କର୍କଟ ରୋଗ ଆଶଙ୍କା କମ୍‌ କରେ ପିଆଜ ଶଣ୍ଡା

ଶୀତଦିନେ ପର୍ଯ୍ୟାପ୍ତ ପରିମାଣର ପିଆଜ ଶଣ୍ଡା ବଜାରରେ ମିଳିଥାଏ। ଏହାକୁ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା କେବଳ ଖାଇବା ପାଇଁ ନୁହେଁ, ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ‘ସି’, ଭିଟାମିନ ‘ଡି’, ଭିଟାମିନ ‘ଏ’ ଆଦି ଭରପୂର ହୋଇରହିଛି। ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ। ଏହା ସହିତ ଏଥିରେ କ୍ୟାଲସିୟମ, ମାଙ୍ଗାନିଜ, ଫସ୍‌ଫରସ, ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଫାଇବର ରହିଛି।

– ପିଆଜ ଶଣ୍ଡାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି।

– ଏଥିରେ ଥିବା ଭିଟାମିନ ‘ସି’ ରକ୍ତଚାପ ନିୟନ୍ତ୍ରଣ କରିଥାଏ।

– ପିଆଜ ଶଣ୍ଡାରେ ଥିବା ସଲଫର୍‌ ଧମନୀ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ।

– ପିଆଜ ଶଣ୍ଡା ଖାଇଲେ କର୍କଟରୋଗ ଆଶଙ୍କା କମ୍‌ ରହିଥାଏ।

– ପ୍ରତିଦିନ ସକାଳେ ଅଧାକପ୍‌ ପିଆଜ ଶଣ୍ଡାକୁ ବାଟି ଏହାର ରସ ପିଇଲେ ହୃଦ୍‌ରୋଗ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ ଡେକୋରେଶନ

ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା। କିନ୍ତୁ ହୋମ୍‌ ଡେକୋରେସନ୍‌ ଜିନିଷର ଦାମ୍‌ ଦେଖି ବେଳେବେଳେ ମନ ଫିକା ପଡିଯାଏ। ତେବେ କମ୍‌ ସମୟ ଓ...

ପିଆଜରେ ରହିଛି ଏସବୁ ଉପକାରୀ ଗୁଣ…..

ଘରେ ଘରେ ପିଆଜର ବହୁତ ଚାହିଦା ରହିଛି। ସାଧାରଣତଃ ଖାଦ୍ୟର ସ୍ବାଦ ବଢାଇବା ପାଇଁ ପିଆଜର ବ୍ୟବହାର କରାଯାଇଥାଏ। ଏହା ଆମ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ।...

ଭଲ ବନ୍ଧୁକୁ ବି କୁହନ୍ତୁ ନାହିଁ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ ବୋଲି କହିଛନ୍ତି । କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ...

ବଟର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ୨ ଟେବ୍‌ଲସ୍ପୁନ୍‌ ତେଲ, ୧ ଟେବଲ୍‌ସ୍ପୁନ୍‌ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍‌ ଅଦା ଛେଚା...

ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ, ସ୍ବାସ୍ଥ୍ୟ ପାଇଁ ଗୁଡ଼...

ବାସ୍ତୁ ଅନୁଯାୟୀ ଏପରି ସଜାନ୍ତୁ ଘର

ସକାରାତ୍ମକ ଉର୍ଜା ଓ ସୌଭାଗ୍ୟ ବୃଦ୍ଧି ପାଇଁ ସର୍ବଦା ବାସ୍ତୁ ଅନୁଯାୟୀ ଘରର ସାଜସଜ୍ଜା କରିବା ଜରୁରୀ ା ଜାଣନ୍ତୁ କ’ଣ ରହିଛି ବାସ୍ତୁ ଅନୁଯାୟୀ...

ଫ୍ୟାଶନ ଟିପ୍‌ସ

ଋତୁ ଅନୁସାରେ ସବୁବେଳେ ଫ୍ୟାଶନ ଟ୍ରେଣ୍ଡ ବି ବଦଳିଥାଏ। ଏବେ ଖରାଦିନ ଆସିଯାଇଥିବାରୁ ଫ୍ୟାଶନ ଟ୍ରେଣ୍ଡରେ ଅପଡେଟ୍‌ ରହିବାପାଇଁ ଜାଣି ରଖନ୍ତୁ କିଛି ଟିପ୍ସ.. ସମର...

କର୍ମଜୀବୀଙ୍କ ପାଇଁ…

ଜଣେ କର୍ମଜୀବୀ ମହିଳାଙ୍କ ପାଇଁ ଘର ସହ ଅଫିସ କାମ ସୁଚାରୁରୂପେ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। ତେବେ ଏମିତିରେ ସବୁ କାମକୁ ଠିକ୍‌...

Advertisement
Archives

Model This Week