କାବୁଲରେ ଶକ୍ତିଶାଳୀ ବିସ୍ଫୋରଣ:୩୪ ମୃତ, ୬୮ ଆହତ

କାବୁଲ, ୧।୭: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳୁ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୩୪ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୬୮ ଜଣ ଆହତ ହୋଇଛନ୍ତି। ଏକ ନିର୍ମାଣାଧୀନ କୋଠାରେ ଆତଙ୍କବାଦୀମାନେ ପ୍ରବେଶ କରି ବିସ୍ଫୋରଣ କରିଥିଲେ। କୋଠା ପାଖରେ ଖେଳ ଷ୍ଟାଡିୟମ, ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟର ଏକ ଶାଖା ଥିବାରୁ ଆତଙ୍କବାଦୀମାନେ ଏହି ସ୍ଥାନକୁ ଟାର୍ଗେଟ କରିଥିଲେ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ଏବଂ ଆମେରିକା ପ୍ରତିନିଧିମଣ୍ଡଳ ମଧ୍ୟରେ କଥାବାର୍ତ୍ତା ଚାଲିଥିବାବେଳେ ଏଭଳି ବିସ୍ଫୋରଣ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ଯାଏ ଜାରି ରହିପାରେ ସାମାଜିକ ଦୂରତ୍ୱ

ଓ୍ବାଶିଂଟନ,୧୭ା୪: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ...

ବାପାଙ୍କଠୁ ହାରିଗଲେ ବ୍ରିଟ୍‌ନି

ଲସ୍‌ ଏଞ୍ଜେଲ୍‌ସ, ୨ା୭:ନିଜ ଜୀବନରେ ବାପାଙ୍କ ହସ୍ତକ୍ଷେପଠାରୁ ମୁକ୍ତି ଚାହୁଁଥିବା ଆମେରିକାର ପପ୍‌ ସିଙ୍ଗର୍‌, ଡ୍ୟାନ୍ସର ତଥା ଅଭିନେତ୍ରୀ ବ୍ରିଟ୍‌ନି ସ୍ପିୟର୍ସ ଆଇନଗତ ଲଢ଼େଇରେ ହାରିଯାଇଛନ୍ତି।...

ଗୋଟିଏ ଦିନରେ ରୁଷ୍‌ରେ ୧୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ

ମସ୍କୋ,୩।୫: ରୁଷ୍‌ରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଏଠାରେ ୧୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମସ୍କୋରେ କରୋନା ସଂକ୍ରମିତଙ୍କ...

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି

ଢାକା,୧୧।୧୦:ବାଲାଂଦେଶର ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ଢାକାର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।...

ୟୁକ୍ରେନ୍‌ର ୫୬୫ ଶହ କୋଟି ଡଲାର କ୍ଷତି, ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ…

କ୍ୱିଭ୍‌, ୨୯।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ବହୁ ଆବାସିକ କୋଠା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଆଦି ଧ୍ୱଂସ ହୋଇଛି। ଯୁଦ୍ଧରେ ୟୁକ୍ରେନ୍‌ର ପ୍ରାୟ ୫୬୫ ଶହ...

ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…

ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାକାର ଜଣେ...

ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଦୁବାଇ, ୨।୧୦: ଆବୁଧାବିର ଏକ ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କ’ଣ ପାଇଁ ଦୁର୍ଘଟଣା ଘଟିଲା ତାହା...

ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ପାଇଁ ଭାରତ ଯୋଗ୍ୟ…

ରିୟାଦ, ୧୨।୯ : ସୌଦି ଆରବ ଗସ୍ତରେ ଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ...

Advertisement
Archives

Model This Week