କଳାହାଣ୍ଡି : ୧୦୩ କେନ୍ଦ୍ରରେ ପରୀକ୍ଷା ଦେବେ ୨୧,୧୬୫ ଛାତ୍ରୀଛାତ୍ର

ଭବାନୀପାଟଣା,୧୮।୨(ଡି.ଏନ୍‌.ଏ.): ଚଳିତ ବର୍ଷ କଳାହାଣ୍ଡି ଜିଲାର ୩୩୬ଟି ହାଇସ୍କୁଲର ୨୧ ହଜାର ୧୬୫ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥି ନିମନ୍ତେ ଜିଲାରେ ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷାରେ ଜିଲାର ୧୯ ହଜାର ୭୩୯ ରେଗୁଲାର ଛାତ୍ରୀଛାତ୍ର, ୧୪୧୨ ଏକ୍ସ-ରେଗୁଲାର, ୧୩ ଜଣ କରେସପୋଣ୍ଡେନ୍‌ସ କୋର୍ସ ରେଗୁଲାର ଓ ଜଣେ ଏକ୍ସ- ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷା ଦେବେ।
ସେହିପରି ରାଜ୍ୟ ମୁକ୍ତ ସ୍କୁଲ ପାଠ୍ୟକ୍ରମରେ ଜିଲାରେ ୧୬୦ ଛାତ୍ରୀଛାତ୍ର ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ଏ ନେଇ ଜିଲାରେ ୧୩ଟି ନୋଡାଲ କେନ୍ଦ୍ର ବ୍ଲକ ମହକୁମାଠାରେ ଖୋଲାଯାଇଛି। ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରଗୁଡିକରେ ପହଷଞ୍ଚତ୍ସାରିଛି ଓ ପୋଲିସର କଡା ସୁରକ୍ଷାରେ ପ୍ରଶ୍ନପତ୍ର ଗୁଡିକ ରଖାଯାଇଛି। ନୋଡାଲ କେନ୍ଦ୍ରଗୁଡିକରୁ ପ୍ରଶ୍ନପତ୍ର ପ୍ରତିଦିନ ସକାଳ ୬ଟାରେ ପରୀକ୍ଷା କେନ୍ଦ୍ରଗୁଡିକୁ ନେବା ପାଇଁ ୩୩ଟି ଡେସ୍ପାଚ୍‌ ଟିମ୍‌ ପ୍ରସ୍ତୁତ କରାଯାଇଛି। ସେହିପରି ଅବାଧ ପରୀକ୍ଷା ପରିଚାଳନା ଓ କପି ରୋକିବା ପାଇଁ ଜିଲା ସ୍ତରରେ ୩ଟି ସ୍କ୍ବାଡ ଓ ଗୋଟିଏ ରାଜ୍ୟସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ଟାଣିଲା ଲକ୍ଷ୍ମଣ ରେଖା

ଅନୁଗୋଳ ଅଫିସ, ୨୫।୩- ଲକ୍‌ଡାଉନ ଘୋଷଣା ପରଠାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁଗୋଳ ସହରର ବିଭିନ୍ନ ଦୋକାନରେ ଭିଡ଼ ବଢ଼ୁଛି। ବୁଧବାର ଉତ୍ତର କେନ୍ଦ୍ରାଞ୍ଚଳ...

ବାଇକ ମୁହାଁମୁହିଁ: ୨ ମୃତ, ୨ ଗୁରୁତର

ପାରଳାଖେମୁଣ୍ଡି,୧୨।୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋସାଣି ବ୍ଲକର ଗାରବନ୍ଧ ଥାନା ଅନ୍ତର୍ଗତ ରାଉତପୁର ଗ୍ରାମରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ...

ଆଜି ଦଳୀୟ ପାର୍ଥିନୀଙ୍କ ସହ ମିଶି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୪।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଚାର ଜୋରଦାର ହେଉଛି। ଅନେକ ହେଭିଓ୍ବେଟ୍‌ ନେତା ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କ...

ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି ପଞ୍ଚାୟତ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୩ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ପିସି ନ ଦେଲେ ବିଲ୍‌ ହେଉନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ...

ଡକାୟତି ଘଟଣା ପର୍ଦ୍ଦାଫାଶ; ୬ ଗିରଫ: ଚୋରି ସାମଗ୍ରୀ ଉଦ୍ଧାର

ଦେବଗଡ଼/ବାରକୋଟ, ୧୫।୧୧ (ଡି.ଏନ.ଏ)- ଦେବଗଡ ଜିଲା ବାରକୋଟ ଥାନା ସିଂହସାଲ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ଘରୁ ୨୪ ଅକ୍ଟୋବରରେ ଚୋରି ହୋଇଥିବା ସୁନା, ରୂପା, ଟଙ୍କା...

କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ ଚ୍ୟୁତ

କୋରାପୁଟ,୧୭।୧(ଡି.ଏନ୍‌.ଏ.): ବିଶାଖାପାଟଣା-କୋରାପୁଟ ଆସୁଥିବା କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍‌ ଶିବଲିଙ୍ଗପୁରମ ଠାରେ ମଙ୍ଗଳବାର ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ ଟ୍ରେନ୍‌ର ୬ ନମ୍ବର ବଗି ଟ୍ରାକ୍‌ରୁ ବାହାରକୁ ଚାଲିଆସିଛି।...

ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧  ଓ ୨ ନଂ. ଆଦି...

ପ୍ରଚାରକୁ ଓହ୍ଲାଇଲେ ଦୁଇ ଗର୍ଭବତୀ ପ୍ରାର୍ଥୀ

ନିରାକାରପୁର,୯ା୨(ଡି.ଏନ୍‌.ଏ.):ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଭାବେ ଦୁଇଜଣ ଗର୍ଭବତୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ନିରାକାରପୁର ପଞ୍ଚାୟତ ସରପଞ୍ଚ...

Advertisement
Archives

Model This Week