କାଠଗଣ୍ଡିର ଜୀବଜନ୍ତୁ

କାଠଗଣ୍ଡିର ଅନେକ ସ୍ଥାପତ୍ୟ ଦେଖିଥିବେ। ସ୍ପେନର କଳାକାର ଗେରାର୍ଡ ମାସ୍‌ କରିଥିବା କଳାକୃତିର କଥା କିନ୍ତୁ ଭିନ୍ନ। ବଡ଼ ବଡ଼ ଗଛର ଗଣ୍ଡି କାଟି ତାକୁ ଖୋଦେଇ କରି ସ୍ଥାପତ୍ୟ ଗଢନ୍ତି। ଆଉ ତାକୁ ସାଣ୍ଡ ପେପର୍‌ରେ ଘଷି ମସୃଣ କରନ୍ତି। ସେ ବିଶେଷକରି ଜୀବଜନ୍ତୁଙ୍କର ହିଁ ସ୍ଥାପତ୍ୟ ତିଆରି କରିଥାଆନ୍ତି। ପ୍ରତିମୂର୍ତ୍ତିଗୁଡିକରେ ନିଆଁ ଲଗାଇ ସାମାନ୍ୟ ପୋଡି ସେ ସେମାନଙ୍କ ଶରୀରରେ ଥିବା କଳା ରଙ୍ଗର ଲୋମ ତିଆରି କରିଥାଆନ୍ତି। ଫଳରେ ସେସବୁ ଲାଗନ୍ତି ବେଶ୍‌ ଜୀବନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ୍‌ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…

ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ...

ଖାଲି ପାଦର ଫଟୋ ବିକି ଦିନକୁ ରୋଜଗାର କରୁଛନ୍ତି ୬୦ ହଜାର

ନୂଆଦିଲ୍ଲୀ: ଡିଜିଟାଲ ମାର୍କେଟିଂର ସମୟରେ ଲୋକମାନେ ଟଙ୍କା ରୋଜଗାର କରିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ଜଣେ ଯୁବତୀ ନିଜ ପାଦର ଫଟୋ...

ଗଞ୍ଜେଇ ରଖିବା ନୀତି ପରିବର୍ତ୍ତନ କଲା ଆମେରିକା

ଓ୍ବାଶିଂଟନ,୭।୧୦: ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ଆମେରିକା ବଡ଼ ପରିବର୍ତ୍ତନ କରିଛି। ଗଞ୍ଜେଇ ରଖିବା କିମ୍ବା ଖାଇବାରେ ଦୋଷୀ ସାବ୍ୟସ୍ତ ହଜାର ହଜାର ଲୋକଙ୍କୁ...

ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ଚରମ ସୀମାରେ, ସାମୁଦ୍ରିକ ସୀମାରେ ମୁହାଁମୁହିଁ…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨୪।୧୦ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଉଭୟ ଦେଶ ସାମୁଦ୍ରିକ ସୀମାରେ ମୁହାଁମୁହିଁ...

ଦୌଡ଼ରୁ ଓହରିଲେ ବ୍ଲୁମ୍‌ବର୍ଗ

ଓ୍ବାଶିଂଟନ,୫ା୩: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଉଦ୍ଦିଷ୍ଟ ଡେମୋକ୍ରାଟିକ୍‌ ପ୍ରାଇମେରି ପ୍ରସେସ୍‌ ‘ସୁପର ଟ୍ୟୁଜ୍‌ଡେ’ ଦୁର୍ବଳ ପ୍ରଦର୍ଶନ ପରେ ଦୌଡ଼ରୁ ଓହରିଯାଇଛନ୍ତି ବିଲିଅନାରି...

ଭାରତ ସରକାରଙ୍କୁ ପ୍ରଶଂସା କଲା ୟୁଏନ୍‌, ଭାରତକୁ ଏହି ଲିଷ୍ଟରୁ ଦେଲା ବାଦ୍‌

ଜାତିସଂଘ,୩୦।୬:ମିଳିତ ଜାତିସଂଘରୁ ଭାରତକୁ ଏକ ଚିନ୍ତାଜନକ ତାଲିକାରୁ ବାଦ୍‌ ଦିଆଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଏନେଇ ସୂଚନା ଦେଇଛନ୍ତି। ‘ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ’...

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ...

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି...

Advertisement
Archives

Model This Week