଲେ ଖରାପ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ ଏହି ଦେବତାଙ୍କ ଫଟୋ ରଖିଲେ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ହୋଇଥାଏ ସୁଦୃଢ଼

ବେଡ୍‌ରୁମ୍‌ ହେଉଛି ଘରର ସେହି ସ୍ଥାନ, ଯେଉଁଠାରେ ଦିନଯାକର ଥକ୍କାପଣ ମେଣ୍ଟାଇ ବ୍ୟକ୍ତି ଆରାମ ଅନୁଭବ କରେ। ମାତ୍ର ଯଦି ବେଡ୍‌ରୁମ୍‌ ଦିଗ, ସେଠାରେ ଥିବା...

୫ ଘଣ୍ଟାରୁ କମ୍‌ ଶୋଉଛନ୍ତି କି, ହୁଅନ୍ତୁ ସାବଧାନ…

ଦିନକୁ ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ...

ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ସନ

ପିଠିରେ ଯନ୍ତ୍ରଣା କେତେ କଷ୍ଟକର ତାହା ଅନୁଭବୀ ହିଁ ଜାଣେ। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ। ସେ ଲେଖିଥିବା...

ସୂର୍ଯ୍ୟକିରଣ ଓ ଅସ୍ଥି

ଅସ୍ଥି ମଜଭୁତ ରହିବା ପାଇଁ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି। ତେଣୁ ଏପରି ଭିଟାମିନ୍‌ଯୁକ୍ତ ଖାଦ୍ୟକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା...

ଲେହେଙ୍ଗା ଫ୍ୟାଶନ

ବର୍ତ୍ତମାନ ଯେକୌଣସି ପାର୍ଟି, ଫଙ୍କଶନ୍‌ ହେଉ ଅବା ପର୍ବପର୍ବାଣିରେ ଲେହେଙ୍ଗା ପାଲଟିଛି ଲାଟେଷ୍ଟ ଫ୍ୟାଶନ୍‌। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହାନ୍ତି ତେବେ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଆଜପାଣି

ବର୍ଷାଦିନେ ଭୂତାଣୁ ଓ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ବୃଦ୍ଧି ପାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଥଣ୍ଡା, କାଶ ଓ ଜ୍ୱର ଯୋଗୁ...

ଆଧ୍ୟାତ୍ମିକ ସାଧନା ଓ ଅଷ୍ଟାଙ୍ଗ ଯୋଗ

ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ...

ଫ୍ୟାଶନେବଲ ମାସ୍କ

ଏବେ ସମସ୍ତଙ୍କ ଲାଇଫ୍‌ ଷ୍ଟାଇଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମାସ୍କ। ସୁରକ୍ଷା ନିମନ୍ତେ ସମସ୍ତେ ମାସ୍କ ପିନ୍ଧୁଛନ୍ତି। ତେବେ ଫେସ୍‌ମାସ୍କ ପିନ୍ଧିବା ସମୟରେ କିଛି...

Advertisement
Archives

Model This Week