କାବୁଲରେ କାର୍‌ ବୋମା ବିସ୍ଫୋରଣ, ୧୦ମୃତ

କାବୁଲ,୫।୯: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗୁରୁବାର ସକାଳେ କାର୍‌ ବୋମା ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଶାସଦରାକ ଅଞ୍ଚଳରେ ଘଟିଥିବା ବେଳେ ଏହା ନିକଟରେ କାବୁଲର ପୋଲିସ ଡିଷ୍ଟ୍ରିକ୍ଟ-୯ର ଚେକ୍‌ ପଏଣ୍ଟ ରହିଛି। ଏହି ଅଞ୍ଚଳରେ ଆମେରିକା ଓ ଅନ୍ୟ କେତେକ ଦେଶର ଦୂତାବାସ ରହିଛି। ଦୁଇ ଦିନର ବ୍ୟବଧାନ ପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଚଳିତ ସପ୍ତାହରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ଆଉ ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି । ତେବେ ଅତି ସୁରକ୍ଷିତ ସ୍ଥାନରେ କିଭଳି ଏହି ଦୁର୍ଘଟଣା ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତଗୋଡ଼ ବନ୍ଧା ହୋଇ ଜଙ୍ଗଲରେ ପଡ଼ିଥିଲେ ବ୍ୟକ୍ତି, ଉଦ୍ଧାର ସମୟରେ ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ

ବର୍ଲିନ,୭ା୫: ଜର୍ମାନର ଏକ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଥିବା ଜଣେ ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରିଛି ପୋଲିସ। ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଜଙ୍ଗଲରେ...

କରୋନା ସଂକ୍ରମଣ ସଂଖ୍ୟା ପ୍ରକାଶ ବନ୍ଦ କଲା ଚାଇନା

ବେଜିଂ,୨୫ା୧୨: ଗତ କିଛି ଦିନ ମଧ୍ୟରେ ଚାଇନାରେ ପାଖାପାଖି ୨୫ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ଏକ ସରକାରୀ ଦସ୍ତାବିଜ୍‌ ସୋସିଆଲ ମିଡ଼ିଆରେ ପ୍ରସାରିତ...

ରୁଷିଆ ସେନାର ହଣ୍ଟ୍‌ ଟୁ କିଲ୍‌ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…

ମସ୍କୋ/କ୍ୱିଭ୍‌, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍‌ ଟୁ କିଲ୍‌ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ...

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ...

କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ସେବା ଅଚଳ

ଓ୍ବାଶିଂଟନ,୧୧।୧: କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ବିମାନ ସେବା ସାମୟିକ ପ୍ରଭାବିତ ହୋଇଛି। ପ୍ରାୟ ୧୨୦୦ରୁ...

ଜୀବନ ଆଶାରେ ମରଣ ମୁହଁରେ:ଆମେରିକା- ମେକ୍ସିକୋ ସୀମା ରିଓ ଗ୍ରାଣ୍ଡେ ନଦୀରେ ଭାସିଗଲେ ଶରଣାର୍ଥୀ ଓ ୨୩ ମାସର ଝିଅ

ସିଉଡାଡ୍‌ ଭିକ୍ଟୋରିଆ/ଓ୍ବାଶିଂଟନ,୨୮।୬:ମେକ୍ସିକୋ ସୀମାରେ ଆମେରିକୀୟ ସେନା ମୁତୟନ ଓ ଶରଣାର୍ଥୀଙ୍କ ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଡ଼ା ଆଭିମୁଖ୍ୟକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ବିରାଟ...

ପେରୁ ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାରୁ ଉଗ୍ର ପଦର୍ଶନ, ଲାଗିଲା ଏକ ସପ୍ତାହର ଏମରଜେନ୍ସି

ଲିମା,୧୫ ।୧୨: ପେରୁର ପ୍ରତିରକ୍ଷା ମନ୍ତ୍ରୀ ମହାଭିଯୋଗ ଆଣି ୭ ଡିସେମ୍ବରରେ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲେଙ୍କ୍‌ୁ ପଦରୁ ହଟାଇ ଦେଇଛନ୍ତି । ଏହାକୁ ବିରୋଧ କରି...

ଲେବର ପେନ୍ ସତ୍ତ୍ୱେ ସାଇକେଲ ଚଲାଇ ହସ୍ପିଟାଲ ପହଞ୍ଚିଲେ ନ୍ୟୁଜିଲାଣ୍ଡ ସାଂସଦ: ପ୍ରସବ କଲେ ସୁସ୍ଥ ଶିଶୁକନ୍ୟା

ୱେଲିଂଟନ,୨୮ ।୧୧: ନ୍ୟୁଜିଲାଣ୍ଡର ସାଂସଦ ଗୁଲି ଏନି ଜେଣ୍ଡରଙ୍କ ଚର୍ଚ୍ଚା ଇଣ୍ଟରନ୍ୟାସନାଲ ଗଣମାଧ୍ୟମରେ ଖୁବ୍ ହେଉଛି । ଚର୍ଚ୍ଚାର କାରଣ ହେଉଛି ତାଙ୍କ ସାହସ ।...

Advertisement
Archives

Model This Week