୬୦ ଶ୍ରମିକଙ୍କୁ ଅଟକାଇଲା ହାତୀବାରୀ ପୋଲିସ

ରାଉରକେଲା/ନୂଆଗଁ।,୧ା୪: ସୁନ୍ଦରଗଡ ଜିଲା ହାତୀବାରୀ ଥାନା ସମ୍ମୁଖରେ ବୁଧବାର ବିଶାଖାପାଟଣାରୁ ଫେରୁଥିବା ୬୦ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ କାନପୁର ଅଞ୍ଚଳର ହୋଇଥିବା ବେଳେ ଏଲଏଣ୍ଡଟି କମ୍ପାନୀରେ କାମ କରୁଥିବା ପ୍ରକାଶ କରିଛନ୍ତି। ଗତ ସୋମବାର ଏମାନେ ଏକ ଟ୍ରକ ଯୋଗେ ଓଡିଶା ସୀମା ଦେଇ ଝାରଖଣ୍ଡ ଫେରୁଥିଲେ। ବୁଧବାର ଭୋର ସମୟରେ ହାତୀବାରୀ ପୋଲିସ ଡୂ୍ୟଟିରେ ଥିବା ବେଳେ ଏହି ଶ୍ରମିକ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଟ୍ରକ ଚାଳକ ଧରାପଡିବା ଭୟରେ ଏମାନଙ୍କୁ ଥାନାଠାରୁ କିଛି ଦୂରରେ ଛାଡି ଚାଲି ଯାଇଥିଲା। ଅଟକ ଶ୍ରମିକଙ୍କ ନୁଆଗଁ। ବିଡିଓ ମାଧବ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅଟକ ଶ୍ରମିକଙ୍କୁ ପୁରୁଣାପାଣି ହାଇସ୍କୁଲରେ ରଖାଯାଇଛି। ତେବେ ସୂଦୁର ବିଶାଖାପାଟନାରୁ ବିନା ଯାଞ୍ଚରେ ଏହି ଶ୍ରମିକମାନେ କିପରି ଏତେ ବାଟ ଆସିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନଙ୍କୁ ଆବଶ୍ୟକ ଯାଞ୍ଚପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଲ୍‌ ଭାଙ୍ଗି ସୁନା ଅଳଙ୍କାର, ନଗଦ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ,୨୯ା୬(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଦୁର୍ଯ୍ୟୋଧନ ଗୌଡ଼ଙ୍କ ଘରର ବାଡ଼ିପଟ ଗ୍ରୀଲ୍‌ ଭାଙ୍ଗି ମଙ୍ଗଳବାର ରାତିରେ ଦୁର୍ବୃତ୍ତ ପ୍ରାୟ ୮ ଭରି ସୁନା ଓ...

ପୁରୀର ବାହୁବଳୀ ସେବାୟତଙ୍କ ରଥଟଣା: ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍‌କୋର୍ଟ ଘୋଷଣା କରିଥିଲେ। ହେଲେ...

ସମସ୍ୟାରେ ପକାଇଲା ସମୟ

ଅନୁଗୋଳ ଅଫିସ, ୧୯।୧୦: ମହା ଆଡ଼ମ୍ବରରେ ମା’ ଲକ୍ଷ୍ମୀଙ୍କ ପୂଜା ହେବ। ରାତି ୧୧ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପୂଜା ପୂର୍ବରୁ ଅନୁଗୋଳ କେନ୍ଦ୍ରୀୟ...

ନିରାଶ ହୋଇ ଫେରିଲା ପ୍ରଶାସନ

ବାଲିଆପାଳ, ୭ା୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହାସଂଘ କାର୍ଯ୍ୟାଳୟରେ ଦୀର୍ଘଦିନ...

ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ବୁଡ଼

କୋଣାର୍କ,୮।୨(ଡି.ଏନ୍‌.ଏ.): ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁ ବିନା ଶ୍ରଦ୍ଧାଳୁରେ ମାଘସପ୍ତମୀ ବୁଡ଼ ସମାପନ ହୋଇଛି। ସୋମବାର ଭୋର ରାତି ୪ଟାରେ...

ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୬।୧: ବରଗଡ଼ରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର...

ସରକାରୀ କ୍ୱାରିରୁ ବଢୁଛି ଚୋରି

ଅନୁଗୋଳ ଅଫିସ, ୧୫ା୭ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ସରକାରୀ ପଥର କ୍ୱାରିରୁ ବଢ଼ୁଛି ଚୋରି। ଉକ୍ତ କ୍ୱାରିର ନିଲାମ ଅବଧି ଶେଷ ହୋଇଯାଇଥିଲେ...

ବିକାଶ ଅପେକ୍ଷାରେ ‘ସୀତାକୁଣ୍ଡ’

ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା...

Advertisement
Archives

Model This Week