କାରିବିୟନ ସାଗରରେ ବୁଡ଼ିଲା ମାଛଧରା ଜାହାଜ: ୨୭ ଧୀବର ମୃତ

ତେଗୁସିଗଲ୍ପା,୪।୭: କାରିବିୟନ୍‌ ସାଗରରେ ଏକ ମାଛଧରା ଜାହାଜ ବୁଡ଼ିଯାଇଛି। ଏଥିରେ ୨୭ ଜଣ ଧୀବରଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୯ ଜଣ ଧୀବର ନିଖୋଜ ଅଛନ୍ତିି। ୫୫ ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି। ଖରାପ ପାଗ ଯୋଗୁ ଏଭଳି ହୋଇଥିବା କୁହାଯାଉଛି। ହୋଣ୍ଡୁରାସ୍‌ଠାରୁ ୪୦ ନ୍ୟୁଟିକାଲ ମାଇଲ୍‌ ଦୂରରେ ଏହି ଦୁର୍ଘଟଣା ଘଟିଥିବା ମିଲିଟାରୀ ପ୍ରବକ୍ତା ଜୋସ୍‌ ଡୋମିଙ୍ଗୋ ମେଜା ସୂଚନା ଦେଇଛନ୍ତି। ଖରାପ ପାଗ ଥିବା ସତ୍ତ୍ୱେ ଜାହାଜର କ୍ୟାପଟେନ୍‌ ମାଛ ଧରିବାକୁ ବାହାରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଋଷିଙ୍କ ସ୍ତ୍ରୀ ଅକ୍ଷତା: କୁଇନ୍‌ ଏଲିଜାବେଥ୍‌ଙ୍କଠାରୁ ଅଧିକ ସମ୍ପତ୍ତି…

ଲଣ୍ଡନ,୨୫।୧୦ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଯେତେବେଳେ ସୁନକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

କରୋନାଭାଇରସ ସଂକ୍ରମଣରେ ୬ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ, ୧୭୧୬ ଆକ୍ରାନ୍ତ

ବେଜିଂ,୧୪।୨: କରୋନାଭଇରସ। ଏହି ନାଁ ଏବେ ବିଶ୍ୱ ବ୍ୟାପୀ ବେଶ୍‌ ପରିଚିତ। ଚାଇନାରୁ ପ୍ରଥମେ ଏହି ନାଁ ଶୁଣିବାକୁ ମିଳିଥିବା ବେଳେ ଏବେ ବିଶ୍ୱବାସୀ ଏହାସହ...

ଜନ୍ମହାର ବୃଦ୍ଧି ପାଇଁ ଇରାନ ସରକାରଙ୍କ ନୂଆ ଫର୍ମୁଲା

ତେହେରାନ,୨୨ ।୭: ଗତ କିଛି ବର୍ଷ ହେବ ଇରାନରେ ଜନ୍ମହାର କମ୍ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ବିଶ୍ୱର କିଛି ଦେଶ ତୁଳନାରେ...

‘ରାହୁଲ ଗାନ୍ଧୀ ଜଣେ ବିନମ୍ର, ସରଳ ବ୍ୟକ୍ତି’

ନୂଆଦିଲ୍ଲୀ,୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ...

ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ୍‌, ୫ ମୃତ..

ଦାମାସକସ୍‌/ଜେରୁଜେଲମ୍‌, ୧୫।୫ : ଇସ୍ରାଏଲ ସିରିଆ ଉପରେ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ସାଧାରଣ...

ଜାପାନରେ ଭୂକମ୍ପ ଝଟ୍‌କା

ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି...

ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ

ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫...

ଅନ୍ଧାରରେ କରୋନା ଏନ୍ତୁଡ଼ିଶାଳ, କାର୍‌ଠାରୁ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା…

ବେଜିଂ,୨୯।୯: ଚାଇନାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସଙ୍କଟ ଯୋଗୁ ଏବେ ଅନ୍ତର୍ଜାତୀୟସ୍ତରରେ ବହୁ ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ ଏବଂ...

Advertisement
Archives

Model This Week