କଶ୍ମୀର ନୁହେଁ ଚାଇନାରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା କରୁ ପାକିସ୍ତାନ: ଆମେରିକା

ଜେନେଭା, ୨୮।୯: ଆମେରିକା ପକ୍ଷରୁ ଜାତିସଂଘରେ ଆମେରିକା ପକ୍ଷରୁ କଡ଼ାଜବାବ ମିଳିଛି। ଆମେରିକା କହିଛି ଯେ, ପାକିସ୍ତାନ କଶ୍ମୀରରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା ନ କରି ଚାଇନାରେ ଥିବା ମୁସଲମାନ୍‌ଙ୍କ ଚିନ୍ତା କରିବା ଆବଶ୍ୟକ। କଶ୍ମୀରରେ ମୁସଲମାନ୍‌ଙ୍କ ଅବସ୍ଥା ଭଲ ରହିଛି। ତେବେ ଚାଇନାରେ ଉୟିଘର ମୁସଲମାନ୍‌ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଦାଢ଼ି ରଖିବା ପାଇଁ ବାରଣ କରାଯାଉଛି। ଏହା ସହିତ ସାଧାରଣ ଭାବେ ନିଜର ଧାର୍ମିକ ପରମ୍ପରା ପାଳନ ଲାଗି ମଧ୍ୟ ମନା କରାଯାଉଛି। ୧୦ ଲକ୍ଷ ମୁସଲମାନ୍‌ଙ୍କୁ ଚାଇନାର ପଶ୍ଚିମ ଶିଜିୟାଙ୍ଗ୍‌ ଅଞ୍ଚଳରେ ନଜରବନ୍ଦୀ ଶିବିରରେ ରଖାଯାଇଛି। ଏନେଇ ୨୦୧୮ରେ ଜାତିସଂଘ ପାଖରେ ରିପୋର୍ଟ ପହଞ୍ଚିଥିଲା। ତେଣୁ ପାକିସ୍ତାନ ଚାଇନାରେ ଥିବା ମୁସଲମାନଙ୍କ ଲାଗି ଚିନ୍ତା କରିବା ଆବଶ୍ୟକ ବୋଲି ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ମନ୍ତ୍ରୀ ଏଲସ୍‌ ଜି ଓ୍ବେଲସ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଆକ୍ରମଣ କଲେ ପେଣ୍ଟାଗନ ଦେବ ଜବାବ: ପୁଟିନଙ୍କୁ ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୧୨।୧୦ : ପାଖାପାଖି ୮ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ନେଇ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଡ଼ିମିର...

ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..

ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍‌ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ...

ଆମେରିକାର ସିକ୍ରେଟ୍‌ ଅପରେଶନକୁ କଡ଼ା ନିନ୍ଦା କଲେ ତାଲିବାନ ସରକାର

କାବୁଲ,୨।୮: ଆଫଗାନିସ୍ତାନର କାବୁଲରେ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଅଲ ଜାୱାହିରି ନିହତ ହୋଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ନ୍ୟୁୟର୍କ ଆସେମ୍ବ୍ଲିରେ କଶ୍ମୀର ପ୍ରସଙ୍ଗ ଗୃହୀତ

ନ୍ୟୁୟର୍କ, ୮।୨(ପି.ଟି.): ଫେବୃୟାରୀ ୫କୁ ଗଭର୍ନର ଆଣ୍ଡ୍ର୍ୟୁ କୁମୋ ‘କଶ୍ମୀର ଆମେରିକୀୟ ଦିବସ’ ଭାବେ ଘୋଷଣା କରିବା ପାଇଁ ନ୍ୟୁୟର୍କ ରାଜ୍ୟ ଆସେମ୍ବ୍ଲିରେ ଏକ ପ୍ରସ୍ତାବ...

ଶ୍ରୀଲଙ୍କା ପାଇଁ ଆଇଏମଏଫ ସର୍ତ୍ତ ଉପରେ ପ୍ରଶ୍ନ ଉଠାଇଲେ ମାନବିକ ଅଧିକାର ସଂଗଠନ…

କଲମ୍ବୋ,୧।୪ : ଆମେନିଷ୍ଟ ଇଣ୍ଟରନ୍ୟାଶନାଲ ପରେ ବର୍ତ୍ତମାନ ଅନ୍ୟ ଏକ ଅଗ୍ରଣୀ ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ହ୍ୟୁମାନ ରାଇଟ୍ସ ୱାଚ ମଧ୍ୟ ଶ୍ରୀଲଙ୍କାରେ ଥିବା...

ରୁଷିଆ ଜଙ୍ଗଲରେ ନିଆଁ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ୫ ହଜାରରୁ ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ମସ୍କୋ,୧୦ା୫: ରୁଷିଆର ୟୁରାଲ ପର୍ବତ ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଏକ ସପ୍ତାହ ଧରି କୁର୍ଗାନ ଏବଂ ସାଇବେରିଆ...

ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇଲେ ଇମ୍ରାନ୍‌: କରାଚି ଷ୍ଟକ୍‌ ଏକ୍ସଚେଞ୍ଜ ବିସ୍ଫୋରଣ ପାଇଁ କଲେ ଦାୟୀ

ଇସଲାମାବାଦ୍‌, ୧।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଉପରେ ଆକ୍ରମଣ ହେବାପରେ ସରକାରଙ୍କ ବୁଦ୍ଧି ହଜି ଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ଉପରେ...

ବିପର୍ଯ୍ୟୟ ପଥରେ ବିଶ୍ୱ

ବର୍ଲିନ,୧୯ା୯: ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌) ଉତ୍ସର୍ଜନ ହ୍ରାସ ପାଇଁ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ। ଏହାର ପରିଣତି ସ୍ବରୂପ ଆମେ ଏକ ଉତ୍ତପ୍ତ...

Advertisement
Archives

Model This Week